Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ପରିତକ୍ତ୍ୟ କୂଅରୁ ବଳଦ ଉଦ୍ଧାର

49 0

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ଅନ୍ତର୍ଗତ କୋଇଲିସୂତା ଗ୍ରାମର ଏକ ପରୀତକ୍ତ୍ୟ କୂଅରୁ ଆଜି ଶନିବାର ଏକ ବଳଦ ଉଦ୍ଧାର କରାଯାଇଛି ! ଘଟଣା ଅନୁଯାଇ ଆଜି ପ୍ରାୟ ସକାଳ୯ ଘଣ୍ଟା ସମୟରେ ରାମଗଡ ଗ୍ରାମର ଶୁକୃ ଜଗଦଲା ଙ୍କ ଏକ ବଳଦ କୋଇଲି ସୂତା ଗ୍ରାମର ଏକ ପରୀତକ୍ତ୍ୟ କୂଅରେ କୋଣସି କାରଣ ବଶତଃ ପଡି ଯାଇଥିଲା !  ନିଜ ପକ୍ଷେ କୂଅରୁ କାଢ଼ିବାକୁ ସକ୍ଷମ ନହେବାରୁ ଚାରିଛକ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ! ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ବହୁ ପରିଶ୍ରମ କରି କୂଅରୁ ବଳଦକୁ ଉଦ୍ଧାର କରିଥିଲେ ! ଏହି ଉଦ୍ଧାର କାର୍ଯ୍ୟକ୍ରମ ରେ ଅଗ୍ନିଶମ ବାହିନୀ ସହିତ ଗ୍ରାମର ବିଜୟ ଦେହୁରୀ, ରାଜୀବ ବେହେରା, ସୁନିଲ ବେହେରା, ବିପୁନ ବେହେରା ଆଦି ଯୁବ ସ୍ୱେଚ୍ଛାସେବି ମାନେ ସାହାଯ୍ୟ କରିଥିଲେ  ।

Related Post

‘ପ୍ରଶଂସକ ଗ୍ରାମ’ରେ ଖେଳାଳି-ଖେଳପ୍ରେମୀ ଭେଟାଭେଟି

Posted by - December 4, 2018 0
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌ରେ ପ୍ରଥମ ଥର ଖେଳାଳି ଏବଂ ଖେଳପ୍ରେମୀ ପରସ୍ପରକୁ ହାତପାହାନ୍ତାରେ ପାଇବେ। ଖୋଦ୍ ‌ଖେଳାଳିମାନେ ପ୍ରଶଂସକଙ୍କୁ ଭେଟିବା ଲାଗି ପ୍ରଶଂସକ ଗ୍ରାମକୁ ଆସିବେ।…

ଭାତ ବଳିଯାଇଥିଲେ ସେଥିରୁ ତିଆରି କରନ୍ତୁ ଏହି ସ୍ବାଦିଷ୍ଟ ଖାଦ୍ୟ

Posted by - April 16, 2020 0
ଦୈନନ୍ଦିନ ଜୀବନରେ ସନ୍ଧ୍ୟା ସମୟରେ କିଛି ଜଳଖିଆ ଖାଇବାକୁ ସବୁ ପସନ୍ଦ କରିଥାନ୍ତି। ପ୍ରତିଦିନ ମହିଳା ମାନେ ରୋଷେଇ କରିବା ପରେ ବେଳେ ବେଳେ ଅଳ୍ପ ଭାତ…

ନବୀନଙ୍କ ନୂଆ ଟିମ , ୧୩ ଜଣ କ୍ୟାବିନେଟ ପାହ୍ୟା ଓ ୮ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ

Posted by - June 5, 2022 0
ଭୁବନେଶ୍ୱର: ଲୋକସେବା ଭବନର କନଭେନସନ୍ ହଲରେ ସମସ୍ତ ନୂତନ ମନ୍ତ୍ରୀ ଶପଥ ପାଠ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର…

ବୌଦ୍ଧଜିଲ୍ଲାରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମକୁ ସଫଳ କରାଯିବ

Posted by - April 11, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ସମଗ୍ର ଦେଶରେ ଦିନକୁ ଦିନ ନଶା କାରବାର ବୃଦ୍ଧି ପାଉଥିବା ଦେଖାଦେଇଛି l ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ସଚେତନତା ଅଭିଯାନ…