ଯାଜପୁର ରେ ନାଗରିକ ସଂଶୋଧନ ଆଇନକୁ ବିରୋଧ

585 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରେ ନାଗରିକ ସଂଶୋଧନ ଆଇନକୁ ବିରୋଧ।ଆଜି ବିଂଝାରପୁର ରେ ଜମିଆତ ଉଲାମା ଇ ଓଡିଶା ପକ୍ଷରୁ ଏହାକୁ ବିରୋଧ କରି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ନାଗରିକ ସଂଶୋଧନ ବିଲ ଆଇନରେ ପରିଣତ ହୋଇଛି । ଏଥିରେ ସଂଖ୍ୟାଲଘୁ ମାନଙ୍କୁ ସ୍ଥାନ ଦିଆଯାଇନାହିଁ । ଏଥି ପାଇଁ ସାରା ଦେଶରେ ସଂଖ୍ୟାଲଘୁ ମାନେ କୋଉଠି ଖୋଲାଖୋଲି ବିରୋଧ କରୁଛନ୍ତି ତ କୋଉଠି ନିରବ ବିରୋଧ କରୁଛନ୍ତି ।

ସମ୍ବିଧାନ ଏହି ବିଲ କୁ ଆଇନରେ ପରିଣତ କରିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ସ୍ୱିକୃତି ପ୍ରଦାନ କରିଥିଲେ । ହେଲେ ଏହା ଜତିପ୍ରଥା ବିରୋଧ ଦର୍ଶାଇ ସଂଖ୍ୟାଲଘୁ ସଂପ୍ରଦାୟ ସମ୍ବିଧାନର ଖୋଲାଖୋଲି ଉଲଂଘନ ଦର୍ଶାଇ ସାରା ଦେଶରେ ଆଜି ଶାନ୍ତିପୁର୍ଣ୍ଣ ପ୍ରତିବାଦ ଜଣାଈଛନ୍ତି । ଯାହର ପ୍ରତିଫଳନ ଆଜି ଯାଜପୁର ବିଂଝାରପୁର ର ଜମିଆତ ଉଲାମା ଇ ଓଡିଶା ପକ୍ଷରୁ ଶାନ୍ତିପୁର୍ଣ୍ଣ ଭାବେ କରାଯାଇଛି । ଏନଆରସି ଓ ସିଏବି କୁ ବିରୋଧ କରି ଦେଶ ବାହାରୁ ଆସୁଥିବା ଅଣ ମୁସଲମାନ ମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯାଉଥିବା ବେଳେ କେଉଁଥି ପାଈଁ ଅନ୍ୟମାନଙ୍କୁ ଦିଆଯାଉନାହିଁ ତାଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Related Post

ପୂର୍ବତନ ମନ୍ତ୍ରୀ ଙ୍କ ବିୟୋଗ ରେ ଶୋକସଭା

Posted by - March 28, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା କଂଗ୍ରେସ ନେତା ରିପୁନାଥ ସେଠ ଙ୍କ ହୃଦଘାତ ରେ ପରଲୋକ ହୋଇଯାଇଛି l ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ…

ବୌଦ୍ଧ ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଯୋଗଦାନ

Posted by - July 13, 2021 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଁ )ସୋମବାର ବୌଦ୍ଧ ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦାନ କରିଥିବା ଜଣା ପଡିଛି l…

ନାଲକୋନଗର ଥାନା ସମ୍ମୁଖରେ ଟ୍ରକ ଧକ୍କାରେ ଯୁବକ ମୃତ.

Posted by - April 15, 2020 453
ନାଲକୋନଗର :(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ନାଲକୋନଗର ଥାନା ସମ୍ମୁଖରେ ବୁଧବାର ଅପରାହ୍ନ ୪ ଟା ବେଳେ ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।…

ପାଣିରେ ବୁଡି ମହିଳା ମୃତ୍ୟୁ

Posted by - November 3, 2021 0
ବୌଦ୍ଧ (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ତିଳେଶ୍ୱର ଗ୍ରାମ ହରିଜନ ସାହିର ସଭା ବେହେରା (୩୬) ନାମକ ମହିଳା ଜଣକ…

କ୍ଷତିଗ୍ରସ୍ତ ଲୋକମାନଙ୍କୁ କପଡା ବଣ୍ଟନ

Posted by - September 2, 2020 0
ବିଂଝାରପୁର:କୌଣସି ବି ବିପତ୍ତି ସମୟରେ କ୍ଷତିଗ୍ରସ୍ତ ଜନସାଧରଣଙ୍କୁ ସରକାରୀ ସହାୟତା ଲୋଡ଼ା ହେଉଥିବା ବେଳେ କିଛି ସାମାଜିକ କର୍ମୀ ମଧ୍ୟ ସହାୟତା ର ହାତ ବଢ଼ାଇ ଥିବା…

Leave a comment

Your email address will not be published.