ସଚେତନ ହେଲେ ସୁସ୍ଥ ସମାଜ ସମ୍ଭବ

64 0

ଖପ୍ରାଖୋଲ: ୦୬/୦୬( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଅୱାଜ୍ ଅଫ ଇଣ୍ଡିଆ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ଚକ୍ର ରେ ଅୱାଜ ଇଣ୍ଡିଆ ର ଅଧ୍ୟକ୍ଷ ସୁନୀଲ ମିଶ୍ର ଅଧ୍ୟକ୍ଷତାରେ କରିଥିବା ବେଳେ ଦେଶଗଠନରେ ଜନସାଧାରଣ ଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା।

ସମାଜ ରେ ବିଭିନ୍ନ ବର୍ଗର ଲୋକ ବାସ ବାସ କରୁଥିବା ବେଳେ ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ ତିନୋଟି ସ୍ତମ୍ବ ରହିଛି। ଜନମଙ୍ଗଳ ରାଷ୍ଟ୍ରରେ ଜନସାଧାରଣ ଙ୍କ କଲ୍ୟାଣ ମୁଖ୍ୟ ହୋଇଥିବା ବେଳେ ସଚେତନ ତା ଅଭାବରୁ ଲୋକେ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି।

ସମସ୍ତ ଜନସାଧାରଣ ସଚେତନ ହେଲେ ସୁସ୍ଥ ସମାଜ ସମ୍ଭବ ବୋଲି ମତପୋଷଣ କରିଥିଲେ। ଆଲୋଚନା ଚକ୍ରରେ ରାୟପୁର ର ବିଶିଷ୍ଟ ଲେଖକ ମିନିକେତନ ଦାଶ, ମିଶନ ଶକ୍ତି ବ୍ଲକ୍ ସଭାନେତ୍ରୀ କୁନି ପାଣିଗ୍ରାହୀ, ସଦାନନ୍ଦ ବେହେରା ସମେତ ବିଭିନ୍ନ ବର୍ଗର ମହିଳା ପୁରୁଷ ଯୋଗଦେଇଥିଲେ।

Related Post

ଜିଲ୍ଳା ପରିବହନ ଓ ପୋଲିସ ବିଭାଗ ତରଫରୁ ରାତ୍ରି କାଳୀନ ସ୍ୱତନ୍ତ୍ର ଯାଞ୍ଚ

Posted by - June 17, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଓଡିଶା ସରକାରଙ୍କ ପରିବହନ କମିଶନର ତଥା ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ ମତେ ଗତରାତ୍ରି ରେ ସୁବର୍ଣ୍ଣପୁର ଜିଲ୍ଲାରେ…

ଆର୍ଯ୍ୟକନ୍ଯା ଗୁରୁକୂଳ ଆଶ୍ରମରେ ଷ୍ଟେମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - December 26, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ଛାତ୍ରୀ ମାନଙ୍କୁ ସାମାଜିକ, ବୈଷୟିକ ଜ୍ଞାନ କୌଶଳ, ଇଁରାଜୀ ଏବଂ ଗଣିତ ଶିକ୍ଷା କ୍ଷେତ୍ରରେ ଉତ୍ସାହିତ କରିବା ପାଇଁ ବେଲଗୁଣ୍ଠା ବ୍ଳକ୍…

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ତଥା ଆନ୍ତଜାତୀୟ ଶ୍ରମିକ ଦିବସ ପାଳିତ

Posted by - May 3, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଓଡିଶା କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଅଣ…

ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ

Posted by - January 6, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ଡା…

ରେଢ଼ାଖୋଲ ରେଳଷ୍ଟେସନ ନିକଟ ରେଳ ଲାଇନରୁ ଟ୍ରେନରେ କଟି ଯୁବତୀ ମୃତ

Posted by - November 13, 2021 0
ରେଢ଼ାଖୋଲ:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଅନୁଗୁଳ ରେଳପଥର ରେଢ଼ାଖୋଲ ରେଳଷ୍ଟେସନ ନିକଟ ରେଳ ଲାଇନରୁ ଆଜି ସକାଳୁ ଏକ ଯୁବତୀ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ…