Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଡ୍ରେନେଜ ସୁବିଧା ନଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ

90 0

ଯାଜପୁର:ଯାଜପୁର ବିଂଝାରପୁର ବ୍ଲକ ସୟଦପୁର ପଂଚାୟତ ସରଦାରୀ ମହଲ୍ଲାରେ ଡ୍ରେନେଜ ସୁବିଧା ଓ ଅଳିଆ ଆବର୍ଜନା ପାଇଁ ଡଷ୍ଟବିନ ନଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବର୍ଷ ର ସବୁ ଦିନେ  ରାସ୍ତା ଉପରେ ପାଣି ଜମି ରହୁଛି।

ଯାହା ଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଏ ନେଇ ଗ୍ରାମବାସୀ ମାନେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ ଅନ୍ୟ ପଟେ ଏହାର ଯଥାଶୀଘ୍ର ସମାଧାନ କରାଯିବ ବୋଲି ସରପଞ୍ଚ ପ୍ରତିଶୃତି ଦେଇଛନ୍ତି l

Related Post

କଳାହାଣ୍ଡିରେ ଅଘଟଣ ,ବିଦ୍ୟୁତ ତ୍ରୁଟି ସୁଧାରିବାକୁ ଯାଇ ଯୁବକଙ୍କ ମୃତ୍ୟୁ

Posted by - May 4, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ସାପଦୁହୁନି ଗାଁ ରେ ଘଟିଯାଇଛି ଏକ ଅଘଟଣ। ବିଦ୍ୟୁତ ର ତ୍ରୁଟି…

କୋର୍ଟ ନୋଟିସକୁ ଅବମାନନା କରି ଗୃହ ନିର୍ମାଣ

Posted by - April 21, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଆତଙ୍ଗ ନାସନ ହାଇସ୍କୁଲରେ କୋର୍ଟ ନୋଟିସକୁ ଅବମାନନା କରି ଗୃହ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି…

ଭିନ୍ନକ୍ଷମ ଓ ଅନାଥ ଛାତ୍ର ଛାତ୍ରୀଙ୍କୁ ମେଳା ବୁଲାଇ ସେମାନଙ୍କ ମନ ଖୁସି କଲେ ସଂଗଠକ

Posted by - January 20, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଭିନ୍ନକ୍ଷମ ଓ ଅନାଥ ଛାତ୍ର ଛାତ୍ରୀଙ୍କୁ ମେଳା ବୁଲାଇ ସେମାନଙ୍କ ମନ ଖୁସି କଲେ ସଂଗଠକ। ଯାଜପୁର  ବରୁଣେଶ୍ୱର ୟୁଥ ଫୋରମର…

IHRC ପକ୍ଷରୁ ସ୍କୁଲ ଫିସ ହ୍ରାସ ନିମନ୍ତେ ଏକ ଦାବିପତ୍ର ପ୍ରଦାନ।

Posted by - June 14, 2021 0
ଉତ୍ତରଭୁବନେଶ୍ୱର :(ସନ୍ତୋଷ ରାଉତ)IHRC ର ସଭାପତି ଶ୍ରୀ ଶିବ ସୁନ୍ଦର ସ୍ୱାଇଁ, ଖୋର୍ଦ୍ଧା ସଭାପତି ଶ୍ରୀ ନାରାୟଣ ସାହୁ ରାଜ୍ୟ ଯୁଗ୍ମ ସମ୍ପାଦକ ଶାସlଙ୍ଖ ଶେଖର ପଣ୍ଡା…

ଆଇନ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ

Posted by - July 13, 2020 1,579
ଯାଜପୁର ଅଫିସ :କରୋନା ମହାମାରୀ ସମଗ୍ର ବିଶ୍ୱରେ ବ୍ୟାପକ ପ୍ରଭାବ ବିସ୍ତାର କରିଥିବା ବେଳେ ଯାଜପୁର ଜିଲ୍ଳ୍‌ା ଏଥିରୁ ବାଦ୍ ପଡିନାହିଁ । ଜୁଲାଇ ୧୧ ତାରିଖ…