ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ବୈଠକ

34 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ବୈଠକ ଗୋପାଳଜୀ ଯୋଗାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ନାଗରିକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ ବହିଦାରଙ୍କ ସଭାପତିତ୍ୱ କରି ଜିଲ୍ଲା ରେ ବରିଷ୍ଠ ନାଗରିକ ମାନଙ୍କ ହେଉଥିବା ସମସ୍ୟା ଉପରେ ଆଲୋକପାତ କରିବା ସହିତ ଆଗାମୀ ଦିନରେ କିପରି ସମସ୍ୟାର ସମାଧାନ କରାଯାଇ ପାରିବ ସେନେଇ ସମସ୍ତ ଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ l

ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ଜ୍ୟୋତି ରଂଜନ ପଟନାୟକ, ଉପ ସଭାପତି ଆର୍ତତ୍ରାଣ ବାବୁ, ସହ ସମ୍ପାଦକ ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକ ସଙ୍ଘ କୁ ମଜଭୁତ କରିବା ପାଇଁ ମତବ୍ୟକ୍ତ କରିଥିଲେ l ଜିଲ୍ଲା ର ପ୍ରତି ବ୍ଲକ ରୁ ଶତାଧିକ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ

 

Related Post

ବିଜୁ ସ୍ଵାସ୍ଥ୍ୟ କାର୍ଡ କେଉଁ କାମକୁ ? ରୋଗିଙ୍କୁ ମିଳୁନି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା

Posted by - November 9, 2021 0
ବୌଦ୍ଧ/ହରଭଙ୍ଗା :(ଚିତ୍ତ ରଂଜନ ସିଂ)ସରକାର ଜନ ସାଧାରଣଙ୍କ ସ୍ଵାସ୍ଥ୍ୟ ର ସୁବିଧା ନିମନ୍ତେ ବ୍ୟାପକ ଯୋଜନା ପ୍ରସ୍ତୁତ କରି ବହୁ କୋଟି ଟଙ୍କା ବ୍ୟୟ ବରାଦ କରୁଥିଲେହେଁ…

ବିଧାନସଭା ସଦାଚାର କମିଟିର ବୌଦ୍ଧ ଗସ୍ତ

Posted by - October 25, 2021 0
ବୌଦ୍ଧ( ଚିତ୍ତରଞ୍ଜନ ସିଂହ)ଓଡ଼ିଶା ବିଧାନସଭା ସଦାଚାର କମିଟିର ଏକ ପ୍ରତନିଧି ମଣ୍ଡଳୀ ଗତ ୨୩ ତାରିଖ ଦିନ ସନ୍ଧ୍ୟାରେ ବୌଦ୍ଧ ଅତିଥିଭବନଠାରେ ପହଞ୍ଚିଥିଲେ । ଜିଲା ପ୍ରଶାସନ…

ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - April 12, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ବ୍ଲକ ବିଚିତ୍ରପୁର ପଂଚାୟତ ନୂଆଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର…

ବିଂଝାରପୁର ବ୍ଲକ ମାଂସଡା ପଞ୍ଚାୟତରେ ବିଜେଡିର ଏକ ମିଶ୍ରଣ ସମାବେଶ

Posted by - October 8, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମାଂସଡା ପଞ୍ଚାୟତରେ ବିଜେଡିର ଏକ ମିଶ୍ରଣ ସମାବେଶ । ସ୍ତାନୀୟ ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତିକା…

ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ଡାକ୍ତର ପରାମର୍ଶ କରନ୍ତୁ ଗୁଣିଆକୁ ନୁହେଁ : ଅତିରିକ୍ତ ଜିଲ୍ଲାପାଳ

Posted by - May 4, 2023 0
ମୁନିଗୁଡା : ( ରାମାକାନ୍ତ ପୋଡାଳ )ଜିଲ୍ଲାରେ ଡାହାଣୀ ପ୍ରଥା ନିରୋଧ ଆଇନ ବିଷୟରେ ସଚେତନତା ସୃଷ୍ଟି ନିମନ୍ତେ ଜିଲ୍ଲା ପ୍ରଶାସନ, ରାୟଗଡ ତରଫରୁ ସ୍ଥାନୀୟ ବ୍ଲକ…