ଆତ୍ମା ଶାନ୍ତି ପାଇଁ ରକ୍ତଦାନ ଶିବିର

36 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଛାତ୍ରଙ୍କ ଆତ୍ମା ଶାନ୍ତି ପାଇଁ ଆୟୋଜନ ହେଲା ରକ୍ତଦାନ ଶିବିର l ଗୋଟିଏ ମାସ ତଳେ ସୁବର୍ଣ୍ଣପୁର ଜିଲ୍ଲା ସରଧାପାଲି ଗାଁ ସ୍କୁଲରେ ହୋଇଥିବା ମର୍ମନ୍ତୁତ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ଜଣ ଛାତ୍ରଙ୍କ ଆତ୍ମା ର ଶାନ୍ତି ପାଇଁ ମେଗା ରକ୍ତଦାନ ଶିବିରର ଅନୁଷ୍ଠିତ ହୋଇଯାଇଛି ।

ସଦର ବ୍ଲକ ପ୍ରତୀକ ରାଇସ ମିଲ ପରିସରରେ ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଛି ।ପ୍ରଥମେ ତିନି ଛାତ୍ରଙ୍କ ଆତ୍ମାର ସଦଗଦି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଚ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।

ଏହି ଶିବିରରେ 207 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l ଏଥିରେ ସ୍ବେଚ୍ଛାସେବୀ, ସାଧାରଣ ଲୋକଙ୍କ ସହିତ ମହିଳାମାନେ ମଧ୍ୟ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ଦେଖାଯାଇଛି ।ଏହି ଶିବିରକୁ ଚନ୍ଦ୍ରିକା ସେବା ଟ୍ରଷ୍ଟର ଅଧ୍ୟକ୍ଷ ବଣ୍ଟୁ ଅଗ୍ରଓ୍ବାଲଙ୍କ ସହିତ ସ୍ବେଚ୍ଛାସେବୀ ମାନେ ପରିଚାଳନା କରିଥିଲେ ।

 

Related Post

କର୍ଲାବହାଲି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତା ଅବରୋଧ କଲେ ଛାତ୍ରୀ ଛାତ୍ର ଓ ଅବିଭାବକ

Posted by - September 21, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ବେଲପଡା ବ୍ଲକ୍ ଗମ୍ଭାରୀ ପଞ୍ଚାୟତ କର୍ଲାବାହାଲି ଗାଁ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ସହ ପ୍ରଧାନ…

ଭାରସାମ୍ୟ ହରାଇ ଟ୍ରକ୍ କୁ ପିଟିଲା କାର: ଜଣେ ମୃତ ୫ ଗୁରୁତର

Posted by - January 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ର ବୋରିଆ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ପ୍ରାଣ…

ନବଜାତ ଶିଶୁ ଚୋରି ଅଭିଯୋଗ

Posted by - November 21, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ ଚୋରୀ ହୋଇଥିବା ଅଭିିଯୋଗ ହୋଇଛି ।ଗତକାଲି ବୀରମହାରାଜପୁର ଉପଖଣ୍ଡ…

ମେଧାବୀ ଛାତ୍ରୀଙ୍କୁ ସହାୟତା

Posted by - September 26, 2020 0
ଯାଜପୁର: ଯାଜପୁର ଜିଲ୍ଲାର କୋରେଇଇ ବ୍ଳକ ଅନ୍ତର୍ଗତ ଶଂଖଚିଲା ଗ୍ରାମର ଜନୈକ ମେଧାବୀ ଛାତ୍ରୀ ସୁଶ୍ରୀ ମୋନାଲିସା ଗୁରୁଙ୍କର ଆର୍ଥିକ ଅବସ୍ଥା ସ୍ଵଛଳ ନଥିବାରୁ ଉଚ୍ଚତର ଶିକ୍ଷା…

ଗ୍ରାମାଞ୍ଚଳରେ ହାଇପର ମାର୍କେଟ ଖୋଲିଲା

Posted by - February 6, 2022 0
ଯାଜପୁର:ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ହାଇପର ମାର୍କେଟର ଚାହିଦା ବଡ଼ିବାରେ ଲାଗିଛି l ଦେଶ ତଥା ରାଜ୍ୟର ବଡ଼ ବଡ଼ ସହର ମାନଙ୍କରେ ଅତ୍ୟାଧୁନିକ ହାଇପର ମାର୍କେଟି ଦେଖିବାକୁ…