ମହିଳା ମାନେ ପାଳନ କଲେ ସାବିତ୍ରୀ ବ୍ରତ

116 0

ମୁନିଗୁଡା :(ରମାକାନ୍ତ ପୋଡାଳ )ପବିତ୍ର ସାବିତ୍ରୀ ଅମାବାସ୍ୟା ରେ ଓଡ଼ିଆ ଘରର ରୀତିନୀତି ଅନୁଯାୟୀ ସଧବା ମହିଳାମାନେ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଜ୍ୟଷ୍ଟ ଅମାବାସ୍ୟା ତିଥିରେ ଏହି ବ୍ରତ ପାଳନ କରାଯାଇଥାଏ । ଏହି ବ୍ରତରେ ମା ସାବିତ୍ରୀଙ୍କୁ ଆରାଧ୍ୟ ଦେବୀ ଭାବରେ ପୂଜା ଅର୍ଚନା କରାଯାଇଥାଏ । ଆଜିର ଏହି ପବିତ୍ର ଦିନରେ ସାରା ରାଜ୍ୟରେ ମହିଳାମାନେ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ବ୍ରତ ପାଳନ କରିଥିବାର ଦେଖିବାକୁ ମିଳିଛି।

ସେହିଭଳି ଆଜି ରାୟଗଡ ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଇନ୍ଦ୍ରପଡା ସାହି ନିକଟସ୍ଥ ଠାରେ ଉକ୍ତ ଅଞ୍ଚଳର ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରୁଥିବାବେଳେ ଶତାଧିକ ମହିଳା ନିଜ ଗୁରୁଙ୍କର ଦୀର୍ଘାୟୁ ଓ ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ ପାଳନ କରୁଥିବାର ଦେଖିବାକୁ ମିଳିଛି।ସେହି ବୋଳି ବିଷମକଟକ, ମୁନିଗୁଡା, ରାମନାଗୁଡା,ଓ ପଦ୍ମପୁର ରେ ବି ଦେଖିବାକୁ ମିଳିଛି l

Related Post

ସ୍ଵର୍ଗତ ଜୟନ୍ତ କୁମାର ସିଂ ଙ୍କ ଶୋକ ସଭା କଲେ ଜୟପାଟଣା ସରପଞ୍ଚ ସଂଘ

Posted by - April 22, 2023 0
ଜୟପାଟଣା:(ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ବଡ ଟେମରି ସରପଞ୍ଚ ଜୟନ୍ତ କୁମାର ସିଂ ଙ୍କ ସ୍ମୃତିରେ ଜୟପାଟଣା ସରପଞ୍ଚ ସଂଘ ପକ୍ଷରୁ ବାନେର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ…

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

Posted by - February 12, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ରାଜ୍ୟରେ କୃଷିଓକୃଷକଙ୍କୁ ଶସକ୍ତ କରିବାପାଇଁ ରାଜ୍ୟସରକାର ପ୍ରତି ଜିଲ୍ଲା ରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ କରିବା ଉପରେ ପଦକ୍ଷେପ ନେଇଛନ୍ତି।…

ବ୍ରଜ ପୂଜାରୀ ଙ୍କୁ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ ସମ୍ବର୍ଦ୍ଧନା

Posted by - March 4, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ ଏବଂ କର୍ମଚାରୀଙ୍କ ତରଫରୁ ବ୍ରଜ ପୂଜାରୀ ଙ୍କୁ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ ସମ୍ବର୍ଦ୍ଧନା…

ବନ୍ୟାଜନିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ

Posted by - May 20, 2022 0
ବୌଦ୍ଧ:୧୯ା୫ : (ଚିତ୍ତରଂଜନସିଂ) ବନ୍ୟା ଜନିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା…