Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଲୁଟ ଉଦ୍ୟମ କରୁଥିବା ଦୁଇ ଜଣ ଙ୍କୁ ଧରି ପୁଲିସର ଜିମା ଦେଲେ ପଡ଼ା ବାସୀ

215 0

ଧର୍ମଗଡ:୧୫/୫(ହେମନ୍ତ କୁମାର ମାଝୀ)ଆଜି ଭୋର ସମୟରେ ଧର୍ମଗଡ ସହରାଞ୍ଚଳ ଦେଈ ଯାଇଥିବା ବିଜୁ ଏକ୍ସପ୍ରେସ ରାସ୍ତା କଡ ରୁ ଦୁଇ ଜଣ ସନ୍ଦିଗ୍ଧ ଲୁଟେରା ଙ୍କୁ ଭୀମ ଖୋଜ ପଡ଼ା ବାସୀ କାବୁ କରି ସ୍ଥାନୀୟ ପୁଲିସ କୁ ଜିମା ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ଭିମଖୋଜ ପଡ଼ା ର ଜନୈକ ମହିଳା ଶୌଚ ପାଇଁ ଯାଇଥିବା ବେଳେ ଦୁଇ ଜଣ ଯୁବକ ମହିଳା ଙ୍କ ନିକଟ କୁ ଯାଇ ଥିଲେ । ଅଜଣା ଯୁବକ ଙ୍କୁ ଦେଖି ମହିଲା ଜଣକ ଚିତ୍କାର କରିବାରୁ ପଡ଼ା ର ଲୋକ ମାନେ ଦଉଡ଼ି ଯାଇ ଦୁଇ ଜଣ ଯୁବକ ଙ୍କୁ କାବୁ କରିଥିବା ବେଳେ ଜଣେ ଯୁବକ ଫେରାର ମାରିଥିଲେ ।

ପରେ ସ୍ଥାନୀୟ ପୁଲିସ କୁ ଖବର ଦେବା ସହ ଯୁବକ ଦ୍ବୟ ଙ୍କୁ ପୁଲିସ ଜିମା ଦେଇଥିଲେ । ଯୁବକ ଦ୍ବୟ ହେଲେ ପଡ଼ୋଶୀ ଛତିଶ ଗଡ଼ ରାଜ୍ୟ ଦେଭୋଗ ଥାନା ଅନ୍ତର୍ଗତ କେଣ୍ଟ ପଦର ଗ୍ରାମ ର କୁଞ୍ଜଲ ନାଗେଶ (୨୬ ବର୍ଷ) ଓ ହେମନ୍ତ ନେତମ (୨୭ ବର୍ଷ) l ତେବେ ଦେଭୋଗ ଥାନା ରେ ଉପରୋକ୍ତ ଅଭିଯୁକ୍ତ ଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାରୁ ସେମାନଙ୍କୁ ଛତିଶ ଗଡ଼ ପୁଲିସ କୁ ହସ୍ତାନ୍ତର କରା ଯାଇଥିବା ଧର୍ମଗଡ ପୁଲିସ ପକ୍ଷ ରୁ ସୂଚନା ଦିଆ ଯାଇଛି ।

Related Post

ଥୁଆମୂଳ ରାମପୁର ଠାରେ ପ୍ରାଚୀନ ପରମ୍ପରା ଅନୁଯାୟୀ ଅଗ୍ନି ଭୈରବ ଙ୍କ ଝାମୁ ଯାତ୍ରା ସମାରୋହ ର ସହ ପାଲିତ

Posted by - September 17, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ସମୃଦ୍ଧ ଥୁଆମୂଳ ରାମପୁର…

ସ୍ଵାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲ ରେ ସ୍ୱାମୀ ବିବେକନନ୍ଦ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

Posted by - January 12, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ୧୯ତମ ପ୍ରତିଷ୍ଠା ଦିବସ, ଜାତୀୟ ଯୁବ ଦିବସ…

ଦୋକନ ଭିତରକୁ ପସିଲା ଟ୍ରକ, ୩ ଆହତ

Posted by - September 7, 2021 0
ବୌଦ୍ଧ୬/୯(ଚିତ ରଂଜନ ସିଂ) ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥ ଲୁଣିବାହାଲ ଠାରେ ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଲା ଟ୍ରକ । ଫଳରେ…

ବିରିପୁଡା ଗ୍ରାମରେ ଆମ ଜଙ୍ଗଲ ଯୋଜନା

Posted by - July 4, 2022 0
ମୁନିଗୁଡା:(ରାମାକାନ୍ତ ପୋଡାଲ) ରାୟଗଡ଼ା ବନଖଣ୍ଡ ମୁନିଗୁଡା ବାନାଞ୍ଚଳ ଅମ୍ବାଦଳା ବନବିଭାଗ ଅଧିନସ୍ଥ ବିରିପଡା ଗ୍ରାମରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆମ ଜଙ୍ଗଲ…

ପଲିଟ୍ରିଫାର୍ମ ରୁ ୩ଲକ୍ଷ ୫୦ହଜାର ଟଙ୍କା ଲୁଟ

Posted by - September 6, 2022 0
ସୋନପୁର :(ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବୁଦେଲ ବାହାଲି ଗାଁରେ ଥିବା ଏକ ପଲିଟ୍ରିଫାର୍ମ ରୁ ଗତକାଲି ରାତିରେ ୩ଲକ୍ଷ ୫୦ହଜାର…