ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

42 0

କେସିଙ୍ଗା:(ପ୍ରିତେଶ ପଟେଲ୍ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଦାଲତ ରେ ଏକ ମାମଲାର ଶୁଣାଣି କରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଧନଞ୍ଜୟ ନାୟକ ଅଭିଯୁକ୍ତ କୁ ଦୋଷୀ ସାବ୍ୟସ୍ତ କରି ଛନ୍ତି।ଅଦାଲତ ର ମାମଲା ସଂଖ୍ୟା ୧୯୪/୨୦୨୧ ପିଙ୍ଗଲ କୋଡ ଧାରା୫୦୯ ରେ ଅଭିଯୁକ୍ତ କୁ ୬ ମାସ ଜେ ଲ ସହ ୧୦୦୦ ଟଙ୍କା ଜରିମାନା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।ଜରିମାନା ଅନାଦେୟ ହେଲେ ଏକ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ଅଦାଲତ ତାଙ୍କ ଆଦେଶ ରେ ଉଲେକ୍ଷ କରିଛନ୍ତି।

ଏ ଠାରେ ପ୍ରକାଶ ଥାଉ କି ଅଭିଯୁକ୍ତ ହରିହର ମାଝୀ ଗତ ୧୦/୦୬/୨୦୨୧ ରିଖ ସନ୍ଧ୍ୟା ୬ ଟା ସମୟରେ ନିଜର ନାମରେ ରାସନ୍ କାର୍ଡ କରାଇବା ପାଇଁ ତତ୍କାଳୀନ ଚାଞ୍ଚର ନାଏବ ସରପଞ୍ଚ ଶିବ ପ୍ରସାଦ ସାହୁ ଙ୍କ ଘର କୁ ଯାଇ ଖରାପ୍ ଭାଷା ରେ ଗାଳି ଗୁଲଜ ସହ ନାଏବ ସରପଞ୍ଚ ଙ୍କ ଭାଇ ଏବଂ ବୋହୂ ଙ୍କ ପ୍ରତି ଆସାଲିନ
ମନ୍ତବ୍ୟ ଦେବା ସହ ପିନ୍ଧି ଥିବା ଲୁଗାପଟା ଖୋଲି ଉଲଗ୍ନ ହୋଇ ଯାଇଥିଲେ।ପାରିରାର୍ଶ୍ଵିକ ପରିସ୍ଥିତି ଓ ୮ ଜଣ ସାକ୍ଷୀ ଙ୍କ ବୟାନ ଆଧାରରେ ଅଭିଯୁକ୍ତ କୁ ଆଇନ ଅନୁସାରେ ଦୋଷୀ ସାବ୍ୟସ୍ତ ହେଇଛି। ଏ ହିଁ ମାମଲାକୁ ସରକାର ଙ୍କ ତରଫରୁ ପ୍ରକାଶ ଦାସ,ସତ୍ୟନାରାୟଣ ଜୈନ୍ ପରିଚାଳନା କରିଥିଲେ

 

Related Post

କମିଶନରେଟ ପୁଲିସ୍‌କୁ ମିଲିଲା ବଡ ସଫଳତା । ଭୁବନେଶ୍ୱରରୁ ଲୁଟ ହେଉଥିବା କାର ଲୁଟେରା ଗ୍ୟାଙ୍ଗର ପର୍ଦାଫାସ।

Posted by - July 2, 2019 3
ଭୁବନେଶ୍ୱର:୪ କାର୍‌ ଲୁଟେରାଙ୍କୁ ଧରିଛି କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ । ହେଲେ ପୋଲିସ ପଞ୍ଝାକୁ ଆସିନି ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ୍‌। ଗଲା ଜୁନ୍‌ ୭, ବିଳମ୍ବିତ…

ବାଘ ଛାଲ, କୁଟୁରା ଓ ହରିଣ ଛାଲ ଜବତ ସହ ଶିକାରୀ ଗିରଫ କଲା ଏସ ଟି ଏଫ

Posted by - March 19, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳ ରୁ ଏକ କଲରାପତରିଆ ବାଘ ଛାଲ, ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଚମଡା ଜବତ ସହ ଶିକାରୀ କୁ…

ସୁନା ସଫା କରିବା ବାହାନା ରେ ଚୋରି ଉଦ୍ୟମ, ତିନି ମହିଳାଙ୍କୁ ଧରିଲେ ଗ୍ରାମବାସୀ

Posted by - June 18, 2021 0
ବେଲଗୁଣ୍ଠା(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅମ୍ବାପୁଆ ଗ୍ରାମରେ ଗୁରୁବାର ଅପରାହ୍ନ ରେ ତିନିଜଣ ଅଣ ଓଡ଼ିଆ ମହିଳା ଆସି ସୁନା ସଫା କରିବା ଓ…

ବଲାଙ୍ଗୀରରେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ହତ୍ୟା

Posted by - January 30, 2019 0
ବଲାଙ୍ଗୀର: ଦୈନିକ ଖବରକାଗଜ ‘ସମାଜ’ ବଲାଙ୍ଗୀର ଅଫିସରେ ପ୍ରସାର ନିର୍ବାହୀ ଭାବରେ କାର୍ଯ୍ୟରତ ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଗଣ୍ଡକିପୁର ଗ୍ରାମର ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କୁ ନିଶାଖୋର…

ଓଡ଼ିଶାରେ ସାଇବର ଲୁଟେରାଙ୍କ ଆତଙ୍କ,ଡାକ୍ତରଙ୍କଠାରୁ ଠକିନେଲେ ୭୭ ଲକ୍ଷ

Posted by - February 18, 2021 0
କଟକ: ସିଡିଏ ସେକ୍ଟର-୭ ଅଞ୍ଚଳର ଜଣେ ଡାକ୍ତର ସନାତନ ମହାନ୍ତିଙ୍କୁ ସାଇବର ଲୁଟେରା ୭୭ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି। ଏ ସମ୍ପର୍କରେ ସନାତନ ସାଇବର…