Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଦେବସର ମା ଦୁର୍ଗାଙ୍କ ସହିତ ଅଖଣ୍ଡ ଜ୍ୟୋତିର ନଗର ପରିକ୍ରମା

49 0

ନର୍ଲା :(ଅମୀୟ କୁମାର ଦାସ )ମା ଦେବସର ଧାମ ମା ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ଛପନପ୍ରହର ନାମଯଞ ପାଇ ଗତ ୧୬  ତାରିଖରୁ କଳସ ଯାତ୍ରା ଆରମ୍ଭ କରି ୧୭ ତାରିଖରୁ ପୂଜା ଆରମ୍ଭ ହୋଇଥିବା ବେଳେଆଜି ଶନିବାର ଅପରାହ୍ନରେ ମା ଦେବସର ମା ଦୁର୍ଗାଙ୍କ ସମେତ ଭଗବାନ ଗଣେଶ ,ହନୁମାନ,ମା ସନ୍ତୋଷି ,ବାବା ଭ୍ୟେରବନାଥ ବିଗ୍ରହ ଓ ଅଖଣ୍ଡ ଜ୍ୟୋତି କୁ ଏକ ସୁସଜ୍ଜିତ ରଥରେ ବସାଇ ଭଜନ କୀର୍ତନ ସହିତ ଘୁମୁରା ବଜାଇ ହଜାର ଶ୍ରଧାଳୁଙ୍କୁ ନେଇ ମହା ଆନନ୍ଦରେ ନଗର ପରିକ୍ରମାକରାଯାଇଛି।

ଏହି ନଗର ପରିକ୍ରମା ଟି ବରଗା ରେଳ ଫାଟକପର୍ଯ୍ୟନ୍ତ ଯାଇ ଜଗନ୍ନାଥ ମନ୍ଦିର ଦେଇ ପୂଜା ମଣ୍ଡପ ପହନ୍ଚି ଥିଲା । ଏହି ନଗର ପରିକ୍ରମା ସମୟରେ ଗ୍ରାମ ବାସୀ ମାନେ ଘରୁ ବାହାରି ସମସ୍ତ ବିଗ୍ରହଙ୍କୁ ପୂଜା ବନ୍ଦାପନା କରିଥିଲେ । ଏହି ନଗର ପରିକ୍ରମା ସମୟରେ ସ୍ଥାନୀୟ ଲୋକଙ୍କ ତରଫରୁ ଥଣ୍ଡା ପାନୀୟ ଜଳ,କୋଲ୍ଡ ଡ୍ରିନ୍କସ, ବରଫ, କାଜୁ ବାଦାମ ର ବ୍ୟବସ୍ଥା କରାଯାଇଥିଲା ।କୁନି କୁନୀ ଶିଶୁ ମାନେ ମା ଦୁର୍ଗା,ହନୁମାନ,ରାମ ଲଖଣ,ସୀତା ରୁପରେ ନିଜ ନିଜ କଳା ର ପରିଚୟ ଦେଇଥିଲେ ।

