Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଗୋଚର ଜମିରେ କ୍ଷେତ ପୋଖରୀ ଖୋଳା କୁ ବିରୋଧ କରି B J ପାଇଁ ଯୁବ ମୋର୍ଚା ପକ୍ଷରୁ B D O ଙ୍କୁ ଦାବି ପତ୍ର

67 0

ହରଭଙ୍ଗା :୦୮ /୦୫ (ଚିତ୍ତରଞ୍ଜନ ସିଂହ)ଜନ ସାଧାରଙ୍କ ହିତ ସକାଶେ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନ ହେଉଥିବା ବେଳେ ,ଏହାକୁ ସୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ନିଯୁକ୍ତି ହୋଇଛନ୍ତି! କିନ୍ତୁ ହରଭଙ୍ଗା ବ୍ଲକ ଛାତ୍ରଙ୍ଗ ପଞ୍ଚାୟତ ଅଧିକାରୀ ମାନଙ୍କ ସୁକାର୍ଯ୍ୟକାରୀ କରିବା ବଦଳରେ ଜନସାଧାରଣ ଙ୍କ ସରଳତା ର ସୁଯଗ ନେଇ ଫାଇଦା ଉଠାଉଛନ୍ତି, ସରକାରୀ ବାବୁ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ର ଶିକାର ହଉଛନ୍ତି ସାଧାରଣ ଜନତା ।ଗତକାଲି ଏହି ପଂଚାୟତ ର ବଳଦ ମୁଣ୍ଡା ଗ୍ରାମରେ (ଫାର୍ମ ପଣ୍ଡ )କ୍ଷେତ ପୋଖରୀ ନାମରେ ମନୋରେଗା ଯୋଜନାରେ ଦୁର୍ନୀତି ଗଣମାଧ୍ୟମ ରେ ପ୍ରସାରିତ ହେଇଥିଲା।

ଏବଂ ନିରପେକ୍ଷ ତଦନ୍ତ ପାଇଁ BDO ଙ୍କୁ ମଧ୍ୟ ଅବଗତ କରାଯାଇଥିଲା।ଏହି ଘଟଣା କୁ ନେଇ ଆଜି ସୋମବାର ଦିନ BJP ଯୁବ ମୋର୍ଚ୍ଚା ବୌଦ୍ଧ ତରଫରୁ ଉକ୍ତ କାର୍ଯ୍ୟ ର ନିରପେକ୍ଷ ତଦନ୍ତ ପାଇଁ ହରଭଙ୍ଗା BDO ଙ୍କୁ ଏକ ଲିଖିତ ଅଭିଯୋଗ ଦିଆଯାଇଛି ।ଯଦିସାତ ଦିନ ମଧ୍ୟରେ ଘଟଣା ର ତଦନ୍ତ ସଠିକ ଭାବରେ କରାନଯାଏ ଓ ଦୋଷୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତା ହେଲେ ଆସନ୍ତା ସାତ ଦିନ ପରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ହରଭଙ୍ଗା ବ୍ଲକ ଘେରାଉ କରାଯିବ ବୋଲି ଯୁବ ମୋର୍ଚ୍ଚା ସମ୍ପାଦକ ଅରୁପା ଦୀପ ଲିଖିତ ଭାବେ BDO ଙ୍କୁ ଚେତାବନୀ ଦେଇଛନ୍ତି!

Related Post

ସମାଜସେବୀ ବିନ୍ଦୁ ମହାନନ୍ଦ ନିର୍ଦ୍ଵନ୍ଦରେ ନିର୍ବାଚିତ

Posted by - January 28, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର୍ ଧରିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ମଧ୍ଯ ନିଜ ନିଜ…

ବୌଦ୍ଧ ଜିଲ୍ଲା ପରିଷଦ ସଭ୍ୟ ପାଈଁ ବିଜେଡି ପକ୍ଷରୁ ୯ଟି ଜୋନ ପାଈଁ ପ୍ରାର୍ଥି ପତ୍ର ଦାଖଲ

Posted by - January 20, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଈଁ ବୌଦ୍ଧ ଜିଲ୍ଲା ପରିଷଦ ପାଈଁ ବିଜେଡି ପକ୍ଷରୁ ନାମଙ୍କନ ପତ୍ର ଦାଖଲ କରିଛନ୍ତି।ବୌଦ୍ଧ ଜିଲ୍ଲା ପରିଷଦ…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶୂଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ

Posted by - June 27, 2022 0
ଭୁବନେଶ୍ଵର (ବ୍ୟୁରୋ):ଏନ୍ ଡି ଏ ରାଷ୍ତ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କ ସହ କଥାହେବା ସଙ୍ଗେ ସଙ୍ଗେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୂଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ବିଜେପି ର କର୍ମୀ ସମ୍ମିଳନୀ ସହ ବନ୍ଧୁ ମିଳନ

Posted by - December 30, 2021 0
ଅମ୍ବାଦଳା:(ରମାକାନ୍ତ ପଡାଲ)ତ୍ରିସ୍ତରୀୟ ନିର୍ବାଚନକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ଅମ୍ବାଦଳା ବିଜେପି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅମ୍ବାଦଳା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାରେ ଗସ୍ତ ସମୟରେ ବିଜେପିରେ ଯୋଗ ଦେଇପାରନ୍ତି ବୈଜୟନ୍ତ ପଣ୍ଡା

Posted by - December 20, 2018 2
ଭୁବନେଶ୍ବର:ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପିରେ ଯୋଗ ଦେଇପାରନ୍ତି ବିଜେଡିରୁ ବିତାଡିତ ହୋଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଆଉ ଏହି ଚର୍ଚ୍ଚା ସେତେବେଳେ…