Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ହରଭଙ୍ଗାରେ ଦଣ୍ଡ ଯାତ୍ରା ଆରମ୍ଭ

67 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା ବ୍ଲକ ହରଭଙ୍ଗାରୁ ମଙ୍ଗଳବାର ଚୈତ୍ର ଦଣ୍ଡ ଉଠିଛି। ହରଭଙ୍ଗା ମା’କାଳୀ ଙ୍କ ମନ୍ଦିରରେ ତେର ଭୁକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ଦକ୍ଷିଣକାଳୀ ଓ ରୁଦ୍ରକାଳୀ ଙ୍କୁ ପୂଜାର୍ଚ୍ଚନା କରାଯାଇ ନିସାର୍ଦ୍ଧ ରାତିରେ ଦଣ୍ଡ ଉଠିଥିଲା।ବୁଧବାର ମନ୍ଦିର ପରିସରରୁ ବାହାରି ହରଭଙ୍ଗା ଗ୍ରାମ ପରିକ୍ରମା କରିବା ସହିତ ବନ୍ଦାଣ ଘେନିଥିଲେ।

ଏହା ଚୈତ୍ର ମାସ ରେ ହୋଇଥାଏ। ଶ୍ରଦ୍ଧାଳୁ ଦଣ୍ଡୁଆମାନେ ମାସ ସାରା ନିଷ୍ଠାର ସହ ବ୍ରତ କରି କାଳୀଙ୍କୁ ପୂଜାକରି କଠିନ ସାଧନା କରିଥାନ୍ତି ଏବଂ ଆଗାମୀ ବିଷୁବ ସଂକ୍ରାନ୍ତି ଦିନ ବ୍ରତ ଭଙ୍ଗ କରିଥାନ୍ତି।ଯାତ୍ରା ସମୟରେ ତେର ଭୁକ୍ତା ମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ ଧୂଳି ଦଣ୍ଡ, ପାଣି ଦଣ୍ଡ ଆଦି କରିଥାନ୍ତି। ଏଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

Related Post

ଶ୍ରୀ ଶ୍ରୀ ଆଦ୍ବେଶ୍ବର ମହାଦେବଙ୍କ ପୀଠରେ ପବିତ୍ର ଶ୍ରାବଣୀ ଆରମ୍ଭ

Posted by - August 19, 2021 0
ବୌଦ୍ଧ: ( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ଆଦ୍ବେଶ୍ବର ମହାଦେବଙ୍କ ପୀଠରେ ପବିତ୍ର ଶ୍ରାବଣୀ ଆରମ୍ଭ ହୋଇ ଯାଇଛି l…

ହରିଶଙ୍କର ଝରଣା ପାଖ ସଫେଇ କଲେ ସତ୍ୟ ସାଇ ସେବା ସମିତି ଓ ପ୍ରଶାସନ

Posted by - May 8, 2023 0
ଖପ୍ରାଖୋଲ: ୭/୫(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିର ପାଖ ଝରଣା କୁ…

ଡ଼.ଶିବରାମ ନାୟକ ପାଇଲେ ଓଡିଶା ପ୍ରତିଭା ସମ୍ମାନ ୨୦୨୩

Posted by - April 24, 2023 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ)ରିଖ ବିଭିନ୍ନ ସାମାଜିକ ଉନ୍ନତିମୂଳକ ସଚେତନତା ତଥା ଶିକ୍ଷା ମୂଳକ କାର୍ଯ୍ୟକ୍ରମରେ ଅହରହ ସକ୍ରିୟ ଭୂମିକା ତଥା ଦେଶର ଅନୁନ୍ନତ ଅଂଚଳରେ ଉନ୍ନତମାନର ଶିକ୍ଷାବ୍ୟବସ୍ଥା…

ଦଶରଥପୁର ବ୍ଲକ ନାରିଗାଁ ଜଗନ୍ନାଥ ମନ୍ଦୀର ପ୍ରତିଷ୍ଠା

Posted by - February 1, 2020 838
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଦଶରଥପୁର ବ୍ଲକ ନାରିଗାଁ ଜଗନ୍ନାଥ ମନ୍ଦୀର ପ୍ରତିଷ୍ଠା ଉବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସତ୍ୟାନନ୍ଦ…

ବଙ୍ଗୋମୁଣ୍ଡା ବ୍ଲକ ସ୍ତରୀୟ କିଶାନ କଂଗ୍ରେସର ଆଲୋଚନା

Posted by - January 8, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଐତିହାସିକ ରାଣୀପୁର ଝରିଆଲ ଚଉଷଠିଯୋଗିନୀ ସୋମେଶ୍ୱର କ୍ଷେତ୍ରମନ୍ଦିର ପ୍ରାଙ୍ଗଣଠାରେ ବ୍ଲକସ୍ତରୀୟ କିଶାନ କଂଗ୍ରେସର ଆଲୋଚନା ସଭା ଅନୁଷ୍ଠିତ…