Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ବଲାସିଙ୍ଗା ସ୍ଥିତ ମହୁଲମୂଳ ମହିମା ଆଶ୍ରମ ଠାରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

62 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଢ଼ିଗାଁ ପଂଚାୟତ ବଲାସିଙ୍ଗା ସ୍ଥିତ ମହୁଳମୂଳ ମହିମା ବିକାଶ ପରିଷଦ ପକ୍ଷରୁ ପବିତ୍ର ବୈଶାଖ ପୂର୍ଣ୍ଣିମା ଦିନ ସନ୍ଥକବି ଭୀମ ଭୋଇ ଜୟନ୍ତୀ ପାଳିତ ହୋଇ ଯାଇଛି l ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା l

ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଲକ ବିଡିଓ ଅଭିନାଶ ପାଣ୍ଡିଆ ଜୋଗଦେଇ ଆଶ୍ରମର ବିକାଶ ନିମନ୍ତେ ପ୍ରତିଶୃତି ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ମହିମା ସନ୍ୟାସୀ ସାଧୁ ଵାବା ନିରଞ୍ଜନ ଦାସ ଯୋଗଡ଼େଇ ମହିମା ଧର୍ମ ଓ ଭୀମଭୋଇଙ୍କ ଉପରେ ବକ୍ତବ୍ୟ ରଖିଥିଲେ l

ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଶମ୍ଭୁ ଗିରି, ସାମାଜିକ କର୍ମୀ କୃତିବାସ ପଲିଆ, ସାମ୍ବାଦିକ ସୀତାକାନ୍ତ ସିଂ ଯୋଗଦେଇ ଥିଲେ l ମହିମା ବିକାଶ ପରିଷଦ ସଭାପତି ବିଭୂତି ଭୂଷଣ ପ୍ରଧାନ ସଭାପତିତ୍ବ କରିଥିଲାବେଳେ ସମ୍ପାଦକ ସନ୍ଥ ବାବା କୁଳଧର ଦାସ ବିବରଣୀ ପାଠ କରିଥିଲେ l ଶେଷରେ ସନ୍ଥ ବାବା କୃଷ୍ଣଚନ୍ଦ୍ର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ l

Related Post

ସ୍ବାସ୍ଥ୍ଯମନ୍ତ୍ରୀ ନବ ଦାସଙ୍କ ଭୀମସାର ଗସ୍ତ, ରଥ ଯାତ୍ରା ସମୟରେ ବଢାଯାଇପାରେ କୋଭିଡ ଟେଷ୍ଟ

Posted by - June 10, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ରଥଯାତ୍ରା ହେବାକୁ ଥିବା ଭିଡ ଉପରେ ତୀକ୍ଷ୍ମ ନଜର ରଖିଛି ସ୍ବାସ୍ଥ୍ଯ ବିଭାଗ | ଆବଶ୍ଯକ ପଡିଲେ କୋଭିଡ ଟେଷ୍ଟିଂ ବଢାଇବାକୁ ବିଭାଗକୁ ନିର୍ଦ୍ଦେଶ…

୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବୌଦ୍ଧ କଚେରୀ ପଡିଆରେ ପ୍ୟାରେଡ ଅଭ୍ୟାସ

Posted by - January 25, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ )୨୪ ତାରିଖ ସକାଳ ୮ ଘଟିକା ସମୟରେ କଚେରୀ ପ୍ୟାରେଡ ପଡିଆ ରେ ୭୩ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ୟାରେଡ ଅଭ୍ୟାସ…

ହାଟମୁନିଗୁଡା ପଞ୍ଚାୟତର ବିଭିନ୍ନ ସ୍ଥାନ ଉଦ୍ ଘାଟନରେ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା

Posted by - May 3, 2023 0
ମୁନିଗୁଡା :(ରମାକାନ୍ତ ପଡାଲ )ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତରେ ଆଜି ନୂତନ ବଜାର ଗୃହ, ମିଶନ ଶକ୍ତି ଗୃହ, ସିଲେଇ ଗୃହ, ସୈଗ…

ମନମୁଣ୍ଡା ରେ ବୁଦ୍ଧ ପାର୍କ ପାଇଁ ଚିହ୍ନଟ ଜାଗା ପରିଦର୍ଶନ କଲେ ଜିଲ୍ଲାପାଳ ଏବଂ ବିଧାୟକ

Posted by - August 7, 2021 0
ବୌଦ୍ଧ(ଚିତ୍ତରଂଜନସିଂ)- ମନମୁଣ୍ଡା ରେ ବୁଦ୍ଧ ପାର୍କ ପାଇଁ ଆଜି ଜାଗା ଚିହ୍ନଟ କରାଯାଇଛି। ଭଗବାନ ବୁଦ୍ଧ ଙ୍କ ନାମରେ ନାମିତ ବୌଦ୍ଧ ଜିଲ୍ଲା ରେ ତାଙ୍କ ସ୍ମୃତି…

ପାଂଚଦିନରେ ପହଞ୍ଚିଲା ବ୍ଲକ କର୍ମ ଚାରୀଙ୍କ କଲମ ଛାଡ ଆନ୍ଦୋଳନ

Posted by - March 22, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)କଣ୍ଟାମାଳ ବ୍ଲକର ସରକାରୀ ଯନ୍ତ୍ରୀଂ ସୃତିରଞ୍ଜନ ସେଠି ଙ୍କୁ ବିଜେଡି କର୍ମୀ ସାନ୍ତ୍ବନୁ ଥାଟି ଘରେ ପଶି ମlରଣାଅସ୍ରରେ ମରଣାତକ ଆକ୍ରମଣ କରି ମୁଣ୍ଡରେ…