ଖପ୍ରାଖୋଲ ରେ ହନୁମାନ ଜୟନ୍ତୀ

52 0

ଖପ୍ରାଖୋଲ: ୧୪/୪(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଦର ମହକୁମାରେ ରେ ବଜରଙ୍ଗ ଦଳ ତରଫରୁ ହନୁମାନ ଜୟନ୍ତୀ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ନିୟନ୍ତ୍ରିତ ବଜାର ମଣ୍ଡି ନିକଟରେ ସମସ୍ତେ ସଂଗଠିତ ହୋଇ ଥିଲେ। ବଜରଙ୍ଗ ଦଳ ରାଜ୍ୟ ସ୍ତରୀୟ ସଂଗଠକ ସୌମ୍ୟ ରଞ୍ଜନ ମିଶ୍ର ଯୋଗଦେଇ ଉଦବୋଧନ ଦେଇଥିଲେ।

ପରେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ଖପ୍ରାଖୋଲ ଗାଁ ପରିକ୍ରମା ସହ ହରିଶଙ୍କର ଠାରେ ହନୁମାନ ଙ୍କ ମୂର୍ତ୍ତି ରେ ପୂଜା ପାଠ ପରେ ଖପ୍ରାଖୋଲ ଫେରିଥିଲେ। ଏହି ଅବସରରେ ରେ ବାଲଗୋପଲ ଦାଶ, ବୁଲୁ ପଣ୍ଡା, ସାଇରାମ ସାହୁ, ଡୋଲାମଣି ସାଣ୍ଡ, ସିଦ୍ଧାନ୍ତ ସାହୁ, ବଦଳ ଦଣ୍ଡସେନା, ରୁପେନ୍ଦ୍ର ମୁଣ୍ଡା, ଅଭୟ ତ୍ରିପାଠୀ, ତାପସ ବେହେରା, କାଳିଆ ସାହୁ, ଉମାକାନ୍ତ ପ୍ରଧାନ ସମେତ ଶତାଧିକ ଯୁବକ ସାମିଲ ହୋଇଥିଲେ।

Related Post

ବାଛୋଳ ଛକ ଠାରେ ନୂତନ ଭାବେ ଇଣ୍ଟରନ୍ୟାସନାଲ ଦିଲ୍ଲୀ ପବ୍ଲିକ ସ୍କୁଲ ଉଦଘାଟିତ

Posted by - March 27, 2023 0
ଯାଜପୁର :ଯାଜପୁର ଜ଼ିଲ୍ଲା ବିଂଝାରପୁର ବ୍ଲକ ଆନ୍ତଗତ ବାଛୋଳ ଛକ ଠାରେ ନୂତନ ଭାବେ ଇଣ୍ଟରନ୍ୟାସନାଲ ଦିଲ୍ଲୀ ପବ୍ଲିକ ସ୍କୁଲ ଉଦଘାଟିତ ହୋଇଛି l ଏଥିରେ ମୁଖ୍ୟଅତିଥି ଭାବେ…

ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ଯାଜପୁର ଡଙ୍କାରି ଗସ୍ତ

Posted by - February 20, 2019 0
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ ବେଆଇନ ଖନନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଆଜି ବରିଷ୍ଠ ରାଜନେତା…

ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ତଥା ସ୍ୱାଭିମାନ ଦିବସ ପାଳିତ

Posted by - April 28, 2023 0
ଧର୍ମଗଡ଼:୨୮/୪(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ତଥା ସ୍ଵାଭିମାନ ଦିବସ ଧର୍ମଗଡ଼ ଠାରେ ପାଳିତ ହୋଇଯାଇଛି। ସଂଘର ସମ୍ପାଦକ ବିଶ୍ଵରଞ୍ଜନ ମୁଣ୍ଡ ଙ୍କ…

ଟିଟିଲାଗଡ ବଣିକ ସଂଘ ସଭାଗୃହର ଉଦଘାଟନ ଏବଂ ସଭାଗୃହରୁ ମୁଖ୍ୟରାସ୍ତା ଯାଏଁ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କଲେ ମନ୍ତ୍ରୀ

Posted by - December 13, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ବଣିକ ସଂଘ ଓଡ଼ିଶାର ଏକ ପୁରୁଣା ସଂଘ। ଏହି ସଂଘ ହେବା ଦିନଠାରୁ ସଂଘର ନିଜସ୍ଵ କୋଠା ନ ଥିଲା, ତେବେ ଦୁଇ…

ଯାଜପୁର ରେ ଏକ ନାଟ୍ୟମଣ୍ଡପ କରାଯିବ : ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

Posted by - June 4, 2020 0
ଯାଜପୁର ଅଫିସ ତା. ୪/୬ : ଯାଜପୁରରେ ଏକ ନାଟ୍ୟମଣ୍ଡପ କରାଯିବ ବୋଲି ପର୍ଯ୍ୟଟନ, ଓଡି଼ଆ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା…