Breaking News
12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା

ରେଡକ୍ରସ ଦିବସରେ ଧର୍ମଗଡ ରେଡକ୍ରସ୍ ଟାଉନ୍ ହଲ୍ ର ଅବସ୍ଥା ଶୋଚନୀୟ

60 0

ଧର୍ମଗଡ଼: ୮/୫(ହେମନ୍ତ କୁମାର ମାଝୀ)ଜିଲ୍ଲା ପ୍ରଶାସନ ପକ୍ଷରୁ ଧର୍ମଗଡ଼ ରେଡ଼କ୍ରସ ଟାଉନ ହଲର ତୁରନ୍ତ ମରାମତି ପାଇଁ କୌଣସି ଉଦ୍ୟମ ହେଉନାହିଁ ତେଣୁ ଏହାର ଅବସ୍ଥା କ୍ରମେ ଶୋଚନୀୟ ହେବାରେ ଲାଗିଛି।

୨୦୦୪ ମସିହାରେ ଧର୍ମଗଡ଼ ର ତତ୍କାଳୀନ ଉପଜିଲ୍ଲାପାଳ ଭି. କେ. ପାଣ୍ଡିଆନ, ଆଇଏଏସ, ଏହି ଟାଉନ ହଲ ର ଶୁଭାରମ୍ଭ କରିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୯ ମସିହାରେ ଏହାର ଶୁଭ ଉଦଘାଟନ କରିଥିଲେ।ଅଥଚ ଆଜି ଟାଉନହଲର ଅବସ୍ଥା ଦୟନୀୟ ହୋଇ ପଡିଛି।ସର୍ବ ସାଧାରଣ ଙ୍କ ସ୍ଵାର୍ଥ ଦୃଷ୍ଟିରୁ ଏହାର ତୁରନ୍ତ ପୁନଃରୁଦ୍ଧାର ହେବାର ଆବଶ୍ୟକତା ରହିଛି।

Related Post

ଡାକ୍ତର ବିହୀନ ଡାକ୍ତରଖାନା ! ବିଜୁ ସ୍ୱାସ୍ଥ୍ୟ କାର୍ଡ କେଉଁ କାମକୁ?

Posted by - November 8, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ସରକାର ଜନସାଧାରଣ ଙ୍କ ସ୍ୱାସ୍ଥ୍ୟ ର ସୁବିଧା ନିମନ୍ତେ ବ୍ୟାପକ ଯୋଜନା ପ୍ରସ୍ତୁତ କରି ବହୁ କୋଟି ଟଙ୍କା ବ୍ୟୟ ବରାଦ କରୁଥିଲେ ହେଁ…

ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀର ଫିନିଶିଂ ଏଚଓଡି ଯୁକ୍ତେଶ୍ୱର୍ ମହାପାତ୍ରଙ୍କୁ ମାଡ – କାରଣ ଅସ୍ପଷ୍ଟ

Posted by - May 25, 2023 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ନିକଟସ୍ଥ ତୁରଲା ଗ୍ରାମରେ ଅବସ୍ଥିତ ଥିବା ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀର ଫିନିସିଂ ଏଚଓଡି ଯୁକ୍ତେଶ୍ଵର ମହାପାତ୍ରଙ୍କୁ ତିନି ଜଣ ଦୁର୍ବୃତ୍ତ…

ମହାଲିଂ ସନ ସାଇନ୍ କଲେଜ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା,ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଉପକାରାଗାରରେ ମୃତ୍ୟୁ

Posted by - December 21, 2022 0
ଟିଟିଲାଗଡ/କଣ୍ଟାବାଞ୍ଜି:(ସଞ୍ଜୟ କୁମାର ନାୟକ)ଓଡ଼ିଶାର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଅଭିଯୋଗରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଭାବେ ଗୋବିନ୍ଦ ସାହୁକୁ ଗିରଫ କରି କୋର୍ଟ ଚାଲାଣ ପରେ…

ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଉଦଘାଟିତ

Posted by - January 16, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜ଼ିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ଓ ନୃତ୍ୟ ଗୀତର ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଉଦଘାଟିତ ହୋଇ ଯାଇଛି l…

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ

Posted by - October 2, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସବୁଠି ଚାଲିଛି ମା ଙ୍କ ଆବାହନି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି।…