ଧର୍ମଗଡ଼: ତା ୮/୫(ହେମନ୍ତ କୁମାର ମାଝୀ)ଦୀର୍ଘ ମାସ ହେଲା ଧର୍ମଗଡ ନଗର ଅଧୀନସ୍ଥ ର ତେନ୍ତୁଲିଆପଡା ର ଅନେକ ଲୋକ ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଭତ୍ତା ଟଙ୍କା ବ୍ୟାଙ୍କ ଖାତାରେ ଜମା ନ ହେବାରୁ ଆଜି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ହୋଇ ଉପଖଣ୍ଡ ସମାଜ ମଙ୍ଗଳଅଧିକାରୀଙ୍କୁ ଭେଟିଲୁ ସେ ସମସ୍ତ ହିତାଧିକାରୀଙ୍କ ଭତ୍ତା କାଡ଼ ସହ ଆଧାର କାର୍ଡ ବ୍ୟାଙ୍କ ଜମାଖାତା ନମ୍ବର ସହ ତାଲିକା କମ୍ପୁଟର ପ୍ରିଣ୍ଟ କପି ମାଧ୍ୟମ ରେ ଦେବାକୁ କହିଲେ ବହୁତ କମ ଦିନ ଭିତରେ ସମସ୍ତ ହିତାଧିକାରୀ ଙ୍କ ବକେୟା ଟଙ୍କା ମିଳିଯିବ ବୋଲି କହିଥିଲେ,ହିତାଧିକାରୀଙ୍କ ସହ ଭିକାରୀ ନାଏକ,ମଦନ ନାଏକ,ରମେଶ ଯାଦବ ଆସି ସମସ୍ତ ଙ୍କ ତାଲିକା ପ୍ରସ୍ତୁତ କରି ସହଯୋଗ କରିଥିଲେ ।
