୨୦୧୪ ମସିହା ଚଣ୍ଡିଖୋଲ ବିଜେଡି ପାର୍ଟି ଅପିଂସ ସମ୍ମୁଖରେ ହୋଇଥିବା ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡାଦେଶ

869 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)୨୦୧୪ ମସିହା ମାର୍ଚ୍ଚ ୨୦ ତାରିଖରେ ଯାଜପୁର ଚଣ୍ଡିଖୋଲ ବିଜେଡି ପାର୍ଟି ଅପିଂସ ସମ୍ମୁଖରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଶେଷଦେବ ସ୍ୱାଇଁଙ୍କୁ ଆଜୀବନ କାରାଦଣ୍ଡାଦେଶ । ଯାଜପୁର ଜିଲା ଦୌରାଜଜ ଆଜି ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଗ୍ରହଣ କରି ଏହି ବିଚାର ଶୁଣାଇଛନ୍ତି । ପୂର୍ବଶତୃତାକୁ କେନ୍ଦ୍ର କରି ଚଣ୍ଡିଖୋଲ ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ନୂଆ ସୁଂଗୁଡା ଗାଁର ଦୀପକ କୁମାର ନାୟକଙ୍କୁ ୪ ଜଣ ଗୁଳି କରି ହତ୍ୟା କରିଥିଲେ ।

ଏହି ଘଟଣା ପରେ ଦୁବୃର୍ତ ମାନେ ପେଂରାର ହୋଇଯାଉଥିବା ସମୟରେ ଦୁର୍ଘଟଣା ଘଟି ଅନ୍ୟତମ ଅଭିଯୁକ୍ତ ଜଗନ୍ନାଥ ମହାରଣା ଙ୍କର ମୃତ୍ୟୁ ଘଟିଥିଲା । ୍ରଅନ୍ୟତମ ଅଭିଯୁକ୍ତ ଅଜିତ୍ କୁମାର ପରିଡା ପୂର୍ବରୁ ଗିରପଂ ହୋଇଥିବା ବେଳେ ଅଭିଯୁକ୍ତ ମୁନୁ ମହାରଣା ଏବେ ବି ପେଂରାର ଅଛନ୍ତି । ପୂର୍ବଶତୃତା କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା । ଏହି ଘଟଣା ରେ ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଆଧାର କରି ମାନ୍ୟବର ଅଦାଲତ ଏହି ରାୟ ଶୁଣାଇଛନ୍ତି ।

Related Post

ଯାଜପୁର ତହସିଲ ପକ୍ଷରୁ ଚଢାଉ

Posted by - July 10, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ତହସିଲ ଅଂଚଳରେ ସ୍ଥାନିୟ ପୋଲିସ ସହାୟତାରେ ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇ ମୋଟ ୧୩ଟି ଗାଡିକୁ ଜବତ କରାଯାଇଛି । ବିଭି୍‌ନ୍ନ…

ଦୁଇ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ପୋଲିସ ମାଫିଆ ଫେରାର

Posted by - December 5, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜ଼ୀଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଚାନ୍ଦୋତରା ମୁଖ୍ୟଛକ ରୁ ଭୁର୍ଷାଗୁଡା ଯିବା ରାସ୍ତା ର ପ୍ରାୟ ୨୦୦ ମିଟର ଦୂରରେ…

୫ ଘଣ୍ଟାର କସରତ ପରେ ଅନ୍ତରାଜ୍ଯ ଡକାୟତ ଈଶ୍ବର ମହାଳିକ ଗିରଫ

Posted by - June 14, 2020 0
ରେମୁଣା:୧୪/୦୬(ସୌମ୍ୟାସାଇ ବାରିକ)ପବିତ୍ର ରଜ ସଂକ୍ରାନ୍ତି ର ସକାଳ ଟି ରେମୁଣା ପୁଲିସ ପାଇଁ ଥିଲା ସଂଘର୍ଷମୟ। ୫ ଘଣ୍ଟା ର କସରତ ଓ ବୁଝାଇବା ପରେ କୁଖ୍ୟାତ…

ବେପାରୁଆ ଗାଡି ଚାଳକ ପାଇଁ ରାଂଚି ସିକ୍ୟୁରିଟି ର ଜୀବନ ଗଲା

Posted by - December 7, 2019 595
ବଡ଼ କାଳିମାଟି:-କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ନୟାଗଡ଼ ରେଲୁଉୱେ ସାଇଡିଂ ଠାରେ ଆଜି ଅପୋରାନ୍ନ ପାଞ୍ଚ ଘଟିକା ରେ ରାଂଚି ସିକ୍ୟୁରିଟି{ r s}ଧୀରେ ନ୍ଦର୍ କୁମାର…

ଚାରିଛକ ଶିକ୍ଷକ କଲୋନୀରେ ୭୫ହଜାର ଟଙ୍କା ସହ ୩ ଭରି ସୁନା ଲୁଟ୍

Posted by - October 13, 2021 0
ବୌଦ୍ଧ: ୧୩/୧୦( ଚିତରଂଜନ ସିଂ)  ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରି ଛକ ସ୍ଥିତ ଏସବିଆଇ ଶାଖା ନିକଟରେ ଥିବା ଶିକ୍ଷକ କଲୋନୀରେ ଏକ ବଡ଼ ଧରଣର…

Leave a comment

Your email address will not be published.