ସ୍ୱୟଂସିଦ୍ଧା ଏଏଲଫ ପକ୍ଷରୁ ଏକ ସାମଗ୍ରୀ ବିକ୍ରୟ କେନ୍ଦ୍ର ଉଦଘାଟିତ 

92 0

ଯାଜପୁର :ଯାଜପୁର ପୌରାଞ୍ଚଳର ଅମ୍ବିକାଇରେ ରାଜ୍ୟସରକାରଙ୍କ ମିଶନ ଶକ୍ତି ମହିଳା ଙ୍କ ଦ୍ୱାରା ପରିଚାଳିତ ସ୍ୱୟଂସିଦ୍ଧା ଏଏଲଫ ପକ୍ଷରୁ ଏକ ସାମଗ୍ରୀ ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇଛି। ଯାଜପୁର ପୌରପାଳିକାର ପୌରାଧକ୍ଷା ରଞ୍ଜୁଲତା ହୋତା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଯାଜପୁର ପୌର ଉପାଧ୍ୟକ୍ଷ  ଭାବେ ସନ୍ତୋଷ କୁମାର ମଲ୍ଲିକ ଯୋଗ ଦେଇ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ ଦେଇଥିଲେ। ଯାଜପୁର ପୌର ପାଳିକା ପକ୍ଷରୁ ସହାୟତା ଦିଆଯାଇଥିବା ୨୭ଟି ଫୁଡ଼ ପ୍ରୋସେସିଙ୍ଗ ୟୁନିଟ ମଧ୍ୟରୁ ଏହି ୟୁନିଟରେ ୭ଟି ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଏଠାରେ ବିକ୍ରୟ କରାଯିବ।

Related Post

ବାଇକ ଦୁର୍ଘଟଣା ଜଣେ ମୃତ ଓ ଅନ୍ୟ ଗୁରୁତରଙ୍କୁ ବୌଦ୍ଧ ଡାକ୍ତର ଖାନାକୁ ସ୍ଥାନାନ୍ତରିତ

Posted by - February 19, 2023 0
ହରଭଙ୍ଗା :୧୮/୦୨(ଚିତ୍ତରଞ୍ଜନ ସିଂ)ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ଛକ ଠାରେ ଆଜି ସନ୍ଧ୍ୟା ୬ଟା ସମୟରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ…

ଜୟପାଟଣା ରେ ପାନୀୟଜଳ ସଂକଟ, ବିଭାଗୀୟ ଦୁର୍ନୀତିର ତଦନ୍ତ ଓ କନିଷ୍ଠ ଯନ୍ତ୍ରୀ ମଲ୍ଲିକ ଙ୍କ ବଦଲି ଦାବିରେ ଧାରଣା

Posted by - November 8, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାଜ୍ୟ ସରକାର ପ୍ରତି ଘରକୁ ପାନୀୟଜଳ ଯୋଗାଣ ର ନାରା ଦେଇ କୋଟି କୋଟି ଟଙ୍କାର…

ପଂଚାୟତ ପ୍ରତିନିଧି ମାନଙ୍କର ତିନିଦିନିଆ କର୍ମଶାଳା ଅନୁଷ୍ଠିତ

Posted by - October 20, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତି ରାଜ ପ୍ରତିଷ୍ଠାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ,ଓଡ଼ିଶା ତରଫରୁ ଲୋକ କଳା ବିକାଶ…

ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ

Posted by - November 7, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୋନପୁର ନିର୍ବାଚନ ମଣ୍ଡଳୀ ରେ ଭୋଟର ଯାଞ୍ଚ କାର୍ଯ୍ୟକ୍ରମ ଚାଲିଛି l ଯେଉଁ ଥିରେ ନାମ, ଜନ୍ମ ତାରିଖ, ଲିଂଗ, ସମ୍ପର୍କୀୟଙ୍କ ନାମ, ଠିକଣା…