Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ସେଛାକୃତ ରକ୍ତଦାନ ଶିବିର

80 0

ଯାଜପୁର:ଯାଜପୁର ରାମବାଗ ସନ୍ଥ ନିରଂକାରି ସତସଙ୍ଗ ଭବନ ପରିସରରେ ଏକ ସତସଙ୍ଗ ଏବଂ ସେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ରାଜକୁମାର ଗୁପ୍ତାଜି ଙ୍କ ଅଧକ୍ଷତା ରେ ଏହି ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହାପରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ୧୦୦ରୁ ଉର୍ଦ୍ଧ ୟୁନିଟ  ରକ୍ତ  ସଂଗ୍ରହ କରାଯାଇଥିଲା।

Related Post

କୋଭିଡ ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ : କଳାହାଣ୍ଡି ଜିଲ୍ଲାପାଳ

Posted by - January 12, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶ ତଥା ରାଜ୍ୟରେ କରୋନା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ କଳାହାଣ୍ଡିରେ ମଧ୍ୟ ଗତ ସାତ…

ବିଶ୍ୱ ଥାଲାସେମିଆ ଦିବସ ପାଳିତ

Posted by - May 9, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଅଫିସରର୍ସ କ୍ଲବ ପରିସରରେ ବିଶ୍ୱ ଥାଲାସେମିଆ ଦିବସ ପାଳିତ ହୋଇଯାଇଛି। ଥାଲାସେମିଆ ଓ ସିକିଲ ସେଲ ସୋସାଇଟି ପକ୍ଷରୁ ଆୟୋଜିତ…

ଟିଟିଲାଗଡ଼ ବିପ୍ର ଫାଉଣ୍ଡେସନ ତରଫରୁ ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - May 2, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ମଇ ମାସ ୧ ତାରିଖରେ ବିପ୍ର ଫାଉଣ୍ଡେସନ ଆରମ୍ଭ ହୋଇଥିଲା, ତେବେ ଏହି ବର୍ଷ ୧୩ ତମ ସ୍ଥାପନା ଦିବସ ଉପଲକ୍ଷେ…

୧୫ ରୁ ୧୮ ବର୍ଷ ବୟସ୍କ ଛାତ୍ର ଛାତ୍ରୀଙ୍କୁ କୋଭାକ୍ସିନ ଟୀକା

Posted by - January 7, 2022 0
ମୁନିଗୁଡା:(ରମାକାନ୍ତ ପୋଢାଳ)ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର ସ୍ତାନୀୟ ମା ମାର୍କମା ମହା ବିଦ୍ୟାଳୟରେ ଆଜି ଆରମ୍ଭ ହେଲା କୋଭିଡ୍ ଟୀକା କରଣ । ବିଷମ କଟକ…