Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ମଥୁରା ଉପସ୍ୱସ୍ଥ୍ୟ କେନ୍ଦ୍ରରେ  ସ୍ୱାସ୍ଥ୍ୟମେଳା ବିଭିନ୍ନ ରୋଗ ଚିକିତ୍ସା ସହ ମାଗଣା ଔଷଧ ବଣ୍ଟନ 

53 0

ହରଭଙ୍ଗା:୨୨ /୦୫ (ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା  ବ୍ଲକ ମଥୁରା ଉପ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସୋମବାର ଦିନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବାସ୍ଥ୍ୟ ମେଳା ଅନୁଷ୍ଠୀତ ହୋଇଯାଇଛି  । ଉକ୍ତ ସ୍ୱାସ୍ଥ୍ୟ ମେଳାରେ ଶତାଧିକ ଲୋକଙ୍କ ବ୍ଲଡ଼ ପ୍ରେସର୍, ଡାଇବେଟିସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଗତ ସମସ୍ୟାର ସମାଧାନ କରାଯାଇଥିଲା  l

ଏବଂ ଔଷଧ ବଣ୍ଟନ କରାଯାଇଥିଲା   , ସ୍ୱାସ୍ଥ୍ୟ ମେଳା ରେ ହରଭଙ୍ଗା  ଡାକ୍ତରଖାନା ରେ ମୁଖ୍ୟ ଡାକ୍ତର ଶ୍ରିମନ୍ତ ସ୍ୱାଇଁ  , ଧଳପୁର ଡାକ୍ତରଖାନାର ଡାକ୍ତର ଏ ମ ଶିବା ନନ୍ଦ , ସୁପର ଭାଇଯର  ପ୍ରାଣଶ୍ୱର୍ ପ୍ରଧାନ  ,ଡାଟା ମ୍ୟାନେଜର ସୌରଭ ଗାଇଗୌରିୟା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଜ୍ଞାନ ପ୍ରକାଶ ପାଣଗ୍ରାହୀ, ଅନିତା ପ୍ରଧାନ ମହିଳା ସ୍ବାସ୍ଥ୍ୟ ଅଧିକାରୀ କବିତା ପ୍ରଧାନ ,ଫର୍ମା  ସିଷ୍ଟ ଧନଞ୍ଜୟ ମହା କୁଡ଼ ,ଯକ୍ଷ୍ମା ସୁପିଚାଳନା ଦେବବ୍ରତ ମେହେର ଓ ମଥୁରା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସମସ୍ତ ଆଶାକର୍ମୀ ମାନେ ଉପସ୍ଥିତ ଥିଲେ

Related Post

ମଣିଷ ର ପୂଣ୍ୟ କର୍ମ ଥିଲେ ମଧ୍ୟ ପାପ ର ଫଳ ଆଗେ କାହିଁକି ମିଳେ ଜାଣନ୍ତୁ

Posted by - May 12, 2020 2,316
ଜଣେ ବ୍ୟକ୍ତିକୁ ତାର ପାପ ବା ପୁଣ୍ୟର ଫଳ ଅବଶ୍ୟ ମିଳେ ବୋଲି ଆମର ପୁରାଣ ବିଶ୍ବାସ ରହିଆସିଛି। କିନ୍ତୁ ଜଣେ ଯଦି ପ୍ରଥମେ ଧର୍ମାଶ୍ରିତ ପୁଣ୍ୟ…

ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ପାଇଁ ବୃକ୍ଷ ଛେଦନ କାର୍ଯ୍ୟ ସମାପନ

Posted by - April 24, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଠିଡିକାଯୋର,ଚାରିଛକ ରେ ବିଜେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀ ନନ୍ଦିଘୋଷ ରଥ ନିର୍ମାଣ ପାଇଁ ଠିଡିକାଯୋର ଗ୍ରାମ୍ୟ ଜଙ୍ଗଲ…

୨୩ ହାଇସ୍କୁଲ 5ଟି ରୂପାନ୍ତରିତ

Posted by - May 7, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ୨୩ ଟି ହାଇସ୍କୁଲର 5ଟି ରୂପାନ୍ତରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସି ଜରିଆରେ ଉଦ୍ଘାଟନ କରିଛନ୍ତି…

ନାହିଁ ନାହିଁର ଗାଁ ସୁନାମୁଦି , କିଏ ଛଡାଇବ ସୁନାମୁଦିର କଳଙ୍କ ?

Posted by - November 11, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ମୂଳରୁ ମାଇପ ନାହିଁ ପୁଅ ନାମ ଗୋପାଳିଆ’ ଏଭଳି ଗପର କାହାଣୀ ପରି ସତ କଥାର ନିଆରା ବିକାଶ ପ୍ରତିଫଳିତ ହୋଇଛି…