ବ୍ୟାସନଗର :(ଦେବବ୍ରତ ସାହୁ) ଯାଜପୁର ରୋଡ ସହର ର ଚୋରଦା ବାଇ ପାସ ରୋଡ ରେ Auto Refresh ର Grand Opeing ହୋଇଯାଉଛି l ଗ୍ରାହକ ମାନେ ଉତ୍ତମ ଜ୍ଞାନ କୌଶଳ ର ଗାଡି ସର୍ଭିସିଂ ପାଇବା ସହିତ steam wash, foam wash, under body cleaning, car sanitzation, paint protection, engine coating, rubbring washing ଓ head light treatment ଭଳି ଅନେକ ଗୁଡ଼ିଏ ସୁବିଧା ପାଇପାରିବେ l
ଉକ୍ତ ଉନ୍ମୋଚନ ରେ ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ପୂର୍ବତନ ଉପ ନଗରପାଳ ହୃଦାନନ୍ଦ ସାମଲ, ବ୍ରଜକିଶୋର ରାଉତ ପ୍ରମୁଖ ଉପସ୍ଥିତ ଥିଲେ l Auto Refresh ଗ୍ରାହକ ମାନଙ୍କୁ ଅତି ଉତ୍ତମ ମାନର ସର୍ଭିସ୍ ଅତି ସୁଲଭ ମୂଲ୍ୟରେ ଯୋଗାଇ ଦେବ ବୋଲି ଏହାର Owner Vishal କହିଛନ୍ତି l