Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ବେଦାନ୍ତର ପାତର ଅନ୍ତର ନୀତି କୁ ବିରୋଧ କରି ଟ୍ରେନ ଲାଇନ୍ ରେ ଧାରଣା ଦେଲେ ଜମିହରା ପରିବାର

59 0

ମୁନିଗୁଡା :(ରମାକାନ୍ତ ପୋଡାଲ)ଲୋକଙ୍କ ଜମି ନେଇ ଠକି ଦେଲା ଗାଲୁଆ ବେଦାନ୍ତ। ଅମ୍ବାଦଳା ଅଞ୍ଚଳରୁ ୨୦୦୬ ମସିହାରୁ ବେଦାନ୍ତ କରିଥିଲା ଜମୀ ଅଧିଗ୍ରହଣ। ଜମି ନେବା ସମୟରେ ବିଭିନ୍ନ ପ୍ରତିଶ୍ରୁତି ରେ ପୋତି ପକାଇ ଥିଲା। ହେଲେ ଆଜି ପର୍ଯ୍ୟନ୍ତ ଜମିହରାଙ୍କୁ ନ୍ୟାୟ ମିଳି ପାରିନାହିଁ।

ନ୍ୟାୟ ନପାଇ ବାଧ୍ୟ ହୋଇ ଆଯି ଗୋଟିଏ ଜମିହରା ପରିବାର ବେଦାନ୍ତ ମାଲବାହି ଟ୍ରେନ ଅଟକାଇବା ସହ ଆତ୍ମହତ୍ୟା କରିବାର ଧମକ ଦେଇଛନ୍ତି। ଦୀର୍ଘ ସମୟ ଧରି ବେଦାନ୍ତ ଟ୍ରେନ ଅଟକି ରହିଥିଲେ ସୁଦ୍ଧା ଗାଲୁଆମି କରୁଛି ବେଦାନ୍ତ। ଘଟଣା ସ୍ଥଳରେ ରେଲୱେ ପୋଲିସ୍ ଓ ଅମ୍ବାଦଳା ପୋଲିସ ପହଞ୍ଚି ପରୀବାର ଲୋକଙ୍କୁ ବୁଝା ସୁଝା ଆରମ୍ଭ କରିଦେଇଛନ୍ତି।

ସେପଟେ ପରିବାର ଲୋକ ନିଜର ମାସକିଆ ୨୦୦୦  ଟଙ୍କା ପେନସନ ଓ ଜଣଙ୍କୁ ଜମି ଯାଇଥିବା ଟ୍ରାକ ରେ କାମ ନଦେଲେ ଟ୍ରେନ ଲାଇନ୍ ଉପରୁ ଉଥିବୁ ନାହିଁ ବୋଲି ଜଣାଇଛନ୍ତି। ଏହି ଘଟଣା ଉପରେ ବେଦାନ୍ତ କି ପ୍ରକାର ସମାଧାନ କରୁଛି ତାହା ଦେଖିବାକ ବାକି ରହିଲା

Related Post

ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟ କିନ୍ତୁ ଉପାନ୍ତ ରେ ଜନନୀ ଯନ୍ତ୍ରଣା

Posted by - December 1, 2021 0
ମାଲକାନଗିରି :(ଅବଦୁଲ ଗନି)ଜନନୀ ସୁରକ୍ଷା ଉପରେ ସରକାରୀ ତାହାବିଲରୁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟ ହେଉଛି।କିନ୍ତୁ ଆଜିବି ଉପାନ୍ତ ଅଂଚଳରେ ଜନନୀ ଯନ୍ତ୍ରଣା ର…

ଅବୈଧ ବାଲି ଚାଲାଣ ରୋକିବା ପାଇଁ ଟିଟଲାଗଡ ଉପଜିଲ୍ଲପାଳଙ୍କୁ କେସିଙ୍ଗା ଟ୍ରକ୍ ମାଲିକ ଓ ଟ୍ରାକ୍ଟର ମାଲିକଙ୍କ ଦାବି ପତ୍ର

Posted by - March 26, 2023 0
କେସିଙ୍ଗା :(ପ୍ରିତେଶ୍ ପଟେଲ) କେସିଙ୍ଗା ଦେଇ ଯାଇଥିବା ତେଲ ନଦୀ ଯାହାର ଗୋଟିଏ ପାର୍ଶ୍ୱରେ କଳାହାଣ୍ଡି ଓ ଗୋଟିଏ ପାର୍ଶ୍ୱରେ ବଲାଙ୍ଗୀର ଜିଲ୍ଲା ଅଭିଯୋଗ ଅନୁସାରେ ବଲାଙ୍ଗୀର…

ସମାପ୍ତ ହେଲା ପୌର ନିର୍ବାଚନ,ନିଜ ୱାର୍ଡ ରେ ଭୋଟ ଦେଲେ ପ୍ରଣବ ପ୍ରକାଶ ଦାସ

Posted by - March 24, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଭୋଟ ଦେଲେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳ ର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଯାଜପୁର ପୌରାଚଂଳର…

ନିର୍ବାଚନ ପୂର୍ବରୁ କୃଷକଙ୍କୁ ଥୋପ ,‘ପିଠା’ ପରେ ‘କାଳିଆ’

Posted by - December 22, 2018 1,021
ଭୁବନେଶ୍ବର:-ନିର୍ବାଚନ ପୂର୍ବରୁ କୃଷକଙ୍କୁ ଥୋପ ଦେଲେ ରାଜ୍ୟ ସରକାର । କାଳିଆ ଯୋଜନା ନାଁରେ କୃଷକଙ୍କ ପାଇଁ ସରକାର ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା…

ଗ୍ରାନାଇଟ ଫେକ୍ଟ୍ରି ଭିତରେ ଡ୍ରାଇଭର ଶବ ଉଦ୍ଧାର,ହତ୍ୟା ନା ଆତ୍ମହତ୍ୟା ତଦ ନ୍ତ ଜାରି

Posted by - March 7, 2023 0
କେସିଙ୍ଗା:(ପ୍ରିତେସ ପଟେଲ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ମିନି ଷ୍ଟାଡିୟମ ପାଖରେ ଥିବା ଆର୍ ଏମ୍ ଏନ୍ ଗ୍ରାନାଇଟ ଫ୍ୟାକ୍ଟ୍ରି ଷ୍ଟାଫ କ୍ୱାଟର ଭିତରେ ଫ୍ୟାକ୍ଟ୍ରି ର ଟ୍ରଲର…