ଆସନ୍ତା ରବିବାର ସନ୍ଧ୍ୟା ୩  ଟାରେ ସମସ୍ତ ବିଗ୍ରହ ଗର୍ଭ ଗ୍ରୁହରେ ପ୍ରବେଶ କରିବା ପରେ ସନ୍ଧ୍ୟାରେ ପ୍ରଥମ ଆଳତୀ ଓ ପରେ ଭଜନ ସନ୍ଧ୍ୟା ପରିବେଷଣ କରାଯିବ ବୋଲି ଟ୍ରଷ୍ଟ ଅଧ୍ୟକ୍ଷ ମୂଲଚନ୍ଦ ଅଗ୍ରବାଲ ପ୍ରକାଶ କରିଥିଲେ ।ସୁବାଷ ଅଗ୍ରବାଲ ଓ ତାଙ୍କ ପତ୍ନୀ ପୁଷ୍ପା ଦେବୀ ଅଗ୍ରବାଲ କରତା ରୁପେ କାର୍ୟ୍ଯ ତୁଲାଇଥିବା ବେଳେ ପୂଜକ ଜନ୍ମଜୟ ମହାପାତ୍ର ପୂଜା କାର୍ଯ୍ୟ ତୁଲାଇଥିଲେ ।ଶ୍ୟାମସୁନ୍ଦର ଶର୍ମା,ସତ୍ୟନାରାୟଣ ଜୈନ, ଚନ୍ଦ୍ରମୋହନ ରୋହିଲା, ବିଜୟ ଅଗ୍ରବାଲଙ୍କ ସମେତ ବଣ୍ଟି ଶର୍ମା,ବଣ୍ଟି ଖେତାନ, ଅମର ଅଗ୍ରବାଲ,ରତନ ଅଗ୍ରବାଲ,ଅନିଲ କମାନୀ,ରୁପେଶ ଅଗ୍ରବାଲ,ସୁମିତ ଅଗ୍ରବାଲ, ପ୍ରଦୀପ ଅଗ୍ରବାଲ,ଅନିଲ ଅଗ୍ରବାଲ,ରତନ ଅଗ୍ରବାଲ, ଆଦିସ୍କନ୍ଦ ସାହୁ,ତରୁଣ ସାହୁ, ଦୀପକ ମହାନ୍ତି, ସୁଦର ଭୋଇ ,ସାନୁ ଶର୍ମା,ଭରତ ମହାନ୍ତି,ପୁଷ୍ପକ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।।

Related Post

ତେଲିବନ୍ଧ ରୁ ଡିଡିଙ୍ଗା ପଦର PWD ରାସ୍ତା ମରାମତି ଦାବି

Posted by - October 24, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ସରକାର ତୃଣମୂଳ ଠାରୁ ଆରମ୍ଭ କରି ମାଳ ମାଳ ଯୋଜନା ବାହାର କରୁଛନ୍ତି । କିନ୍ତୁ ଜନସାଧାରଣ ଯୋଜନା ପାଇବା ପୂର୍ଵରୁ ବାଟମାରଣା ହେବା ନିତିଦିନିଆ…

କୈବର୍ତ୍ତ ସମାଜ ପାଳିଲେ ମାଁ ମାଣିକେଶ୍ବରୀ ଯାତ୍ରା

Posted by - October 19, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୈଜ୍ଞାନିକ ଯୁଗରେ ମଧ୍ୟ ପଶୁବଳୀ କୁ ବିଶ୍ୱାସ କରୁଛି ମାନବ ସମାଜ! ବୌଦ୍ଧ ଜିଲ୍ଲା କଣ୍ଟାମ|ଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ପଥର୍ଲା ଓ…

ଏନ୍କେବିଟି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଗ୍ରହଣ ଖଣ୍ଡିଆ ଚିହ୍ନଟ ଶିବିରର ଆୟୋଜନ

Posted by - July 27, 2019 0
ଭୁବନେଶ୍ୱର: ନିର୍ମଳା କୃତି ବିକାଶ ଟ୍ରଷ୍ଟ ପକ୍ଷରୁ ଗ୍ରହଣ ଖଣ୍ଡିଆ ଚିହ୍ନଟ ଶିବିର ଆୟୋଜନ କରାଯାଇଛି । ଏହି ଶିବିରରେ ପାଖାପାଖି ୪୦୦ରୁ ଉଦ୍ଧ୍ୱର୍ ଲୋକ ଯୋଗ…

କାଶୀପୁର ବ୍ଲକ ଅନ୍ତର୍ଗତ ସଙ୍କରଡା ପଞ୍ଚୟତ ର ପଞ୍ଚାଳି ଗ୍ରାମରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

Posted by - April 18, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସଙ୍କରଡା ପଞ୍ଚୟତ ର ପଞ୍ଚାଳି ଗ୍ରାମରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ହୋଇଛି। ରାଜ୍ୟସରକାରଙ୍କ ଏହା ଏକ…