ଏସିକ ବ୍ରାଞ୍ଚ କାର୍ଯ୍ୟାଳୟ ଶୁଭାରମ୍ଭ

123 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)କର୍ମଚାରୀ ରାଜ୍ୟ ବୀମା ନିଗମ କ୍ଷେତ୍ରୀୟ କାର୍ଯ୍ୟାଳୟ ର ଶାଖା କାର୍ଯ୍ୟାଳୟ ସୁବର୍ଣ୍ଣପୁର ସହର ରେ ଉଦଘାଟନ ହୋଇଯାଇଛି l ଆଞ୍ଚଳିକ ନିର୍ଦ୍ଧେଶକ ପାର୍ଥ ସାରଥୀ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ମୁଖ୍ୟ ଲକ୍ଷ ବୋଲି କହିବା ସହିତ ଶ୍ରମିକ ମାନଙ୍କ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବ l

ସମ୍ମାନିତ ଅତିଥି ଜିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ଵର ଖାଖା ଯୋଗ ଦେଇ ସୁବର୍ଣ୍ଣପୁର ଜିଲ୍ଲା ର ଶ୍ରମିକ ମାନଙ୍କ ମଙ୍ଗଳ ପାଇଁ ଏହା ଏକ ମାଇଲଖୁଣ୍ଟ ହୋଇ ପାରିବ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟ ରେ ଡେପୁଟି ଡାଇରେକ୍ଟର ପୱନ କୁମାର ସିଂଘଲ, ବିଶ୍ୱ ମୋହନ ପାଣିଗ୍ରାହୀ ଓ ଶ୍ରମିକ ନେତା ଗୋବିନ୍ଦ ମାହାଣା ଯୋଗ ଦେଇଥିଲେ l

 

Related Post

କୋଶଳ ଜ୍ୟୋର୍ତିଜ୍ଞାନ ପଣ୍ଡିତ ମହାସଭା କାର୍ଯ୍ୟକାରିଣୀ ବୈଠକ

Posted by - August 21, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ହିଲୁଙ୍ଗ ପଂଚାୟତ ଅନ୍ତର୍ଗତ ପଞ୍ଚମୁଖୀ ହନୁମାନ ବାଟିକା, ପଥର ଘାଟ ଠାରେ କୋଶଳ ଜୋତିଜ୍ଞାନ ପଣ୍ଡିତ ମହାସଭା ତରଫରୁ…

ଟିଟିଲାଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳର ସାମୁହିକ ଆଚାର୍ଯ୍ୟ କାର୍ଯ୍ଯଶାଳା

Posted by - April 28, 2023 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ସଙ୍କୁଳର ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟଶାଳାର ଉଦ୍ଘାଟନୀ…

ଗୋରୁ ଚରିବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ,ଆକ୍ରମଣରେ ଜଣେ ମୃତ

Posted by - November 10, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ବିଲରେ ଗୋରୁ ଚରିବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର । ଯାଜପୁର…

ସାଗରପାଲିରୁ ଆରମ୍ଭ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

Posted by - March 7, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୋନପୁର ବ୍ଲକ ଅଧିନସ୍ଥ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଆଜି ସାଗରପାଲି ଶ୍ରୀରାମ ପାଠାଗାରଠାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୋଷ୍ଠୀ…

ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ଲମ୍ବ ଡୁଙ୍ଗୁରି ଜଙ୍ଗଲରେ ନିଆରା ଭାବରେ ପୁଓ ଜିଉଁନ୍ତିଆ ଉତ୍ସବ ମହାସମାରୋହରେ ପାଳିତ

Posted by - September 17, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ)  ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆଜି ପୂର୍ବାହ୍ନରେ ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ସୌରଭ ନଗର ମାଁ…