ରାୟଗଡା BAMCEF (K) ର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ

220 0

ରାୟଗଡା: (ଅଞ୍ଜନ କୁମାର ନାଏକ)ରାୟଗଡାସ୍ଥ ହୋଟେଲ ରାଜଭବନ ଠାରେ ବାମସେଫ BAMCEF(K)ରାୟଗଡ଼ା ଜିଲ୍ଲା ୟୁନିଟ୍ ର ବାର୍ଷିକ ଅଧିବେଶନ ଓ କାର୍ଯ୍ୟକାରିଣୀ କମିଟି ର ନବୀକରଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ଧିମାନ ଅଭିମନ୍ୟୁ କନ୍ଧପାଣି ସଭାପତିତ୍ବ କରିଥିଲେ।

ମୁଖ୍ୟ ବକ୍ତା ରୂପେ ସୁଦୂର ଭବାନୀପାଟଣା ର ଯୋଗେଶ୍ୱର ସାଗର ଓ ମୋହନ ମହାନନ୍ଦିଆ, ମୁକୁନ୍ଦ ମହାନନ୍ଦିଆ ସମ୍ମାନିତ ଅତିଥି ଓ ବିଶିଷ୍ଟ ଅତିଥି ଭାବରେ ଡକ୍ଟର ଦୟାନିଧି ବାଗ ଏବଂ ସଂଘର ଜିଲ୍ଲା ସାଧାରଣ ସମ୍ପାଦକ ଧିମାନ ମିନାରାଓ ଉଲ୍ଲାକା ସଭା ପରିଚାଳନା କରିଥିଲେ।
ଏହି ସାଧାରଣ ସଭା ରେ କାର୍ଯ୍ୟକାରିଣୀ କମିଟି ନବୀକରଣ କରଯାଇଛି।

ନୂତନ ଭାବେ ସଂଘର ସମସ୍ତ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସର୍ବସମ୍ମତି କ୍ରମେ ନିର୍ଦ୍ଵନ୍ଦରେ ମନୋନୀତ ହୋଇଛନ୍ତି ।ଜିଲ୍ଲା ସଭାପତି: ଧିମାନ ଜନାର୍ଦ୍ଦନ ଗରଡ଼ା,କାର୍ଯ୍ୟକାରୀ ସଭାପତି : ସଦାଶିବ କୁଲେଶିକା,ଜିଲ୍ଲା ସାଧାରଣ ସମ୍ପାଦକ: ହରି ହର ମାଝୀ,ଅତିରିକ୍ତ ସାଧାରଣ ସଂପାଦକ: ପୁରନ୍ଦର ପାଣି,ଉପସଭାପତି: ଧୀମାନ ମିନାରାଓ ଉଲ୍ଲାକା,ପ୍ରମୋଦ କୁମାର ସିଂ,କାମ ଝଡ଼ିଆ,ମହେନ୍ଦ୍ର ବାଗ,ସାନନ୍ଦ ନେନିଆ, ଯୁଧିଷ୍ଟିର ନାଏକ ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

 

Related Post

ବହୁଜନ ମିଳିତ ମଞ୍ଚ ପକ୍ଷରୁ ସମଲେଇ ଯୋଜନା କୁ ବିରୋଧ କରି ଜିଲ୍ଲପାଳ କାର୍ଯ୍ୟାଳୟ ଆଗରେ ଧାରଣା

Posted by - July 12, 2022 0
ସମ୍ବଲପୁର :(ରାମାକାନ୍ତ ବିଶ୍ଵାଳ)ସମ୍ବଲପୁର ରେ ଓଡିଶା ମୂଳ ନିବାସୀ ବହୁଜନ ମିଳିତ ମଞ୍ଚ ପକ୍ଷରୁ ଘୁଂଘୁଟିପଡା ବସ୍ତି ବଚାଓ ଆନ୍ଦୋଳନ କରାଯାଇଛି l ଏନେଇ ମଞ୍ଚ ପକ୍ଷରୁ…

ହରିଶଙ୍କର ମନ୍ଦିର ର ବିକାଶ ପାଇଁ ଆସିଥିବା ଅର୍ଥ ର ବିନିଯୋଗ ଉପରେ ବୈଠକ

Posted by - December 1, 2022 0
ଖପ୍ରାଖୋଲ: ୧/୧୨ ( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ମନ୍ଦିର ଚତୁର୍ପାର୍ଶ୍ଵ ବିକାଶ ସମ୍ପର୍କିତ ବୈଠକ…

ପାର୍ବଣ ବେଳେ ସତର୍କ ସମ୍ବଲପୁର ପୋଲିସ,ଜାରି ରହିଛି ସ୍ବତନ୍ତ୍ର ଡ୍ରାଇଭ

Posted by - September 30, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପାର୍ବଣ ବେଳେ ଯେମିତି କୌଣସି, ଲୁଟ, ଅପହରଣ, ନିଶା କାରବାର ସହ କୌଣସି ଅଘଟଣ ନଘଟେ ତାହାକୁ ନେଇ ପୋଲିସ ଜୋରଦାର ଚଢାଉ କରୁଛି ।…

ଭାଲୁ ଆକ୍ରମଣ ରେ ୩ ମୃତ ,୨ ଗୁରୁତର

Posted by - July 16, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ନୁଆପଡା ଜିଲ୍ଲା ଲଖନା ଥାନା ସମରସିଂ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଭାଲୁ ଆକ୍ରମଣ ରେ ତିନି ଜଣ…

ସାନ ଭାଇର ଟାଙ୍ଗିଆ ଚୋଟରେ ବଡଭାଇ ର ମୃତ୍ୟୁ

Posted by - May 15, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପଣ୍ଡି ଗାଁ ରେ ଘଟିଯାଇଛି ଏକ ଅଭାବନୀୟ ଅଘଟଣ।ସାନ ଭାଇର ଟାଙ୍ଗିଆ…