Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଘୁଚାପାଲି ଗାଁ ରେ ବିଧବା ମହିଳାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ବୃଦ୍ଧ ଗଲେ ଜେଲ

62 0

ଖପ୍ରାଖୋଲ: ୧୮/୪(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଘୁଚାପାଲି ଗାଁ ର ଜୈନିକ (୩୨) ମହିଳା ଙ୍କ ସହ ଶାରରିକ ସମ୍ପର୍କ ରଖି ଗର୍ଭବତୀ କରିବା ଅଭିଯୋଗରେ ମଙ୍ଗଳବାର ଜେଲ ଗଲେ ବୃଦ୍ଧ । ଅଭିଯୁକ୍ତ ବୃଦ୍ଧ ଜଣକ ହେଲେ ତେଲେନପାଲି ପଞ୍ଚାୟତ ଘୁଚପାଲି ଗାଁ ର ପବିତ୍ର ଶଗଡ଼ିଆ (୬୩) ବୋଲି ଜଣାଯାଇଛି ।

ଅଭିଯୋଗ ଅନୁସାରେ ଘୁଚାପାଲି ଗାଁ ର ଜୈନିକ ବିଧବା ମହିଳା (୩୨) ଙ୍କୁ ଅଭିଯୁକ୍ତ ବୃଦ୍ଧ ଜଣକ ବିବାହ ର ପ୍ରତିଶୃତି ଦେଇ ଦୀର୍ଘ ଦିନ ହେଲା ଶାରିରୀକ ସମ୍ପର୍କ ରଖି ଆସୁଥିଲେଥି ବେଳେ ଏବେ ମହିଳା ଜଣକ ୬ ମାସର ଗର୍ଭବତୀ ହୋଇଥିବା ବେଳେ ବୃଦ୍ଧ ଜଣକ ମହିଳାଙ୍କୁ ବିବାହ କରିବା କୁ ମନା କରିଦେଇଥିଲେ ।

ଏନେଇ ମହିଳା ଜଣକ ଖପ୍ରାଖୋଲ ଥାନା ରେ ଅଭିଯୋଗ କଲା ପରେ କେସ ନମ୍ବର ୫୪/୨୩ ରେ ବିଭିନ୍ନ ଦଫା ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବୃଦ୍ଧ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପାଟଣାଗଡ ଏସ ଡି ପି ଓ ଜୋତିରର୍ମୟ ଭୁକ୍ତା ପ୍ରକାଶ କରିଛନ୍ତି

Related Post

ଦୁଇ ଭଉଣୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଲା ପୁଲିସ

Posted by - January 26, 2020 0
ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ। ଲୋୟର ପିଏମଜିରେ ଧାରଣାରେ ବସିଥିବା ଦୁଇ ଭଉଣୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି। ଦୀର୍ଘଦିନ ଧରି ଦାବି…

କାର୍ଯ୍ୟକ୍ଷମ ହେଲା ସ୍ଵୟଂଚାଳିତ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର

Posted by - December 21, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ବାଣିଜ୍ଯ ଓ ପରିବହନ ବିଭାଗ ର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଙ୍କ ଦ୍ଵାରା ସୋନପୁର ବଲାଙ୍ଗୀର ମୁଖ୍ୟରାସ୍ତା ର ସାହାଜପିଟା ଠାରେ…

ପାଲଟପୁର ପଂଚାୟତର ସରପଞ୍ଚ ଭାବେ ସୁଶ୍ରୀ ଲିପିକା ମଲ୍ଲିକଙ୍କ ଦାୟିତ୍ବ ଗ୍ରହଣ 

Posted by - March 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପଂଚାୟତ ର ସରପଞ୍ଚ ଭାବେ ସୁଶ୍ରୀ ଲିପିକା ମଲ୍ଲିକ ଆଜି ନିଜର ଦାୟିତ୍ବ ଗ୍ରହଣ…

ସମ୍ବଲପୁରି ହପ୍ତା ଉଦ୍‌ଘାଟିତ

Posted by - December 26, 2021 0
ସମ୍ବଲ୍‌ପୁର:(ରମାକାନ୍ତ ବିଶ୍ବାଳ) ସ୍ଥାନୀୟ ବିଶାଲଖିଣ୍ଡା ଗାଁରେ ସମ୍ବଲ୍‌ପୁରି ଭାସା ଏକାଡ଼େମି ଆଡ଼ୁ ସମ୍ବଲପୁରି ହପ୍ତା ଛାତ୍ର ଛାତ୍ରୀଙ୍କ ଦ୍ବାରା ସାମୁହିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଏହା…

ଟିଟିଲାଗଡରେ ଅସରାଏ ବର୍ଷାରେ ରାସ୍ତା ଉପରେ ଜମିଲା ପାଣି,ୱାର୍ଡ ନମ୍ବର ୧୪ ରେ ଅବ୍ୟବସ୍ଥା ବୁଲି ଦେଖିଲେ ପୌର ଅଧ୍ୟକ୍ଷା।

Posted by - May 2, 2023 0
ଟିଟିଲାଗଡ: (ସଞ୍ଜୟ କୁମାର ନାୟକ )ଟିଟିଲାଗଡ ସହରରେ ବହୁତ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଈଁ ପ୍ରସ୍ତାବ ମଧ୍ୟ ପାସ ହୋଇଛି,…