କେସିଙ୍ଗା : (ପ୍ରିତେଶ ପଟେଲ୍ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ବାର ଏସୋସିଏସନ ର ନିର୍ବାଚନ ଇତିମଧ୍ୟରେ ଶେଷ ହେଇଯାଇଛି।ପ୍ରକାଶ ଦାସ ଆଉଥରେ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି ଆଲୋକ ରଂଜନ ଦାସ,ସେହିପରି ଉପସଭାପତି ଭାବରେ ନିର୍ବାଚିତ ହେଲେ ସୌର ରଶ୍ମି ନନ୍ଦ ,ଜ ଏଣ୍ଟ ସେକ୍ରେଟାରୀ ଭାବରେ ନିର୍ବାଚିତ ହୋଇଛନ୍ତି ନଳିନୀ ପ୍ରଭା ପାତ୍ର ,ସେହିପରି କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ସୁକାସୁ କୁମାର ପାଧା ନ ସେହିପରି ଏଗଜୁକୁଟିଭ ମେମ୍ବର ଭାବରେ ନିର୍ବାଚିତ ହୋଇଛନ୍ତି ଯୁଗଳ କିଶୋର ଦୀପ,ଅକ୍ଷୟ କୁମାର ପାତ୍ର, ଆଶିଷ କୁମାର ବେହେରା,ଓ ଶ୍ରୀଧର ସାହା।