Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମ୍ୟାନେଜର

59 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ପୋଲିସ ହାତରେ ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମ୍ୟାନେଜେର । ଲୋକଙ୍କ ନାଁରେ ଋଣ ମଂଜୁର କରି ଆତ୍ମସାତ କରିଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ସୋନପୁର ପୋଲିସ । ସୋନପୁର ସହର ରେ ନ୍ୟୁ ଅପରଚୁନିଟି କନସଲଟେନ୍ସି ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥାର କାର୍ଯ୍ୟାଳୟ ଥିଲା ।

ସେହି କାର୍ଯ୍ୟାଳୟରେ ସୁବର୍ଣ୍ଣପୁର ଜିଲ୍ଲା ଅଇଁଲାଛାଟ ଅଂଚଳର ବିଦୁ ରଂଜନ ଦେହୁରୀ ବ୍ରାଂଜ ମେନେଜର ଭାବେ କାର୍ଯ୍ୟକରୁଥିଲେ । ବିଦୁ ରଂଜନ ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କ ନାମରେ ଋଣ ମଂଜୁର କରି ନିଜେ ଆତ୍ମସାତ କରୁଥିଲେ । ଧୀରେ ଧିରେ ଏହି ଖବର କମ୍ପାନୀ ପାଖରେ ପହଂଚିଲା ପରେ ଗତ ମାର୍ଚ୍ଚ 3 ତାରିଖ ସେହି କମ୍ପାନୀର ଏରିଆ ମେନେଜର ବିପିନ ସାହୁ ଏନେଇ ସୋନପୁର ଥାନାରେ ଅଭିଯୋଗ କରିଥିଲେ ।

ପାଖା ପାଖି ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସେ ଆତ୍ମସାତ କରିଥିବା ଏରିଆ ମେନେଜର ଜଣାଇଥିଲେ । ଏନେଇ ଅଭିଯୋଗ ପରେ ସୋନପୁର ପୋଲିସ ବିଦୁ ରଂଜନକୁ ଗିରଫ କରିଛି । ଏହାକୁ ନେଇ ସୋନପୁର ପୋଲିସ କାର୍ଯ୍ୟଳୟ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଆସାମୀ ବିରୁଦ୍ଧରେ ଏକ 420 କେଶ୍ ରୁଜୁ କରାଯାଇ ଅଧିକ ଅନୁସନ୍ଧାନ ଜାରୀ ରହିଛି ବୋଲି ସୂଚନା ଦେଇଛନ୍ତି ।

 

Related Post

କୋକସରା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Posted by - July 25, 2022 0
ଭବାନୀପାଟଣା::(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାପରେ କୋକସରା ବ୍ଲକ ରେ ଅନୁଷ୍ଠିତ ଜନ ଶୁଣାଣି…

ବିନା କାରଣ ରେ ଗାଡି ଅଟକ ରଖି ଯୁବକ ଦ୍ବୟଙ୍କୁ ମାଡ ମାରି କିଆକଟା ପୋଲିସ ର ଗୁଣ୍ଡାରାଜ

Posted by - March 5, 2022 0
ବୌଦ୍ଧ:( ଚିତ୍ତରଂଜନସିଂ)ମଦ ପିଇ ଧମକାଇ ପୋଲିସ କରୁଛି ଗୁଣ୍ଡାରାଜ। ସବୁ ପ୍ରକାର ଯାଞ୍ଚ କରି ସାରିଲା ପରେ ମଧ୍ୟ ଗାଡି ରେ କିଛି ନ ପାଇବାରୁ ଗାଡି…

ସାମାଜିକ ଦୁରତ୍ଵ ନ ରଖିଲେ ବଜାର ହେବ ବନ୍ଦ – ଜିଲ୍ଲାପାଳ ଓ ଏସ.ପି. କଲେ ତାଗିଦ

Posted by - April 7, 2020 345
.ଅନୁଗୋଳ :(ମହେଶ ଭୋମରାଜ)ଧୀରେ ଧୀରେ ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଯାହା କି ବେଶ ଚିନ୍ତାର ବିଷୟ ପାଲଟିଛି । ତେବେ…

ନୂତନ ବିଜେଡ଼ି ଖୋର୍ଦ୍ଧା ଜିଲ୍ଲା ଯୁବ ଉପସଭାପତି କୁନାଲ ରାଉତଙ୍କୁ ସମ୍ବର୍ଦ୍ଧନା

Posted by - April 16, 2023 0
ଉତ୍ତର ଭୁବନେଶ୍ବର :୧୬/୦୪(ପାୟଲ ରାଉତ )ଆଜି ନନ୍ଦନକାନନ ନିକଟବର୍ତ୍ତୀ ରଘୁନାଥ ପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଖୁଳନା ମାଝୀ ଙ୍କ ଦ୍ଵାରା ନନ୍ଦନକାନନ ଷ୍ଟେଟ୍ ବୋଟାନିକାଲ୍…

ଚାହାରଭଟା ସ୍ଥିତ ଓମଭ୍ୟାଲି ସ୍କୁଲରେ ୨୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ସମ୍ପୂର୍ଣ -ଏପ୍ରିଲ ୪ରୁ ରହିବେ ବିଦ୍ୟାର୍ଥୀ

Posted by - April 1, 2023 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ସହରର ପ୍ରତିଷ୍ଠିତ ସ୍କୁଲ ମାନଙ୍କ ମଧ୍ୟରୁ ଓମ ଭ୍ୟାଲି ସ୍କୁଲ ଅନ୍ୟତମ। ଏହି ସ୍କୁଲଟି ଗ୍ରୀନ ସ୍କୁଲ କନସେପ୍ଟରେ…