Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଚଳିତ ବର୍ଷ ବିଷମକଟକ ମାଁ ଠାକୁରାଣୀଙ୍କ ଘଣ୍ଟ ଯାତ୍ରା ଖୁବ୍ ଧୁମ୍ ଧାମ୍ ରେ ପାଳିତ ହେବ

125 0

ମୁନିଗୁଡ଼ା:( ରମାକାନ୍ତ ପୋଧଲ୍) ବର୍ଷ ବର୍ଷ ଧରି ଏହା ବିଷମକଟକ ପାଳିତ ହେଉଛି ଗତ ଦୁଇ ବର୍ଷ ହେଲା ବିଷମକଟକ ର ଲିଜା ମେଲେକା ଙ୍କ ସଭାପତିତ୍ବ ରେ ଏହା ପରିଚାଳିତ ହେଉଛି ଏଥିରେ ଚନ୍ଦ୍ରିକା,ମଧୁ,ରାନି,ଜ୍ୟତି, ମେଘା,ଲଳିତା ‌‌ସଭ୍ୟ ମାନଙ୍କୁ ନେଇ ପରିଚାଳିତ ହେଉଛି ।କମିଟି ର କହିବା ହିସାବରେ ଏହିବର୍ଷ ଵିଭିନ୍ନ ସାଂସୃତିକ କାର୍ଯକ୍ରମ ସହ ଅର୍କେଷ୍ଟ୍ରା, ଵିଭିନ୍ନ ନାଟକ,ପିଲା ମାନଙ୍କ ପାଇଁ ନୃତ ପ୍ରତିଯୋଗିତା ମାନ କରାଯିବ ‌ ।

ଏହା ୨୧ ଏପ୍ରିଲ୍ ରୁ ୨୫ ଏପ୍ରିଲ୍ ପାଞ୍ଚଦିନ ଧରି ପାଳିତ ହେବ ଏଣୁ ଆଜି ସକାଳୁ ମାଁ ଠାକୁରାଣୀଙ୍କ ଉଦ୍ଦେଶ୍ଯ ରେ ଶୁଭ ଖୁଣ୍ଟ ସ୍ଥାପନ ହେଲା ଏଥିରେ ବିଷମକଟକ ର ବହୁ ମାନ୍ଯଗଣ୍ଯ ବ୍ୟକ୍ତି ,ବିଷମକଟକ ଡ୍ରାଇଭର ମହାସଂଘ,ବିଷମକଟକ ଯୁଵ ସମାଜ ଉପସ୍ଥିତ ଥିଲେ । କମିଟି ସମସ୍ତ ଙ୍କ ସହାୟତା ଓ ସହଯୋଗ କାମନା କରେ ।

Related Post

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Posted by - January 14, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧରେ ଜିଲ୍ଲା ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…

ଆର୍ଟ ଅଫ ଲିଭିଂ ପକ୍ଷରୁ ମନମୁଣ୍ଡାଠାରେ ହେପିନେସ ଶିବିର ଉଦଘାଟିତ

Posted by - September 11, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା କଣ୍ଟାମlଳ ବ୍ଲକ ମନମୁଣ୍ଡା RMC ଗେଷ୍ଟ ହାଉସ ଠାରେ ଆର୍ଟ ଅଫ ଲିଭିଂ ପକ୍ଷରୁ୬ ଦିନିଆଁ ଯୋଗ ଶିବିର ଉଦଘାଟିତ…

କ୍ଷତିଗ୍ରସ୍ତ ଲୋକମାନଙ୍କୁ କପଡା ବଣ୍ଟନ

Posted by - September 2, 2020 0
ବିଂଝାରପୁର:କୌଣସି ବି ବିପତ୍ତି ସମୟରେ କ୍ଷତିଗ୍ରସ୍ତ ଜନସାଧରଣଙ୍କୁ ସରକାରୀ ସହାୟତା ଲୋଡ଼ା ହେଉଥିବା ବେଳେ କିଛି ସାମାଜିକ କର୍ମୀ ମଧ୍ୟ ସହାୟତା ର ହାତ ବଢ଼ାଇ ଥିବା…

କେସିଙ୍ଗା ବିଦ୍ୟାମନ୍ଦିର ଠାରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ

Posted by - April 27, 2023 0
କେସିଙ୍ଗା:୨୫/୪(ପ୍ରିତେଶ ପଟେଲ୍)ମଙ୍ଗଳବାର ଦିନ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନାନୁସାରେ କେସିଙ୍ଗା ସଂକୁଳର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା…

ନିରାଶ କଲା ଲଘୁଚାପ ବର୍ଷା , ବର୍ଷା ଅଭାବି ଯୋଗୁଁ ଚାଷ ଜମି ଫାଟି ଆଁ -ଚିନ୍ତା ରେ ଚାଷୀ

Posted by - September 18, 2022 0
ଧର୍ମଗଡ : (ହେମନ୍ତ କୁମାର ମାଝି)  ଶେଷରେ ଲଘୁଚାପ ବର୍ଷା ବି ମୁହଁ ମୋଡି ଦେଲା।କିଛିଦିନ ତଳେ ଲଘୁଚାପ ସୃଷ୍ଟି ହୋଇ ଥିଲେ ହିଁ ତାର ପ୍ରଭାବ…