ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ ଆନ୍ତରିକ ଓ ନିଃସ୍ୱାର୍ଥପର ଭାବରେ ସମାଜ ପାଇଁ କାମ କରିବାକୁ ବଜ୍ର ଶପଥ

968 0

ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ର କେତେକ ସହୃଦ ବ୍ୟକ୍ତି ବିଶେଷ ଓ ସ୍ୱଛ।ସେବୀ ମାନଙ୍କୁ ନେଇ ନୂତନ ଭାବରେ ଗଢ଼ି ଉଠିଥିବା ” ସୂର୍ଯ୍ୟାଲୋକ ସମାଜ ସେବା” ପକ୍ଷରୁ ଆଜି ଦଶରଥ ପୁର ସ୍ଥିତ ନେତାଜୀ ଦିବ୍ୟାଙ୍ଗ(ଦୃଷ୍ଟିହୀନ) ବିଦ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଛି। ଏଥିରେ ଅନୁଷ୍ଠାନ ର ସଭାପତି ଦେବେନ୍ଦ୍ର ନାଥ ବଳ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଛଟିଆ ବଟ ର ମହନ୍ତ ସନ୍ତୋଷ କୁମାର ଦାସ, ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ଶିକ୍ଷକ ଭୂପତି ଭୂଷଣ ମିଶ୍ର, ସଂମାନିତ ଅତିଥି ଭାବରେ ଜଣେ ବିସିଷ୍ଟ ସମାଜ ସେବୀକା ଅଂଯୁକ୍ତା ପଣ୍ଡା , ସୁନୀଲ ମହାରାଜ ଓ ବିଦ୍ୟାଳୟର ପ୍ରତିଷ୍ଠାତା ସୁରେନ୍ଦ୍ର ଦାସ ଯୋଗଦାନ କରିଥିଲେ।

ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ ଉପସଭାପତି ପ୍ରତାପ କୁମାର ନାୟକ, ସମ୍ପାଦକ ସ୍ମୃତିରଞ୍ଜନ ସ୍ୱାଇଁ, ସହ ସମ୍ପାଦକ ଆମ୍ବିକା ପ୍ରସାଦ ଧଳ,ପରିଚାଳକ ବସୁବନ୍ଧୁ ଦାସ,ଓ ପ୍ରମୁଖ ସଭ୍ୟବୃନ୍ଦ ଅମର ସାହୁ, ଆଲୋକ କୁମାର ଓଝା,ପ୍ରିୟରଞ୍ଜନ ପରିଡା,ଚନ୍ଦ୍ର ନାରାୟଣ ଦାସ,ସତ୍ୟ ସନ୍ଦିବିଘ୍ର, ଲୋକନାଥ ସାହୁ,ଦେବୀପ୍ରସାଦ ବେହୁରିଆ,ଚକ୍ରଧର ସାହୁ, ନିରଂନଜନ ସାହୁ,ପ୍ରଶାନ୍ତ କୁମାର ପ୍ରହରାଜ, ପିତାମ୍ବର ସାମଲ,ଲୋକେଶ ପଣ୍ଡା,ସୁଭଲଷ୍ମୀ ରାଉତ, ସ୍ମିତା ମହାନ୍ତି, ପ୍ରାଚୀ ପ୍ରତ୍ୟସା ସେଠି ସହଯୋଗ କରିଥିଲେ।ଏହି କାରୟକର୍ମ ରେ ବିଦ୍ୟାଳୟ ର ପିଲାମାନଙ୍କୁ କମ୍ବଳ, ସପ ଇତ୍ୟାଦି ବଣ୍ଟନ କରାଯିବା ସହ ଦୃଷ୍ଟିହୀନ ଭାଇ ଭଉଣୀ ମାନଙ୍କ ଦ୍ୱାରା ଗୀତ ନାଚ ପରିବେଷଣ କରାଯାଇଥିଲା।ସେସରେ ସୂର୍ୟଲୋକ ପରିବାର ତରଫରୁ ସମସ୍ତ ସଭ୍ୟ ସଭ୍ୟ। ମାନେ ସୂର୍ଯ୍ୟ ଯେପରି ପାତର ଅନ୍ତର ନ କରି ତାର ଆଲୋକ ପ୍ରଦାନ କରିଥାଆନ୍ତି ସେମିତି ଏହି ପରିବାର ଆନ୍ତରିକ ଓ ନିଃସ୍ୱାର୍ଥପର ଭାବରେ ସମାଜ ପାଇଁ କାମ କରିବାକୁ ବଜ୍ର ଶପଥ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଉଛବଟିକୁ ସଫଲ୍ୟ ମଣ୍ଡିତ କରିଥିଲେ।

Related Post

ବୌଦ୍ଧ ଦିନ ପାଳିତ କରିବା ପାଇଁ ଗର୍ଜନ ସେନା ର ପ୍ରସ୍ତୁତି ବୈଠକ

Posted by - December 25, 2021 0
ବୌଦ୍ଧ;(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ବିରନରସିଂହପୁର ପଞ୍ଚାୟତର ନୂଆପଡା ଡ୍ୟାମ ଠାରେ ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନା ତରଫରୁ ଆସନ୍ତା 2022ଜାନୁଆରୀ 2ତାରିଖ ବୌଦ୍ଧ ଦିନ…

ବିହାରୀ ସମ୍ପ୍ରଦାୟର ଲୋକ ମାନଙ୍କ ଦ୍ୱାରା ଛଟ ପୂଜା ପାଳିତ

Posted by - November 13, 2021 0
ମୁନିଗୁଡା:(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ବିହାରୀ ସମ୍ପ୍ରଦାୟର ଲୋକ ମାନଙ୍କ ଦ୍ୱାରା ପବିତ୍ର ଛଟ ପୂଜା ମହା ଆଡମ୍ବରର ସହ ପାଳିତ ହୋଇଯାଇଛି l ଏହି…

ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ବାଜପେୟୀ ଜୟନ୍ତୀ ପାଳିତ

Posted by - December 26, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)ବରିଷ୍ଠ ନାଗରିକ ପରିଷଦ ରେଙ୍ଗାଲି ପକ୍ଷରୁ ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ…

ବୃଦ୍ଧଙ୍କୁ କଚାଡି ମାରିଲା ହାତୀ

Posted by - September 10, 2020 0
ଅନୁଗୁଳ:ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ କଡରେ ଥିବା ମୂଷାପାପୁଲି ଗାଁରେ ହାତୀ ଆକ୍ରମଣ। ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସୂଚନା ।ମୃତକ ଜଣଙ୍କ ହେଉଛନ୍ତି…

Leave a comment

Your email address will not be published.