ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡ଼ା ଜିଲ୍ଲା ଚାଟିକଣା ଗ୍ରାମର ଯୁବ ସମାଜ ସେବୀ ପ୍ରମୋଦ ନାଲ୍ଲା ଗତ ମଙ୍ଗଳବାର ଦିନ ହୃଦ୍ଘଘାତ୍ତ୍ ରେ ପରଲୋକ ହୋଇଯାଇଛନ୍ତି,ଯାହା ଫଳରେ ଚାଟିକଣା ଏରିଆ ରେ ସୋକୋ ର ଛାୟା ଖେଳିଯାଇଛି।
ପ୍ରମୋଦ ନାଲା ତାଙ୍କ ସୁଣ୍ଡି ସମାଜ ର ଲୋକଙ୍କ ପାଇଁ ଉନ୍ନତି ମୂଳକ କାର୍ଯ୍ୟ ରେ ଅବଦାନ,ତାଙ୍କର ଦେହାନ୍ତ ଖବର ଶୁଣି ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ତାଙ୍କ ଘରେ ପହଞ୍ଚି ଶୋକ ପରିବାର ସହ ଭେଟି ସମ ବେଦନା ଜଣାଇଥିଲେ, ଏହି ସମୟେ ଚାଟିକଣା ର ଯୁବ ନେତା ଗୁଣ୍ଡୁ,ବଡ଼ ଗୌଡ଼, ଭିକି, କେଶବ ଉତ୍ରସିଲି, ଚୁକୁନ୍,ବରିଷ୍ଠ ନେତା ଅକ୍ଷୟ ଲେଙ୍କା,ଭୂଜ ଟା କ୍ରି, ଯୟଦେବ ନାୟକ ଉପସ୍ଥିତ ଥିଲେ