Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଆମ୍ବଗାଁ ହାଇସ୍କୁଲରେ ଅନ୍ତରାଷ୍ଟ୍ରିୟ ମିଲେଟ କୁଇଜ ପ୍ରତିଯୋଗିତା

57 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଥାନା ଅଧୀନ ଆମ୍ବଗାଁ ଜନତା ସରକାରୀ ହାଇସ୍କୁଲରେ ଅନ୍ତଃରାଷ୍ଟ୍ରିୟ ମିଲେଟ୨୦୨୩ ବର୍ଷ ଉପଲକ୍ଷେ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଓ ହାଇସ୍କୁଲର ଚ୍ଛାତ୍ରଛାତ୍ରୀଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାଥମିକ ବିଦ୍ୟାଳୟର ୮ ଜଣ ଓ ହାଇସ୍କୁଲର ୨୪ ଜଣ ଛାତ୍ରଛାତ୍ରୀ ମୋଟ ୩୨ଜଣ ଛାତଛାତ୍ରୀ ଅଂଶଗ୍ରହଣ କରିଥିଲେ।

ପରୀକ୍ଷକ ଭାବେ ସହକାରୀ ଶିକ୍ଷକ ରୋଶନ ବାରିକ ଓ ନନ୍ଦକିଶୋର ନାଉରୀ ପ୍ରତିଯୋଗିତା ପରିଚାଳନା କରିଥିଲେ।ପରେ ପୁରସ୍କାର ବିତରଣ ସଭାରେ ପ୍ରଧାନଶିକ୍ଷକ ଶୁକଦେବ ପଣ୍ଡାଙ୍କ ସଭାପତିତ୍ଵରେ ମିଲେଟ ମିଶନର ଆମ୍ବାସିଡର ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ହାଇସ୍କୁଲର ପ୍ରାଧାନଶିକ୍ଷକ ଶ୍ରୀ ପିତବାସ ପଣ୍ଡା ମୁଖଅତିଥିଭାବେ ଯୋଗଦେଇ ମିଲେଟ ବା ମାଣ୍ଡିଆ ଚାଷ ଓ ଏହାର ଉପକାରିତା ସମ୍ପର୍କରେ ବିବୃତି ରଖିଥିଲେ।

ଶେଷରେ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କୃତୀ ଛାତ୍ରଛାତ୍ରୀଙ୍କ ମଧ୍ଯରେ ନବମ ଶ୍ରେଣୀର ଛାତ୍ରୀ ମଧୁସ୍ମିତା ରଣା ପ୍ରଥମ, ଦଶମ ଶ୍ରେଣୀର ଛାତ୍ରୀ ମିକି ରଣା ଦ୍ରିତୀୟ ଓ ସପ୍ତମ ଶ୍ରେଣୀର ଛାତ୍ରୀ ପ୍ରତିମା ଗୁପ୍ତା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଖେଳ ଶିକ୍ଷକ ମହେନ୍ଦ୍ର ସାହୁ ସଭା ପରିଚାଳନା କରିଥିବା ସ୍ଥଳେ ସହକାରୀ ଶିକ୍ଷକ ଲକ୍ଷ୍ମଣ ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Related Post

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ ୧୪ ରୁ ୨୦ ତାରିଖ ପଯ୍ୟନ୍ତ ସେବା ସପ୍ତାହ ରୂପେ ପାଳନ

Posted by - September 18, 2020 0
ଯାଜପୁର ଅଫିସ :ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିବସ କୁ ୧୪ ରୁ ୨୦ ତାରିଖ ପଯ୍ୟନ୍ତ ସେବା ସପ୍ତାହ ରୂପେ ପାଳନ କରାଯାଇଛି । …

ଓଡ଼ିଶା ମୋଟର ଚାଳକ ସଂଘ ର ନୂତନ କର୍ମକର୍ତ୍ତା ଓ ବନ୍ଧୁ ମିଳନ।

Posted by - December 12, 2021 0
ବଙ୍ଗୋମୁଣ୍ଡା:ତା୧୨/୧୨(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅନ୍ତର୍ଗତ ଜୁରାବନ୍ଦ ପଞ୍ଚାୟତ ଛତରଙ୍ଗ ଗୁମ୍ଫା ଡେମ ଠାରେ ଓଡିଶା ମୋଟର ଚାଳକ ସଂଘ ର ନୂତନ କର୍ମକର୍ତ୍ତା ଚୟନ ଓ…

ଦିନକୁ ଦିନ ବଢି ବାରେ ଲାଗିଛି ବୁଲା ହାତୀଙ୍କ ଆତଙ୍କ

Posted by - April 14, 2020 0
କେନ୍ଦୁଝର:(ସୀତାରାମ ଦୀକ୍ଷିତ )ଆଜି ଭଳି ଦିନରେ ଯୋଗୁନା ମୁଣ୍ଡା କୁ ହାତୀ ଦଳି ମାରି ଦେଇଥିବାର ଦେଖିବାକୁ ମିଳିଛି। ଏମିତି ଏକ ଅଭାବନୀୟ ଘଟଣା ଘଟି ଥିବା…

ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ର ଦ୍ୱିତୀୟ ଦିବସରେ ବୌଦ୍ଧ ଜିଲ୍ଲା ମୁଖରିତ

Posted by - April 25, 2022 0
ବୌଦ୍ଧ:(ଚିତ୍ତରଂଜନସିଂ)ଶ୍ରୀରାମ ଲୀଳା ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ, ସମ୍ମାନୀତ…