Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ବିଶ୍ୱ ମାତୃ ଦିବସ ରେ ମନ ଛୁଆଁ ଗୀତ “ବୋଉ ମୋ ବୋଉ ” ପ୍ରସ୍ତୁତ କରି ଚର୍ଚାରେ ସଂଗୀତ ନିର୍ଦେଶକ ପବିତ୍ର ପଟ୍ଟନାୟକ

1083 0

ମୁନିଗୁଡା :(ରମାକାନ୍ତ ପୋଡାଲ )ବିଶ୍ୱ ମାତୃ ଦିବସ ଅବସରରେ ଇଣ୍ଡିଆ ବୁକ ଅଫ ରେକର୍ଡ ପୁରସ୍କାର ବିଜେତା ସଙ୍ଗୀତ ନିର୍ଦେଶକ ଙ୍କ ମନଛୁଆଁ ମିଉଜିକ ଭିଡିଓ “ମୋ ବୋଉ ” ଆଜି ଆଦିକବି ସାରଳାଦାସ ପୀଠ ତେନ୍ତୁଳିପଦା ଜଗତସିଂହପୁର ଠାରେ ଉଦଘାଟିତ ହୋଇ ଯାଇଛି l

ଗୀତ ରଚୟିତା କବି ଓ ନାଟ୍ୟକାର ରଘୁନାଥ ସାହୁ ଙ୍କ କବିତା ସଂକଳନ ବୋଉ ବୋଉକା ବି ସମର୍ପିତ ହୋଇଛି l କଣ୍ଠ ଶିଳ୍ପୀ ଶଶାଙ୍କ ଶେଖର ଙ୍କ କଣ୍ଠ ରୁ ମଧୁଝରା “ବୋଉ “ଗୀତ ଟି ବେଶ ଲୋକାଦୃତ ହୋଉଛି l ଗୀତ ର ଲେଖା ସଂଗୀତ ଓ ସୁମଧୁର କଣ୍ଠ ସ୍ୱର ଶ୍ରୋତା ଙ୍କୁ ବିମୋହିତ କରିଥିଲା l ଗୀତ ଟି ପବିତ୍ର ଏଣ୍ଟେର୍ଟିନମେଣ୍ଟ ରେ ଶୁଭ ମୁକ୍ତି ଲାଭ କରିଛି l

Related Post

ସୁରଜିତ ସିଂ ମହାରଥା ଙ୍କ କୋସଲୀ କଥାନୀ ମାଲାର ଶୁଭ ଉନ୍ମୋଚନ

Posted by - January 9, 2022 0
ନୂଆପଡା:(ମେଘନାଦ ନାଏକ)ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଦେଓବାହାଲ ଗ୍ରାମ ଠାରେ ସୁରଜିତ ସିଂ ମହାରଥାଙ୍କ କୋସଲୀ ବହି କୋସଲୀ କଥାନୀ ମାଲା ରବିବାର ଉନ୍ମୋଚିତ ହୋଇଯାଇଛି ।…

ଭୁବନେଶ୍ୱର ରଘୁନାଥପୁର ଗ୍ରାମ ପଞ୍ଚାୟତର ଦୋଳ ମହୋତ୍ସବ

Posted by - March 7, 2023 0
ଭୁବନେଶ୍ଵର :୦୭/୦୩(ପାଯଲ ରାଉତ୍)ଗତ ଦୁଇ ଦିନ ହେବ ଭୁବନେଶ୍ଵର ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମରେ ଦୋଳ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଅଛି। ଗତ କାଲି ଏହି ମହୋତ୍ସବ ରେ…

ପଶ୍ଚିମବଙ୍ଗ କାଳିଆଗଞ୍ଜ ର ନାଟ୍ୟଚକ୍ର କଳାକାରଙ୍କ କମାଲ

Posted by - December 26, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣି ନାଟ୍ୟ ଓ ନୃତ୍ୟ ଅନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ସୁଦୁର ପଶ୍ଚିମ ବଙ୍ଗ ରାଜ୍ୟର ଉତ୍ତର ଦିନାଜପୁର ଜିଲ୍ଲାର କାଲିଆଗଞ୍ଜ…

ଡ଼ଙ୍ଗର ପର୍ବ ଉଦଘାଟିତ

Posted by - March 30, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓ ଜିଲ୍ଲା ସଂସ୍କୃତି ପରିଷଦ ର ମିଳିତ ସହଯୋଗ…