Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଟିଟିଲାଗଡ଼ ବ୍ଲକ ଚାଣ୍ଟିପଲା ଗ୍ରାମରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

37 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ତଥା ଶିଶୁ ସାହିତ୍ୟକ ଶ୍ରୀଯୁକ୍ତ ବୃନ୍ଦାବନ କୁମ୍ଭାର ପିଲାଙ୍କ ନିମନ୍ତେ ଭ୍ରାମ୍ୟମାଣ ପାଠାଗାର ଦୀର୍ଘ ବର୍ଷ ହେଲା ଆୟୋଜନ କରିଆସୁଛନ୍ତି। ଶ୍ରୀ କୁମ୍ଭାର ବିଭିନ୍ନ ବିଷୟରେ ଶିକ୍ଷା ଦାନ କାର୍ଯ୍ୟକ୍ରମ ଏହି ପାଠାଗାର ମାଧ୍ୟମରେ ଅନୁଷ୍ଠିତ କରାଇଥାନ୍ତି।

ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ବ୍ଲକ ଚାଣ୍ଟି ପଲା ଗ୍ରାମରେ ପିଲାଙ୍କ ନିକଟରେ ଆଜି ବିଦ୍ୟା ଶ୍ରୀ ଭ୍ରାମ୍ୟମାଣ ପାଠାଗାର ପହଞ୍ଚି ଥିଲା, ଏଥିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଗାଁର ତାଲିମ ପ୍ରାପ୍ତ ଯୁବକ ଯୁବତୀ ମାନେ ପିଲାମାନଙ୍କୁ ଶିକ୍ଷା ଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ମଞ୍ଜୁ ମହାନନ୍ଦ, ରଂଜନ ହରପାଲ,ପାୟଲ ଛତରଙ୍କ ଭୂମିକା ସ୍ୱତନ୍ତ୍ର ଥିଲା। କାର୍ଯ୍ୟ କ୍ରମକୁ ପାଠାଗାରର ଆବାହକ ବୃନ୍ଦାବନ କୁମ୍ଭାର ପରିଚାଳନା କରିଥିଲେ।

Related Post

ଆରମ୍ଭ ହେଲା ଆମ ଗାଁ ଆମ ବିକାଶର ‘ପିଠା ଯୋଜନା’

Posted by - December 5, 2018 16
ଭୁବନେଶ୍ୱର: ଏଥର ପ୍ରତି ପଞ୍ଚାୟତରେ ଆରମ୍ଭ ହେବ ପିପୁଲ୍ସ ଏମ୍ପାଓ୍ୱାରମେଣ୍ଟ ଏନାବ୍ଲିଂ ଟାନ୍ସପରେନ୍ସି ଆଣ୍ଡ୍‌ ଆକାଉଣ୍ଟେବିଲିଟି ଅଫ୍ ଓଡ଼ିଶା ଇନିସିଏଟିଭସ୍‌ ବା ‘ପିଠା ଯୋଜନା’। ‘ଆମ ଗାଁ…

ଗାନ୍ଧୀ ଜୟନ୍ତୀ ଅବସରରେ ସାମୁହିକ ସଫେଇ କାର୍ଯ୍ୟକ୍ରମ

Posted by - October 3, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଫିସ ପରିସରରେ ଆଜି ଅଜାଡିକି ଅମୃତ ମହୋତ୍ସବ ଉପଲକ୍ଷେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଉକ୍ତ…

ଧର୍ମଶାଳା ଥାନା ହରିଦାସପୁର ରାମକୋ ସିମେଣ୍ଟ କାରଖାନାରେ ୪ଶହ ଶ୍ରମିକ ଅଟକ

Posted by - March 29, 2020 1,035
ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ଅଞ୍ଚଳରେ ଥିବା ରାମକୋ ସିମେଣ୍ଟ କାରଖାନା ପରିସରରେ ୪ଶହ ଶ୍ରମିକ ଅଟକ ଥିବା ସୂଚନା ମିଳିଛି। ସେଠାରେ କାମ…

ଲକ୍ଷ୍ମୀ ଡୁଙ୍ଗୁରିରୁ ଧସିଲା ପଥର, ଜାତୀୟ ରାଜପଥ ରେ ଯାତାୟାତ ଠପ

Posted by - August 10, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଡୁଙ୍ଗୁରିରୁ ପୁଣି ଧସିଲା ପଥର ।ସମ୍ବଲପୁର ସହରରେ ଲଗାଣ ବର୍ଷା ଯୋଗୁଁ…

ନୀଳଗିରି ପାଇଁ ଅଶୁଭ ଦିନ।ଗୋଟାଏ ଦିନ ରେ ଦୁଇ ମୃତ୍ୟୁ, ଭାଲୁ ଆକ୍ରମଣ ରେ ମହିଳା ଗୁରୁତର

Posted by - January 30, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି ପାଇଁ ଏକ ଅଶୁଭ ଦିନ । ଗୋଟାଏ ଦିନ ରେ ଅଘଟଣ ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଭାଲୁ ଆକ୍ରମଣ ରେ ଜଣେ…