ଅଜିତ ସାହୁ ହେଲେ ପଦ୍ମପୁର ବ୍ଲକ ଟପର

200 0

ମୁନିଗୁଡା :(ରମାକାନ୍ତ ପୋଡାଲ )ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପଦ୍ମପୁର ବିଜୟାନନ୍ଦ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଶ୍ରୀ ଅଜିତ କୁମାର ସାହୁ 543 ନମ୍ବର 90.5 ପ୍ରତିଶତ ରଖି ପଦ୍ମପୁର ବ୍ଲକ ଟପ୍ପର ହେଇଛନ୍ତି, ଏହା ର ସମସ୍ତ ଶ୍ରେୟ ତାଙ୍କ ଅଭିଭାବକ ଏବଂ ବିଜୟାନନ୍ଦ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ପ୍ରଦାନ କରିଛନ୍ତି

ଏନେଇ ପଦ୍ମପୁର ବିଜୟାନନ୍ଦ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଖୁସି ବ୍ୟକ୍ତ କରିବା ସହ ଅଜିତ ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l ଅଜିତ ପଦ୍ମପୁର ନିବାସୀ ଶ୍ରୀ ଲଷ୍ମଣ ସାହୁ ଙ୍କ ଭଣଜା ହେବେ ଏନେଇ ମାମୁ ଶ୍ରୀ ସାହୁ ମଧ୍ୟ ଖୁସୀ ବ୍ୟକ୍ତ କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ll ଅଜିତ ସାହୁ ଙ୍କୁ ପଦ୍ମପୁର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

Related Post

ତଦନ୍ତରେ କୋହଳ ମନୋଭାବ ପୋଷଣ ପାଇଁ ପୋଲିସ ଏସଆଇ ନିଲମ୍ବିତ

Posted by - January 30, 2020 1,493
ଅନୁଗୋଳ -(ମହେଶ ଭୋମରାଜ) ଅପରାଧୀ ପ୍ରତି କୋହଳ ମନଭାବ ପୋଲିସ ଏସଆଇ ମହଙ୍ଗା ପଡିଲା । ତଦନ୍ତରେ କୋହଳ ମନୋଭାବ ପୋଷଣ ପାଇଁ ପୋଲିସ ଏସଆଇ ନିଲମ୍ବିତ…

କୋହଳ ହେଲା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ କଟକଣା:ଏଣିକି ତିନି ଶହ ରେ ସଭା, କୋଡ଼ିଏ ଜଣରେ କ୍ୟାମ୍ପେନିଂ

Posted by - February 7, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କୋହଳ ହେଲା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ କଟକଣା:ଏଣିକି ତିନି ଶହ ରେ ସଭା, କୋଡ଼ିଏ ଜଣରେ କ୍ୟାମ୍ପେନିଂ।…

କିର୍ବା ଗ୍ରାମରେ ମଦ କାରବାର ବନ୍ଦ ପାଇଁ ଶୋଭାଯାତ୍ରା

Posted by - October 3, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମହାନଗର ବୁର୍ଲା ଥାନାର କିର୍ବା ଅଞ୍ଚଳରେ ଚାଳିଛି ବେଧଡକ ଭାବରେ କୁଚିଆ ମଦ କାରବାର । କିର୍ବା ଗ୍ରାମରେ ଏହି କୁଚିଆ ମଦ କାରବାର…

ଟିଟିଲାଗଡ ରେଳ ଓଭରବ୍ରିଜ ଉପରେ ବର୍ଷା ହେଲେ ଜମୁଛି ପାଣି – ଯିବା ଆସିବାରେ ହେଉଛି ଲୋକଙ୍କୁ ଅସୁବିଧା

Posted by - March 21, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡର ବହୁ ପ୍ରତିକ୍ଷୀତ ରେଳ ଓଭର ବ୍ରିଜ ନିର୍ମାଣ ହେବା ଠାରୁ ଟିଟିଲାଗଡ ତଥା ଯେତିକି ଲୋକ ଏହି ଓଭରବ୍ରିଜ ଦେଇ ଯିବା ଆସିବା…

ପାତାଳୀ କ୍ଷେତ୍ର କୋଟସମଲାଈ ଠାରୁ ଶ୍ରୀକ୍ଷେତ୍ର ପୁରୀ କୁ ନୂତନ ବସ୍ ସେବା

Posted by - January 8, 2022 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ପୀଠ ପାତାଳୀ କ୍ଷେତ୍ର କୋଟସମଲାଈ ଠାରୁ ଶ୍ରୀକ୍ଷେତ୍ର ପୁରୀ କୁ ନୂତନ ବସ୍ ସେବା ର ଶୁଭାରମ୍ଭ ହୋଈଯାଇଛି ।…