୭୦୦ ଲିଟର ମହୁଲ ପୋଚ, ଓ ୨୨ ଲିଟର ଦେଶୀ ମଦ ଜବତ

65 0

ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଝାଡ଼ରାଜିଙ୍ଗ ଗ୍ରାମର ଜଙ୍ଗଲ ମଧ୍ୟରୁ ବୁଧବାର ଦିନ ହରଭଙ୍ଗା ଅବକାରୀ ଚଢ଼ାଉ କରି ମହୁଲ ପୋଚ, ଓ ଦେଶୀ ମଦ ଜବତ କରିଥିବା ବିଭାଗ ପକ୍ଷରୁ ଜଣାପଡିଛି l ମିଳିଥିବା ସୂଚନା ମତେ କୌଣସି ବିଶେଷ ସୂତ୍ର ରୁ ଖବର ପାଇ ହରଭଙ୍ଗା ଅବକାରୀ ଇନ୍ସପେକ୍ଟର ଅଞ୍ଜନ କୁମାର ଜେନା ଙ୍କ ନେତୃତ୍ୱ ରେ ଝାଡ଼ରାଜିଙ୍ଗ ଜଙ୍ଗଲ ଭିତରୁ ଦେଶୀ ମହୁଲ ପ୍ରସ୍ତୁତ ହେଉଥିବା ସ୍ଥାନକୁ ପହଁଚି ୭୦୦  ଲିଟର ମହୁଲ ପୋଚ ଓ ୨୨  ଲିଟର ଦେଶୀ ମଦ ଜବତ କରିଥିଲା l

କିନ୍ତୁ ଘଟଣା ସ୍ଥଳରୁ କୌଣସି ବ୍ୟକ୍ତି ଙ୍କୁ ଅବକାରୀ ଧରିନଥିବା ବେଳେ ମଦ ପାଇଁ ପ୍ରସ୍ତୁତି କରାଯାଉଥିବା ଆସାଵପାତ୍ର, ଡ୍ରମ, ମହୁଲ ପୋଚ, ମଦ ଜବତ କରି କେଶ ନମ୍ବର ୩୯/୨୩ ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି l ଏହି ଚଢ଼ାଉ ସମୟ ରେ ଅବକାରୀ ଇନ୍ସପେକ୍ଟର ଜେନା ଙ୍କ ସହ ଏ ଏସ ଆଇ ପବିତ୍ର ଜଗଦେବ,କନଷ୍ଟେବଲ ପ୍ରଫୁଲ ଭୋକ୍ତା,ସୁଜିତ ସାହୁ ପ୍ରମୁଖ ସାମିଲ ଥିଲେ l

Related Post

ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ଆକ୍ରମଣ ଘଟଣା, ଆଉ ୫ଜଣ ସଂପୃକ୍ତଙ୍କୁ ଗିରଫ କଲା ପୋଲିସ

Posted by - April 19, 2020 0
ଯାଜପୁର : ଗତକାଲି କୁଆଖିଆ ଥାନା ଗୋପୀନାଥପୁର ଗାଁରେ ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଗବଦ୍ଧ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ଗିରଫ କଲା କୁଆଖିଆ…

ଟଙ୍କା ବ୍ୟାଗ୍ ଝାମ୍ପି ନେଉଥିବା ବେଳେ ଧରାପଡିଲେ ଯୁବକ

Posted by - August 5, 2021 0
ଖୋର୍ଦ୍ଧା:(ଶୁଭଲକ୍ଷ୍ମୀ ସାମନ୍ତରା)ଟଙ୍କା ବ୍ୟାଗ୍ ଝାମ୍ପି ନେଉଥିବା ବେଳେ ଧରାପଡିଲେ ଯୁବକ , ଲୁଟେରା କୁ ବାନ୍ଧି ବୁହାଏ ଛେଚିଲେ ଲୋକେ । ଜଣେ ମହିଳା ଙ୍କ ଠାରୁ…

ଭାଈ ସାଜିଥିଲା ଭଗାରୀ : କୁସୁପୁର ଗଣହତ୍ୟା ମାମଲାର ଆସିଲା ପୋଷ୍ଟମର୍ଟମ ରିପୋର୍ଟ

Posted by - April 19, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଭାଈ ସାଜିଥିଲା ଭଗାରୀ । କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମର ବହୁ ଚର୍ଚ୍ଚିତ ଗଣହତ୍ୟା…

ବେଷ୍ଟ ମହିଳା ପୋଲିସ ଅଫିସରଙ୍କର ଦବଙ୍ଗ ଗିରି,ଥାନାରେ ଥାର୍ଡ ଡିଗ୍ରୀ,ଭିଡିଓ ଭାଇରାଲ

Posted by - May 18, 2020 15,606
ଭୁବନେଶ୍ବର/କେନ୍ଦୁଝର  :(ସୀତାରାମ ଦୀକ୍ଷିତ)କେଁନ୍ଦୁଝର ଜିଲ୍ଲା ପାଟଣା ଥାନାର କାର୍ୟ୍ୟରତ ଥାନାଧିକାରୀ ସଂଧ୍ୟାରାଣୀ ଜେନା ।କିଛି ଦିନ ତଳେ ସେ ଜିଲ୍ଲାର ବେଷ୍ଟ ପୋଲିସ ଅଫିସର ପଦକ ମଧ୍ୟ…

ବାପାକୁ ହତ୍ୟାପରେ କୂଅରେ ପକାଇଲା ପୁଅ

Posted by - June 9, 2021 0
ବେଲ ଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଜିରାବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା।ଘର ଭିତରେ ଥିବା କୂଅରୁ ବାପାର ହାତ ବନ୍ଧା ଯାଇଥିବା…