Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ତ୍ରିବେଣୀ ସଂଗମ ରାମେଶ୍ବର ମନ୍ଦିରରେ ସନ୍ଥ ସମ୍ମିଳନୀ ଓ ବିଶ୍ବଶାନ୍ତି ମହାଯଜ୍ଞ

65 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ତ୍ରିବେଣୀ ସଂଗମ ରାମେଶ୍ବର ମନ୍ଦିରରେ ସନ୍ଥ ସମ୍ମିଳନୀ ଓ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି I ଦୁଇ ଦିନ ଧରି ଏହି ମହାଯଜ୍ଞ ହୋଇଥିବା ବେଳେ ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ସାଧୁ ସନ୍ୟାସିଙ୍କ ସହିତ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ I

ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ତଥା ଅନ୍ୟାନ୍ୟ ସ୍ବଚ୍ଛାସେବୀ ଅନୁଷ୍ଟାନ ଦ୍ବାରା ଏହି ସନ୍ଥ ସମ୍ମିଳନୀ ଓ ମହାଯଜ୍ଞର ଆୟୋଜନ କରାଯାଇଥିଲା I ଗତ କାଲି ରାମେଶ୍ବର ମନ୍ଦିରରେ ସନ୍ଥ ସମ୍ମିଳନୀ ଓ ବିଶ୍ବଶାନ୍ତି ମହାଯଜ୍ଞ କରାଯାଇଥିବା ବେଳେ ଆଜି ସାଧୁ ସନ୍ୟାସିଙ୍କ ସହିତ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ I ଏଥିରେ ଶ୍ରଦ୍ଧାଳୁ ମାନେ ଖଣ୍ଡା ଚାଳନା କରିବା ସହିତ ବିଭିନ୍ନ ପ୍ରକାଳ କଳା କୌଶଳ ପ୍ରଦର୍ଶନ କରିଥିଲେ I

 

Related Post

ଭଗାମୁଣ୍ଡା ଠାରେ ଶୁଭ ଉଦଘାଟନ ହେଲା ମେଗା ସିଲ୍କପାର୍କ

Posted by - September 13, 2019 36
କେନ୍ଦୁଝର,୧୨/୯କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଠାରେ ଗୁରୁବାର ଏକ ମେଗା ସିଲ୍କପାର୍କର ଶୁଭ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ…

ବନ ସୁରକ୍ଷା କମିଟି ପକ୍ଷରୁ ୮ଦଫା ଦାବିପତ୍ର ପ୍ରଦାନ

Posted by - August 30, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟ୍ଟା, ସାରିୟାଭଟ୍ଟା , ଲକଟିପଖନା, ତିନୋଟି ଗ୍ରାମବାସୀଙ୍କ ତିରିଶ ଏକର ରୁ ଉର୍ଦ୍ଧ୍ବ…

ଗଣ୍ଡା ସମାଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

Posted by - August 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା  ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ରାଧାନଗର୍ ପଂଚାୟତ ର ଗାନ୍ଧିନଗର ଠାରେ ୫୦ ଟି ଆମ୍ବ…

ପରକିଆ ପ୍ରୀତି, ବିବାହିତା ମନ୍ଦିର ପୂଜକ ପ୍ରାପ୍ତ ବୟସ୍କ ଯୁବତୀ କୁ ଧରି ଫେରାର

Posted by - September 13, 2021 0
ବୌଦ୍ଧ: ୧୨/୯ (ଚିତରଂଜନ ସିଂ)ପ୍ରେମ ମାନେ ନାହିଁ ବୟସ ଜାତି ଗୋତ୍ର ।ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମନମୁଣ୍ଡା ଥାନା ଶୁଣ୍ଢିପଦର ପଂଚାୟତ ନଦୀଆନଗର…