Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ତିଲେଶ୍ୱର ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ

51 0

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ତିଲେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ଆଜି ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ରାଉତ ,ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର , ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ ,ତହସିଲଦାର ବିଜୟ ପ୍ରଧାନ ,ପୁରୁଣା କଟକ ଥାନା ଅଧିକାରୀ ଜୋଷ୍ଣା କାଉଁରୀ ,ବ୍ଲକ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଜିଲ୍ଲା ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।

ଏଥିରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସମାଧାନ କରାଯାଇଥିଲା।ଏହି ଶିବିରରେ ସର୍ବମୋଟ ୨୦୫ ଟି ଅଭିଯୋଗ ହୋଇଥିବା ବେଳେ ସେଥିରୁ ୨୦୦ ଟି ବ୍ୟକ୍ତିଗତ,୭ ଟି ଗ୍ରାମ୍ୟ ସାମୁହିକ ଅଭିଯୋଗ ଆସିଥିଲା!୧୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ରୁ୧ ଲକ୍ଷ୍ୟ ୩୬ ହଜାର,୨୫ ଜଣଙ୍କୁ ଜିଲ୍ଲା ରେଡ କ୍ରସ ରୁ ୧ ଲକ୍ଷ୍ୟ ୩୪ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ୧୪୪ ଟି ଅଭିଯୋଗ ପତ୍ର ତତ୍କାଳୀନ ସମାଧାନ କରାଯାଇଥିଲା! ୩ ଜଣ ଙ୍କୁ ବିଧବା ଭତ୍ତା,୧ ଜଣ କୁ ବିକଳାଙ୍ଗ ଭତ୍ତା,୮୦ ବର୍ଷ ରୁ ଉର୍ଦ୍ଧ ୧ ଜଣକୁ ମାସିକ୭୦୦ ଭତ୍ତା,୧ ଟି ଟ୍ରାଏ ସାଇକେଲ,୩ ଟି ହୁଇଲ ଚେୟାର, ଓ ଜଣକୁ ଆଶାବାଡି ପ୍ରଦାନ କରାଯାଇଥିଲା!

Related Post

ଅକ୍ଷୟ ତୃତୀୟା ମୁନିଗୁଡ଼ା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଟିତ

Posted by - April 24, 2023 0
ମୁନିଗୁଡ଼ା:(ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ମୁନିଗୁଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଆଜି ଅକ୍ଷୟ ତୃତୀୟା ପାଳନ ହୋଇଯାଇଛି।ଏହି କାର୍ଯ୍ୟ କ୍ରମ ରେ ମନ୍ଦିର ପରିଚାଳନା କମିଟି ସଦସ୍ୟ…

ବିଶ୍ଵ ଶୌଚାଳୟ ଦିବସରେ ବେଦାନ୍ତ ପକ୍ଷରୁ ସଚେତନତା

Posted by - November 19, 2022 0
ରାୟଗଡା :୧୯/୧୧(ରାମାକାନ୍ତ ପୋଢାଲ )ଲାଞ୍ଜିଗଡ ବେଦାନ୍ତ ଆଲୁମିନା କମ୍ପାନୀ ପକ୍ଷରୁ ଆଜି ବିଶ୍ୱ ଶୌଚାଳୟ ଦିବସ ପାଳନ, ହିନ୍ଦି ଚଳଚିତ୍ର ଟଲେଟ୍ ଏକ ପ୍ରେମ କଥା ସିନେମା…

ଥାଲାସେମିୟା ରୋଗୀ ମାନଙ୍କ ପାଇଁ ଅଶୋକ ଦାସ ଫାଉଣ୍ଡେସନ ର ରକ୍ତ ଦାନ ଶିବିର

Posted by - August 4, 2019 0
ଯାଜପୁର ରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଲଳିତେଶ୍ୱରରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଯାଜପୁର ବିଧାୟକ…

ସୁରକ୍ଷିତ ଆମେ ସୁରକ୍ଷିତ ତୁମେ ଅଭିଯାନ ” ର ସଂପର୍କରେ ଭରଚୁଆଲ ମିଟିଂ

Posted by - June 13, 2021 0
ନବରଙ୍ଗପୁର 🙁 ବେଣୁ ଗୋପାଳ ରାଓ) ସୁରକ୍ଷିତ ଆମେ ସୁରକ୍ଷିତ ତୁମେ ଅଭିଯାନ  ” ର ସଂପର୍କରେ ଆଜି ଭରଚୁଆଲ ରେ ନିତି ଆୟୋଗଙ୍କ ଦ୍ୱାରା ଅନୁମୋଦିତ…

ଓଡିଶା ଡ୍ରାଇଭର ମହାସଂଘ “ବୌଦ୍ଧ “ଦ୍ୱାରା ବିଶ୍ୱକର୍ମା ପୂଜା ପାଳିତ

Posted by - September 18, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ବିଶ୍ୱ ନିର୍ମାଣ କର୍ତ୍ତା ଶ୍ରୀ ଶ୍ରୀ ବିଶ୍ୱକର୍ମା ଙ୍କ ପୂଜା କୁ ବୌଦ୍ଧ ଜିଲ୍ଲା ଡ୍ରାଇଭର ମହାସଂଘ ମହା ଆନନ୍ଦ ରେ ପାଳନ…