ବେଲବାହାଳୀରେ ପ୍ରିୟଙ୍କା ରେଡିଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ର

389 0

କେନ୍ଦୁଝର:(ସୀତାରାମ ଦୀକ୍ଷିତ )ବେଲବାହାଳୀରେ ପ୍ରିୟଙ୍କା ରେଡିଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ର ଅନୁଷ୍ଠିତ,,ହାଇଦ୍ରାବାଦରେ ଡକ୍ଟର ପ୍ରିୟଙ୍କା ରେଡିଙ୍କୁ ଗଣ ଦୁଷ୍କର୍ମ ହତ୍ୟା ଘଟଣାରେ  ପରେ ସାରା ଭାରତ ରେ  ଦୋଷୀଙ୍କ ବିରୁଦ୍ଧରେ ଦୁର୍ଢ଼ କଯ୍ୟାନୁଷ୍ଠାନ ପାଇଁ ଦାବି ହରଉଥିବା ବେଳେ ଆଜି ସନ୍ଧ୍ୟା ରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବେଲବାହାଳି ଗ୍ରାମରେ ଶତାଧିକ ମହିଳା  ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରଭାକର ସାହୁ ଓ ଶ୍ରୀମତୀ ଦୀପ୍ତି ସାହୁ ଙ୍କ ନେତୁତ୍ୱରେ ଆଜି ସମସ୍ତ ମହିଳାମାନଙ୍କ ପକ୍ଷରୁ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ,

ଏଥିରେ ଗ୍ରାମର ମହିଳା ମାନେ ହାତରେ କ୍ୟାଣ୍ଡେଲ ଧରି ମୃତ ହୋଇଥିବା ପୀୟଙ୍କା ରେଡ଼ି ଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଫାଶୀ ଦେବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କୁ ନିବେଦନ କରିଥିଲେ ,ଓ ଏହି ଶୋଭାଯାତ୍ରା  କୁଣ୍ଡୁଳାଇ ଗ୍ରାମଦେବତୀ ଙ୍କ ଠାରୁ ବାହାରି ଗ୍ରାମ ପରିକ୍ରମା କରି ହନୁମାନ ମନ୍ଦିର ନିକଟ ଅନୁଷ୍ଠିତ ହୋଇଥିଲା, ପରେ ପ୍ରିୟଙ୍କା ରେଡିଙ୍କ ଆତ୍ମା ର ସଦଗତି ପାଇଁ ଗ୍ରାମର ଶତାଧିକ ମହିଳା ମାନେ ଦୁଇମିନୀଟି ନିରବ ପ୍ରାଥନା କରିଥିଲେ ,ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ରେ ବେଲବାହାଳି ଗ୍ରାମର ,ସଂଯୁକ୍ତା ସାହୁ, ସୁଷମା ସାହୁ, ତପଇ ସାହୁ, କୌଶଲ୍ୟା ସାହୁ, ରିତା ସାହୁ ଏବଂ ବହୁ ବୁଦ୍ଧି ଜୀବୀ,ମହିଳା,ସମାଜସେବୀ ଓ ସଚେତନ ନାଗରିକ ମାନେ ପ୍ରିୟଙ୍କା ରେଡି ଙ୍କ ପଟୋ ଚିତ୍ର ପାଖରେ କ୍ୟାଣ୍ଡେଲ ରଖି ନିରବ ପ୍ରାଥନା କରିଥିଲେ , ଏଭଳି ଅସାମାଜିକ ବ୍ୟକ୍ତି ମାନଙ୍କ ଉପରେ କଠୋର ରୁ କଠୋର ଦଣ୍ଡ ଦେବା ସହ ଫାଶୀ ପାଇଁ ସୋରୋଉତ୍ତୋଳନ କରିଛନ୍ତି,,

Facebook Notice for EU! You need to login to view and post FB Comments!

Related Post

ନାଟ୍ୟକାର ବିଜୟ ମିଶ୍ର ଙ୍କୁ ସ୍ୱର୍ଗଦ୍ୱାର ରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷ ସଂମ୍ମାନ

Posted by - April 27, 2020 2
ପୁରୀ :(ସମୀର ରଞ୍ଜନ ନାୟକ)ନାଟ୍ୟକାର ବିଜୟ ମିଶ୍ର ଙ୍କୁ ସ୍ୱର୍ଗଦ୍ୱାର ରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷ ସଂମ୍ମାନ। ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର, ସଂଳାପ ଲେଖକ…

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା -୨୦୧୯ 

Posted by - December 13, 2019 571
ମୟୁରଭଞ୍ଜ:ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୪୫ ଜଣ ସୁଯୋଗ ପାଇଛନ୍ତି। ତୀର୍ଥଯାତ୍ରୀ ବରିଷ୍ଠ  ନାଗରିକମାନଙ୍କୁ ନେଇ ଆଜି ୫ଟି…

ଗୁଣି ଗାରେଡ଼ି ବିରୋଧରେ ସଚେତନତା ଶିବିର

Posted by - June 23, 2022 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ଗାଙ୍ଗପୁର ଥାନା ଆମ ପୋଲିସ୍ ସମିତି ବେଲଗୁଣ୍ଠା ବ୍ଳକ୍ ବାଡବୋରସିଂ ସ୍ଥିତ ସୁଚନା କେନ୍ଦ୍ରରେ ଗୁଣି ଗାରେଡ଼ି ବିରୁଦ୍ଧରେ ଏକ ସଚେତନତା…

ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

Posted by - July 8, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଙ୍କ ପ୍ରତ୍ଯେକ୍ଷ…

ପୁରୁଣା ପେନଶନ ଦାବିରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ବୈଠକ

Posted by - April 25, 2022 0
ସୋନପୁର : (ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ସଂଘର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର ଓ ସଭାପତି ଦାମୋଦର ପଣ୍ଡା ଙ୍କ…

Leave a comment

Your email address will not be published.