ମିଶନ ଶକ୍ତି ବଜ଼ାରର ଶୁଭ ଉଦଘାଟନ

36 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ସ୍ତରୀୟ ମିଶନ ଶକ୍ତି ବଜ଼ାର ଆଜି ଶୁଭ ଉଦଘାଟନ ହୋଇଯାଇଛି l ସୀତାରାମ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ସାହାଜପିଟା , ସୋନପୁର ଦ୍ଵାରା ପରିଚାଳିତ ଏହି ବଜାର ରେ ସୋନପୁର ବ୍ଲକ ର ସମସ୍ତ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରାଯିବା ସହିତ ବିଭିନ୍ନ ପ୍ରକାର ଛତୁ ଓ ଛତୁ ମଞ୍ଜି ବିକ୍ରୟ କରାଯିବ l

ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଙ୍କ ଉପସ୍ଥିତ ରେ ସୀତାରାମ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଭାପତି ଙ୍କ କରକମଳ ବଜାରର ଶୁଭ ଉଦଘାଟନ ହୋଇଯାଇଛି l ଏହି ଉଦଘାଟନ ସମାରୋହରେ ବିଡିଓ, ସୋନପୁର-ଶ୍ରୀ ସୌମ୍ୟ ରଞ୍ଜନ ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର , ଜିଲ୍ଲା ସଂଯୋଜକ ମିଶନଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ, ଅନ୍ୟାନ୍ୟ ମିଶନ ଶକ୍ତି କର୍ମକର୍ତ୍ତା, ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀ ଏବଂ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଭ୍ୟା ମାନେ ଉପସ୍ଥିତ ଥିଲେ l

 

Related Post

ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦ।ବୀରେ କୋଶଲ ସଂଘର୍ଷ ବାହିନୀ ତରଫରୁ ଖପ୍ରାଖୋଲ ବନ୍ଦ ପାଳନ , ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

Posted by - October 17, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ହରିଶଙ୍କର ଠାରୁ ନୃସିଂହନାଥ କୁ ରୋପୱେ ନିର୍ମାଣ ଦବୀରେ…

ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା

Posted by - November 11, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ପୁଣି ଅଲୋଡା ହେଲା ଶିଶୁ କନ୍ୟା । ରାସ୍ତା କଡରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା । ଯାଜପୁର ରସୁଲପୁର ବ୍ଲକ…

ବାରହା ଜାଲରେ ଫସି ଆଉ ଏକ ଦନ୍ତା ହାତୀର ମୃତ୍ୟୁ , ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ

Posted by - July 6, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡିଶାରେ ଲଗାତାରଭାବେ ହାତୀ ମୃତ୍ୟୁ ଘଟଣା କୁ ନେଇ ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି…

ବୃଦ୍ଧ ବାସୁଲେଇ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ

Posted by - April 9, 2023 0
ଯାଜପୁର:ଯାଜପୁର ବ୍ଲକ ଉପର ବରୁହାଁ ବୃଦ୍ଧ ବାସୁଲେଇ ପୀଠରେ ବାର୍ଷିକୋତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି । ଚୈତ୍ର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି…