Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

କେସିଙ୍ଗା ବିଦ୍ୟା ମନ୍ଦିର ଠାରେ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦଘାଟିତ

76 0

କେସିଙ୍ଗା: ୩/୫(ପ୍ରିତେଶ ପଟେଲ୍) ବୁଧବାର ଦିନ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁସାରେ ଦକ୍ଷିଣ ସମ୍ଭାଗର ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଶ୍ରୀ ନୃପରାଜ ଯାଦବ ନଗର ପାଳ ବିଜ୍ଞାପିତ ଅଞ୍ଚଳ ପରିଷଦ କେସିଙ୍ଗା, ମୁଖ୍ୟ ବକ୍ତା ଶ୍ରୀ ରୂପ ସିଂ ରାଉତ ଦକ୍ଷିଣ ସମ୍ଭାଗର ସଭାପତି, ଶ୍ରୀ ସୁବ୍ରତ କୁମାର ପଟ୍ଟନାୟକ କୋରାପୁଟ ବିଭାଗ ନିରୀକ୍ଷକ ଓ କ୍ଷେତ୍ର ବିଜ୍ଞାନ ସଂଯୋଜକ, ସ୍ଥାନୀୟ ବିଦ୍ୟା ମନ୍ଦିର ର ସଂପାଦକ ଶ୍ରୀ ଅଭୟ କୁମାର ଦେବତା ମଞ୍ଚାସୀନ ଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଦୀପ କୁମାର ମଲ୍ଲିକ ପ୍ରାନ୍ତ ଶିଶୁ ବାଟିକା ସଂଯୋଜକ ଓ କ୍ଷେତ୍ର ଶିଶୁ ବାଟିକା ସହ ସଂଯୋଜକ, ଶ୍ରୀ ସଞ୍ଜୟ କୁମାର ମିଶ୍ର ସହ ପ୍ରାନ୍ତ ଶାରୀରିକ ଶିକ୍ଷା ସଂଯୋଜକ, ଶ୍ରୀ ବିପିନ ବିହାରୀ ମିଶ୍ର କଳାହାଣ୍ଡି ବିଭାଗ ନିରୀକ୍ଷକ ଓ ପ୍ରାନ୍ତ ପ୍ରଶିକ୍ଷଣ ସଂଯୋଜକ, ଶ୍ରୀ ମାଧବ ସତପଥି କୋରାପୁଟ ସହ ବିଭାଗ ନିରୀକ୍ଷକ ପ୍ରାଧାନ ଆଚାର୍ଯ୍ୟ ଶ୍ରୀ ପ୍ରବୀଣ କୁମାର ବେହେରା ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣରେ ୯ ଜଣ ପ୍ରଶିକ୍ଷକ ୩ଜଣ ପ୍ରଶିକ୍ଷକା ସମେତ ୪୫ ଜଣ ଶିକ୍ଷାର୍ଥୀ ଭାଇ ଓ ୮୪ ଜଣ ଭଉଣୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଶେଷରେ ଅଭୟ କୁମାର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରଶିକ୍ଷଣରେ ସ୍ଥାନୀୟ ବିଦ୍ୟାଳୟର ଗୁରୁଜୀ ଗୁରୁମା ଓ ସେବକ ସେବିକା ସହଯୋଗ କରିଥିଲେ ।

 

Related Post

ସର୍ବଶ୍ରେଷ୍ଠ ଶିକ୍ଷକ ଉପାଧିରେ ସମ୍ମାନୀତ ହେଲେ ଅତାବିରାର ଯୁବ ଶିକ୍ଷକ ଓମ୍ ପ୍ରକାଶ ପଣ୍ଡା

Posted by - November 17, 2021 0
ବରଗଡ/ଅତାବିରା:ନିଜ ଗାଁ ମାଁ ମାଟିକୁ ଛାଡି ସୁଦୁର ହରିୟାଣା କୁ ଯାଇ ଶିକ୍ଷକତା ବୃତ୍ତି କୁ ଆପଣେଇ ନେଇଥିବା ଅତାବିରା ର ଯୁବ ଶିକ୍ଷକ ଓମ୍ ପ୍ରକାଶ…

ଟିଟିଲାଗଡ଼ ଧର୍ମଶାଳା ଠାରେ ଜାତୀୟ ପ୍ରେସ ଦିବସ ପାଳିତ

Posted by - November 18, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ନଭେମ୍ବର ୧୬ ତାରିଖକୁ ଜାତିୟ ପ୍ରେସ ଦିବସ ପାଳନ କରାଯାଇଥାଏ, ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ପରିସରରେ ଓଡିଶା ୟୁନିୟନ ଅଫ…

ଟିକିରି ବନାଞ୍ଚଳ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହେଇଯାଇଛି

Posted by - June 5, 2022 0
ରାୟଗଡା :(ଅଞ୍ଜନ କୁମାର ନାଏକ)ବିଶ୍ୱସ୍ତରରେ ଲୋକଙ୍କୁ ପରିବେଶ ଉପରେ ଏକ ସକରାତ୍ମକ ଭାବନା ସୃଷ୍ଟି କରାଇବା ଏହି ଉଦେଶ୍ୟ ରେ ପ୍ରତିବର୍ଷ ଜୁନ୍ ୫ ତାରିଖରେ ବିଶ୍ୱ…

ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁଦିବସ ପାଳିତ,

Posted by - September 9, 2019 1,065
କେନ୍ଦୁଝର,୫/୯ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚ଼ାର୍ଯ୍ୟ ଶ୍ରୀଯୁକ୍ତ ଡ଼ମ୍ବରୁଧର ମହାନ୍ତ ଙ୍କ ଅଧ୍ୟକ୍ଷତାରେ ପବିତ୍ର ଗୁରୁଦିବସ ଉତ୍ସବ ଖୁବ ସୁନ୍ଦର ଭାବରେ ପାଳିତ…

ପାଟଣାଗଡ ଉପ-ଜିଲ୍ଲାପାଳ ଖପ୍ରାଖୋଲ ନୋଡାଲ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇଲେ

Posted by - July 3, 2022 0
ପାଟଣାଗଡ :(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ନୋଡାଲ ବିଦ୍ୟାଳୟ ର ଏକ ସଭା କୁ ଶନିବାର ଦିନ ଉପଜିଲ୍ଲପାଳ ବିଜୟାନନ୍ଦ ସେଠି…