Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ବିଜୁ ବାବୁଙ୍କ ପବିତ୍ର ପୁଣ୍ୟ ତିଥି ରେ ପଦ୍ମପୁର ବ୍ଳକ ବିଜୁ ଜନତା ଦଳ ତରଫରୁ ୨୬ ତମ ଶ୍ରାଦ୍ଧ ଦିବସ ପାଳନ

90 0

ମୁନିଗୁଡା :(ରମାକାନ୍ତ ପୋଡାଲ )ବିକାଶ ପୁରୁଷ, ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ପବିତ୍ର ପୁଣ୍ୟ ତିଥି ରେ ଆଜି ପଦ୍ମପୁର ବ୍ଳକ ବିଜୁ ଜନତା ଦଳ ତରଫରୁ ୨୬ ତମ ଶ୍ରାଦ୍ଧ ଦିବସ ପାଳନ ହୋଇଛି।ଇତ୍ୟବସରରେ ସ୍ଥାନୀୟ ବିଶ୍ଵକର୍ମା ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ପଦ୍ମପୁର ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।


ପଦ୍ମପୁର ବ୍ଳକ ବିଜେଡି ସଭାପତି ରବିନାରାୟଣ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ନେତା ଦୁର୍ଗା ପ୍ରସାଦ ସାହୁ, ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ମାଝୀ, ଯୁବ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ଦଳେଇ, ପଦ୍ମପୁର ବ୍ଳକ ଉପାଧ୍ୟକ୍ଷ ରମେଶ ସାହୁ, ଜିଲ୍ଲା ସ୍ବତନ୍ତ୍ର ପରିଷଦ ସଦସ୍ୟ ହୁରୁଚୁଲା ମାଝୀ, ସହଦେବ ମାଣ୍ଡାଙ୍ଗୀ, ପୁର୍ବତନ ବ୍ଳକ ଅଧ୍ୟକ୍ଷ କୈଳାସ କ୍ରାଷ୍କା, , ବରିଷ୍ଟ ନେତା ବ୍ରଜ ପାଣିଗ୍ରାହୀ, ଯୁବ ନେତା ବୁଲୁ ସାହ , କୀଶୋର ଚନ୍ଦ୍ର ସାହୁ ଙ୍କ ସମେତ ବହୁ ଦଳୀୟ ନେତା, କର୍ମୀ, କର୍ମକର୍ତ୍ତା ଓ ନେତ୍ରୁବ୍ରୁନ୍ଦ ଗଣ ଯୋଗ ଦେଇ ଦିବଙ୍ଗତ ସ୍ବାଧିନତା ସଂଗ୍ରାମୀ ବିଜୁ ବାବୁଙ୍କ ଗୁଣ ଗାନ କରିବା ସହ ଆମ ପ୍ରିୟ ମୂଖ୍ୟମନ୍ତ୍ରୀ ନବୀନବାବୁ ଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ଜନ ହିତକାର କାର୍ଯ୍ୟକ୍ରମ ଗୁଡିକୁ ତ୍ରୁଣମୁଳ ସ୍ତରରେ ପହଞ୍ଚାଇ ସାଧାରଣ ଲୋକଙ୍କ ସେବା କରିବା ଆମର କର୍ତ୍ତବ୍ୟ ଅଟେ ବୋଲି ନେତ୍ରୁବ୍ରୁନ୍ଦ ଗଣ ବକ୍ତବ୍ୟ ପ୍ରଦାନ କରିଥିଲେ

Related Post

ଆଦିବାସୀ ସମାଜର ବିଶ୍ବ ଆଦିବାସୀ ଦିବସ ପାଳନ

Posted by - August 12, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) : କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତର ଦେଢେଣମାଳ ଆଦିବାସୀ ଖେଳ ପଡିଆରେ ଆଦିବାସୀ ସମନ୍ବୟ ସମିତି ପକ୍ଷରୁ ସଭାପତି ସାମନ୍ତ ମାଝୀଙ୍କ ତତ୍ତ୍ବାବଧାନରେ ବିଶ୍ବ…

ନଦୀକୁ ଗାଧୋଇବାକୁ ଯାଇ ଗୋଡ଼ ଖସି ମୃତ

Posted by - October 6, 2021 0
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ରତଲାଙ୍ଗ ପଞ୍ଚାୟତ ର ଗଉଡ଼ଲେଙ୍କା ଗ୍ରାମର ରତ୍ନାକର ମଲ୍ଲିକ (୭୦)ଆଜି ସକାଳୁ ଖରସ୍ରୋତା ର ଶାଖା ନଦୀ ଚୁଙ୍ଗୁଡ଼ିଆ…

ସୁବର୍ଣ୍ଣପୁର ଜିଲ୍ଲା ୬ ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ

Posted by - March 25, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ପଂଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ଆଜି ନିର୍ବାଚନ ସମାପ୍ତ ହୋଇଛି l ସୋନପୁର ବ୍ଲକ ପଂଚାୟତ ସମିତି ର ଉପାଧ୍ୟକ୍ଷ…

ଦୁର୍ନୀତି ହଟାଇ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇ ଦେବା ପାଇଁ ସଚେତନତା କର୍ମଶାଳା ଅନୁଷ୍ଠିତ

Posted by - September 23, 2019 792
ଅନୁଗୋଳ – ସମାଜର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ହଟାଇ ଲୋକ ମାନଙ୍କ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇ ଦେବା ପାଇଁ ସରକାର ଓଡିଶା ଲୋକଯୁକ୍ତ ଅଧିନିୟମ ୨୦୧୪କୁ ଗତବର୍ଷ…

ଟିଟିଲାଗଡ଼:ଜବର ଦଖଲ ଉଚ୍ଛେଦ ସହ ନାଳ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ

Posted by - November 26, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଶ୍ରୀ ମନୋଜ ସତ୍ୟବାନ…