Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ହରିଶଙ୍କର ମନ୍ଦିର ଦର୍ଶନ କଲେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ଦିନେଶ ମୋଙ୍ଗିଆ

54 0

ଖପ୍ରାଖୋଲ: ୦୩/୦୫( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ଦିନେଶ ମୋଙ୍ଗିଆ ବୁଧବାର ପହଞ୍ଚି ମନ୍ଦିର ଓ ଝରଣା ବୁଲି ଦେଖିଥିଲେ । ଭାରତୀୟ ଦଳରେ ତରଫରୁ କ୍ରିକେଟ ଖେଳି ସୁନାମ ଅର୍ଜନ କରିଥିବା ଭେଟେରାନ ଖେଳାଳି ଙ୍କୁ ଦେଖିବା କୁ ମଧ୍ୟ ଲୋକଙ୍କ ଭିଡ଼ ହୋଇଥିଲା ।

ବଲାଙ୍ଗିର କୁ କୌଣସି କ୍ରୀଡା ସମ୍ପର୍କିତ କାର୍ଯ୍ୟରେ ଆସିଥିବା ବେଳେ ହରିଶଙ୍କର ମନ୍ଦିର ଓ ଝରଣା ବୁଲି ଦେଖିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟ ଚିରସ୍ରୋତା ଝରଣା ଓ ପୁରାତନ ମନ୍ଦିର ଦର୍ଶନ କରି ପରିବେଶ କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହି ଅବସରରେ ପ୍ରଶାସନ ତରଫରୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରାଯାଇଥିବା ବେଳେ ଖପ୍ରାଖୋଲ ପ୍ରେସ କ୍ଲବ ତରଫରୁ ହରିଶଙ୍କର ଠାକୁରଙ୍କ ଏକ ଫଟୋ ଚିତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଆଁର, ଅଭୟ ତ୍ରିପାଠୀ, ତାପସ ରଞ୍ଜନ ବେହେରା , ଉମାକାନ୍ତ ପଧାନ , ଜ୍ୟୋତି ରଞ୍ଜନ ପଣ୍ଡା , ବଳଭଦ୍ର ଦାସ , ମଧୁସୂଦନ ମାଝୀ , ପଞ୍ଚମ ପଧାନ , ନରସିଂହ ପୁଝାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related Post

ବିଜେଡ଼ିର ସାଂଗଠନିକ ସମ୍ପାଦକ ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

Posted by - March 5, 2020 2,290
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏଣିକି ବିଜେଡିର ସବୁ ସଙ୍ଗଠନର ଇନଚାର୍ଜ ରହିବେ ପ୍ରଣବ ।…

ଇତିହାସ ହୋଇଗଲା ୨୫ ବର୍ଷର ବସଷ୍ଟାଣ୍ଡ,ପ୍ରଶାସନିକ ଚକ୍ରାନ୍ତ ର ଫଳ ଭୋଗୁଛନ୍ତି ସାଧାରଣ ଜନତା

Posted by - December 28, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ସ୍ଥିତ ମୁଖ୍ୟ ବସଷ୍ଟାଣ୍ଡ ପ୍ରଶାସନିକ ଚକ୍ରାନ୍ତ ଯୋଗୁଁ ମାଟିରେ ମିଶି ଇତିହାସ ହୋଇଯାଇଥିବା…

ସମ୍ପନ୍ନ ହେଲା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ଶେଷକୃତ୍ୟ

Posted by - September 9, 2019 1,019
ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କର୍କଟ ରୋଗରେ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ନେଇ ଆଧ୍ୟାଦେଶ୍ ସମ୍ପର୍କିତ ଗେଜେଟ ବିଜ୍ଞପ୍ତି ପ୍ରକାଶ

Posted by - December 26, 2021 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ଆଇନ ର ସଂଶୋଧନ ସକାଶେ ଆଇନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ଜାରି…

କାର୍ଯ୍ୟରତ ସାମ୍ବାଦିକଙ୍କୁ ମଦ୍ୟପ ସରକାରୀ କର୍ମଚାରୀଙ୍କ ଆକ୍ରମଣ

Posted by - February 15, 2023 0
ଭୁବନେଶ୍ବର/ଆମପାଣି: କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ରେ ଦୈନିକ ଖବର କାଗଜ ସମାଜ ପତ୍ରିକାରେରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି କିଶନ କୁମାର ପଟ୍ଟନାୟକଙ୍କୁ ଖବର ସଂଗ୍ରହ କରିବାକୁ…