ସମ୍ବଲପୁର: ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇ ଫସିଲେ ଓଲିଉଡ୍ର ୩ ଅଭିନେତ୍ରୀ। ଡ୍ୟାମ୍ର ନିଷିଦ୍ଧାଞ୍ଚଳରେ ଏହି ଅଭିନେତ୍ରୀମାନେ ଫଟୋ ଉଠାଇବା ସହ ଭିଡିଓ ମଧ୍ୟ କରିଛନ୍ତି। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ସବୁଠାରୁ ବଡ଼ କଥା ଏହି ଭାଇରାଲ ଭିଡିଓରେ ଜଣେ ମନ୍ତ୍ରୀଙ୍କ ଝିଅଙ୍କୁ ମଧ୍ୟ ଦେଖିବାକୁ ମିଳିଛି।ଭାଇରାଲ ଭିଡିଓରେ ଥିବା ଏହି ଅଭିନେତ୍ରୀ ହେଲେ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ ଓ ଲୋଭିନା ନାୟକ। ଏହି ଭିଡିଓରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶଙ୍କ ଝିଅ ଦୀପାଲି ଦାଶଙ୍କୁ ମଧ୍ୟ ଦେଖିବାକୁ ମିଳିଛି।ହୀରାକୁଦ ନିଷିଦ୍ଧାଞ୍ଚଳରେ ଭିଡିଓ ଭାଇରାଲ ଘଟଣାରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ଭୁଲ୍ ମାଗିଛନ୍ତି। ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସେମାନେ ଏଠାକୁ ଯିବା ପାଇଁ ଅନୁମତି ନେଇଥିଲେ।
Facebook Notice for EU!
You need to login to view and post FB Comments!
Next, as you acquired the casino desires one to come back to their casino floors again soon, intending the chances
will benefit them this time around.