Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଧର୍ମଗଡ ବ୍ଲକ ପାଚିକା ସଂଘ କମିଟି ଗଠିତ

224 0

ଧର୍ମଗଡ:୨୬/୪(ହେମନ୍ତ କୁମାର ମାଝୀ)ଧର୍ମଗଡ କାଶିବାହାଲ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସର ଠାରେ ଏଆଇଟିୟୁସି ଅନୁବନ୍ଧିତ ନିଖିଳ ଓଡ଼ିଶା ଏମଡିଏମ ପାଚିକା ଓ ସହାୟିକା ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

ଏହି ବୈଠକ ରେ ଏଆଇଟିୟୁସି ରାଜ୍ୟ ଉପସଭାପତି ଅକ୍ଷୟ କୁମାର ମେହେର ମୂଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଭବାନିପାଟଣା ବ୍ଲକ ସଭାପତି ଅବନ୍ତି ଦଣ୍ଡସେନା, କୋକସରା ବ୍ଲକ ସଭାପତି ହେମ ନାଏକ, ଉପ ସଭାପତି ରିକେ ରାମ ଭାଟି, ଜୁନାଗଡ଼ ବ୍ଲକ ସଂଘ ରୁ ଆହ୍ଲାଦିନୀ ପ୍ରଧାନୀ, ପାର୍ବତୀ ଗହୀର ପ୍ରମୁଖ ଯୋଗ ଦେଇଥିଲେ ।

ପାଚିକା ଓ ସହାୟିକା ମାନଙ୍କ ର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କ ରେ ଏଠାରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ଥିଲା । ଏହି ଅବସର ରେ ପାଚିକା ସଂଘ ର ଧର୍ମଗଡ ବ୍ଲକ କମିଟି ଗଠନ କରା ଯାଇଥିଲା ।

Related Post

ଅତାବିରା ଥାନାରେ ନୁତନ ଥାନା ଅଧିକାରି ଭାବେ ଯୋଗ ଦେଲେ ଅନିଲ ପ୍ରଧାନ

Posted by - December 16, 2021 0
ବରଗଡ:ବରଗଡ ଜିଲ୍ଲାରେ ପୋଲିସ ଅଧିକାରିଙ୍କ ଅଦଲ ବଦଲ ହୋଇଥିବା ଦେଖାଦେଇଛି ।ବରଗଡ ମୁଖ୍ୟାଲୟରେ ଥିବା ଇନ୍ସପେକ୍ଟର ଦୁର୍ଗାମାଧବ ପଧାନଙ୍କୁ ମେଲଛା ମୁଣ୍ଡା,ମେଲଛା ମୁଣ୍ଡା ଥାନା ଅଧିକାରି ସ୍ୱପ୍ନାରାଣି…

ଶେଷ ଦିବସରେ ହରଭଙ୍ଗା ବ୍ଲକରେ ୩୨୨ଟି ନାମାଙ୍କନପତ୍ର ଦାଖଲ

Posted by - January 21, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଈଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସରେ ୩୨୨ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ବ୍ଲକ କାର୍ଯ୍ୟାଳୟ…

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସଦର ମହକୁମା ନିକଟରୁ ଏ.ଟି ଏମ ଭାଙ୍ଗି ବ୍ୟାଟେରୀ ଚୋରି

Posted by - June 10, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଉଲୁଣ୍ଡା ସଦର ମହକୁମା ମୁଖ୍ୟ ବଜାର ନିକଟରୁ ଏ.ଟି ଏମ ଭାଙ୍ଗି ବ୍ୟାଟେରୀ ଚୋରି ।…

ମାଓ ଗଡ଼ ରେ ୧୬୦ ବି. ଏସ. ଏଫ. ଯବାନ ଙ୍କ ଦ୍ୱାରା ଜନସମ୍ପର୍କ ଶିବୀର

Posted by - February 12, 2022 0
ମାଥିଲି: (ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଛତିଶଗଡ ସୀମା ଟେମୁରପଲ୍ଲୀ ଗ୍ରାମପଞ୍ଚାୟତ କିରିମିଟି ଗ୍ରାମ ଠାରେ 160 ବି ଏସ ଏଫ ଯବାନ ଙ୍କ…