ରେଙ୍ଗା ପଞ୍ଚାୟତ ରେ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

98 0

ମୁନିଗୁଡା :(ରମାକାନ୍ତ ପୋଡାଳ)ରାୟଗଡା ଜ଼ିଲ୍ଲା ରେଙ୍ଗା ଗ୍ରାମ ପଞ୍ଚାୟତ ଚମ୍ପାଝଡି ଠାରେ ଗତ ୨୦ ତାତିଖ ରେ ଆରମ୍ବ ହେଇଥିବା ବ୍ଲକ ସ୍ତରୀୟ କ୍ରିକେଟ ଚଂପାଝଡି ପ୍ରୀମିଅର୍ ଲିଗ୍ ଟୁର୍ନାମେଣ୍ଟ ଆଜି ଉଦଯାପିତ ହେଇଯାଇଛି ଉକ୍ତ ଟୁର୍ନାମେଣ୍ଟ ରେ ୩୨ ଟି ଟିମ ମଧ୍ୟରେ ଲିଗ୍ ପର୍ଯ୍ୟାୟରେ ମ୍ୟାଚ୍ ଖେଳାଯାଇଥିବା ବେଳେ ଫାଇନାଲ ମ୍ୟାଚ୍ ରେ ଚାମ୍ପାଝଡି ଓ ମାରିଭଟା ଟିମ୍ ମଧ୍ୟରେ ଅନୁଷ୍ଠିତ ହେଇଥିଲା ଉକ୍ତ ମ୍ୟାଚ ରେ ମାରିଭଟା ପ୍ରଥମ ବ୍ୟାଟିଂ କରି ୧୨ ଓଭର୍ ରେ ୮୫ ରନ ସଂଗ୍ରହ କରିଥିଲେ ଦ୍ୱତୀୟ ବ୍ୟାଟିଂ କରି୯:୩ ଓଭର୍ ରେ ୮୬ ରନ ସଂଗ୍ରହ କରି ଚମ୍ପାଝଡୀ ଚାମ୍ପିଅନ  ।

ଉକ୍ତ ଉଦଯାପନୀ ଉତ୍ସାବରେ ମୁଖ୍ୟ ଅତିଥି ଭାବେ ଚାଷୀ ଏକତା ପରିଷଦ ଜ଼ିଲ୍ଲା ସଭାପତି ଶ୍ରୀ ପ୍ରତାପ ପୁଆଲା, ସମ୍ମାନୀୟ ଅତିଥି ଭାବେ ଚାଷୀ ଏକତା ପରିଷଦ ସଂଗଠନିକ ସମ୍ପାଦକ ପ୍ରିତମ କୁମାର୍,ଚାଷୀ ଏକତା ପରିଷଦ ସଂଗଠକ ଧର୍ମେନ୍ଦ୍ର ନାଏକ, ଟାଉନ୍ ଉପ ସଭାପତି ନିରଞ୍ଜନ ବିଡ଼ିକା, କାଶୀପୁର ବ୍ଲକ୍ ସଭାପତି ହର ମାଝୀ, ବୁଲୁ ସାମନ୍ତ ରାୟ ସମାଜସେବୀ, ଗ୍ରାମ ର ଭଦ୍ରବ୍ୟକ୍ତି , ବିଶ୍ଵନାଥ, ଜ୍ଞାନ, ଲଚମନ ଓ ହରିଶ୍ ଚନ୍ଦ୍ର ପ୍ରଧାନ , ଆୟଯୋକ ଚଂପାଝଡୀ ଟିମ୍। ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ପରିଶେଷରେ ପ୍ରଥମ ସ୍ଥାନ ହାସଲ କରିଥିବା ଟିମ କୁ ଟ୍ରଫି ସହ ୧୬ହଜାର ଓ ରନର୍ସ ଅଫ ଟିମ କୁ ଟ୍ରପି ସହ ୧୦ ହଜାର ଟଙ୍କା ମୁଖ୍ୟ ଅତିଥି ଶ୍ରୀ ପ୍ରତାପ ପୁଆଲା ପୁରସ୍କାର ବିତରଣ କରିଥିଲେ।

Related Post

ବୌଦ୍ଧ ଜିଲ୍ଲା ରେ ମିନି ମାରାଥୋନା ଦୌଡ କାର୍ଯ୍ୟକ୍ରମ

Posted by - October 7, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ରେ ଆଜି ମିନି ମାରାଥୋନା ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ସୂଚନା ଅନୁଯାଇ ଆଜି ସକାଳ 7ଘଟିକା ସମୟରେ ବୌଦ୍ଧ ଫରେଷ୍ଟ ଡିଭିଜନ ଙ୍କ ଆୟୋଜିତ…

ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟ ଖେଳ ପଡ଼ିଆରେ ତୃତୀୟ ହାଟପଦା ପ୍ରିମିଅର ଲିଗ ଆରମ୍ଭ

Posted by - January 3, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ହାଟପଦା ପଡ଼ା ରୋୟଲ କ୍ରିକେଟ ଟିମ ତରଫରୁ ଆୟୋଜିତ ତୃତୀୟ ହାଟପଦା ପ୍ରମିଅର ଲିଗ ଟୁର୍ଣ୍ଣ।ମେଣ୍ଟ ସ୍ଥାନୀୟ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆରେ…

ଜିଲ୍ଲାସ୍ତରୀୟ କୃତୀଖେଳାଳୀ ଚୟନ 

Posted by - September 12, 2019 1,544
ମୟୁରଭଞ:୧୭ବର୍ଷରୁ କମ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ମୟୁରଭଞ୍ଜ ଜିଲ୍ଲା  ମୋରଡାବ୍ଲକ ଚିତ୍ରଡା ସ୍ଥିତ ଜବାହର ସରକାରୀ ଉଚ୍ଚ ବିଦ୍ୟାଳୟ…

କଳାହାଣ୍ଡି ଜିଲ୍ଲା ରେ ଓ ସି ଏ ଭିଜନ୍ ୨୪ ଜୁନିଅର ଆନ୍ତଃ ଜିଲ୍ଲା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Posted by - December 2, 2022 0
ଭବାନୀପାଟଣା :(- – କଳାହାଣ୍ଡି ଜିଲ୍ଲା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଓସିଏ ଭିଜନ୍ ୨୪ ଜୁନିଅର ଅନ୍ତଃଜିଲ୍ଲା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି।୨…

ଉଦଘାଟିତ ହୋଇଛି ଦ୍ୱିତୀୟ ରାଜ୍ୟସ୍ତରୀୟ ଅଶୋକ ଦାସ ସ୍ମାରକି କବାଡି ପ୍ରତିଯୋଗୀତା

Posted by - February 9, 2020 272
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବାଳାଶ୍ରମ ପଡିଆରେ ଉଦଘାଟିତ ହୋଇଛି ଦ୍ୱିତୀୟ ରାଜ୍ୟସ୍ତରୀୟ ଅଶୋକ ଦାସ ସ୍ମାରକି କବାଡି ପ୍ରତିଯୋଗୀତା । ମା ବିରଜା ୟୁଥ୍ କ୍ଲବ ପକ୍ଷରୁ…