Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଉଦଯାପିତ ହୋଇଛି ଯାଜପୁର ଜିଲ୍ଲାର ଅନ୍ୟତମ ଶକ୍ତିପୀଠ କୁଆଁସ ମଙ୍ଗଳାଙ୍କ ମହୋତ୍ସବ

112 0

ଯାଜପୁର:ଉଦଯାପିତ ହୋଇଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଅନ୍ୟତମ ଶକ୍ତିପୀଠ କୁଆଁସ ମଙ୍ଗଳାଙ୍କ ମହୋତ୍ସବ। ୩ ଦିନ ଧରି ଚାଲୁ ରହିଥିବା ଏହି ମହୋତ୍ସବ ଆଜି ଉଦଯାପିତ ହୋଇଛି l

ବିଜୁଜନତା ଦଳର ସଭାପତି ସରୋଜ କୁମାର ମହାପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ସଂସ୍କୃତି ଓ ଲୋକସଂପର୍କ ମନ୍ତ୍ରୀ ଅଶୋକ କୁମାର ପଣ୍ଡାମୁଖ୍ୟବକ୍ତା ଭାବେ ସମାଜସେବି ସୁବାଷିନୀ ଜେନା ଯୋଗଦେଇ ଏ ମାଟି ଏକ ଅନନ୍ୟ ମାଟି ସମସ୍ତେ ଏକାଠି ହୋଇ  ମହୋତ୍ସବ ମଧ୍ୟମରେ ଏହି ଅଂଚଳ ର ବିକାଶ କରିବାକୁ ଆହ୍ୱାନ ଦେଇଥିଲେ 

ରାଜ୍ୟ ସରକାର କଳା ଓ କଳାକାର ଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରି ଦାସଦଶରଥପୁର ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ମଳିକ ଯୋଗଦେଇଥିଲେ ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Related Post

କୋଶଳ ଜ୍ୟୋର୍ତିଜ୍ଞାନ ପଣ୍ଡିତ ମହାସଭା କାର୍ଯ୍ୟକାରିଣୀ ବୈଠକ

Posted by - August 21, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ହିଲୁଙ୍ଗ ପଂଚାୟତ ଅନ୍ତର୍ଗତ ପଞ୍ଚମୁଖୀ ହନୁମାନ ବାଟିକା, ପଥର ଘାଟ ଠାରେ କୋଶଳ ଜୋତିଜ୍ଞାନ ପଣ୍ଡିତ ମହାସଭା ତରଫରୁ…

ଅଙ୍ଗନବାଡି କର୍ମୀଙ୍କ ଦାବିପତ୍ର ପ୍ରଦାନ

Posted by - November 13, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ଅଙ୍ଗନବାଡି କର୍ମୀ ଙ୍କୁ ଶ୍ରମିକର ମାନ୍ୟତା ,ଶ୍ରମ ସମିଳନୀରେ ନିଷ୍ପତ୍ତି ଅନୁସାରେ ୨୬ ହଜାର ଭତ୍ତା, ପେନସନ୍ ,ସାମାଜିକ ସୁରକ୍ଷା, ମିନି…

ପରିତ୍ୟକ୍ତ ପୋଖରୀରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

Posted by - October 17, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ସଦର ଥାନା ଅଧିନ ସାହସ ପୁର ପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମରେଏକ ଅଭାବନିୟ ଘଟଣା ଘଟିଛି l ଘଟଣାରୁ ପ୍ରକାଶ ଯେ ଜୟନ୍ତ…

ଗାଁ ପୋଖରୀ ରୁ ଅଜଗର ଉଦ୍ଧାର

Posted by - May 28, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ପାଣି ଭିତରୁ ବିରାଟ କାୟ ଅଜଗର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସୁଲେଇ ଗାଁର ଏକ ପୋଖରିରୁ ଏକ ଅଜଗରକୁ ଉଦ୍ଧାର…

ବୌଦ୍ଧ ରଥଯାତ୍ରା ପ୍ରସ୍ତୁତି ତଦାରଖ କଲେ ପ୍ରଶାସନିକ ଅଧିକାରୀ

Posted by - June 25, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ର ରଥଯାତ୍ରା ପାଇଁ ଆଜି ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଉପଜିଲ୍ଲାପାଳ ସନତ କୁମାର ନାଏକ,ଜ଼ିଲ୍ଲା ସୂଚନା ଓ…