Breaking News
Related Post
ଧର୍ମଗଡ଼ ଓକିଲ ସଂଘ ନିର୍ବାଚନ ପ୍ରସନ୍ନ ଅଗସ୍ତି ସଭାପତି ସାଧାରଣ ସମ୍ପାଦକ ବିଶ୍ଵ ଜିତ ମୁଣ୍ଡ
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଓକିଲ ସଂଘ ନୂତନ କର୍ମ କର୍ତ୍ତା ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୧୦…
ସରସ୍ୱତୀ ପୂଜା ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା:-ଧିରେ ଧିରେ ସ୍ୱାଭାବିକ ହେଉଛି ପିଲାଙ୍କ ସ୍ୱାସ୍ଥ୍ୟବସ୍ତା
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦାନଗଦି ବ୍ଲକ ଖପୁରିଆପଦା ପଂଚାୟତ ଶରତ ରାଉତ ଉଚ୍ଚ ବିଦ୍ୟାପୀଠରେ ସରସ୍ୱତୀ ପୂଜା ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣାରେ ଧିରେ…
୧୫ଲକ୍ଷ ଲୁଟ ଘଟଣା ରେ ଅଭିଯୁକ୍ତ ମାଁ ପୁଅ ଗିରଫ
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ) ସମ୍ବଲପୁର ସହରର ଗେଙ୍ଗୁଟିପାଲି ରେ ସ୍ୱଷ୍ଠ ଦିବାଲୋକରେ ୧୫ ଲକ୍ଷ ଟଙ୍କା ଲୁଟ ଘଟଣାରେ ୨ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଆଜି…
ଆରମ୍ଭ ହୋଇଛି ଧନ ଧାନ୍ୟର ଦେବୀ ମା ଲକ୍ଷ୍ମୀଙ୍କ ପୂଜା
ଯାଜପୁରର ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ଧନ ଧାନ୍ୟର ଦେବୀ ମା ଗଜଲକ୍ଷ୍ମୀଙ୍କ ପୂଜା ଯାଜପୁର ବ୍ଲକ ଖଇରାବାଦ ଗ୍ରାମରେ ବେଶ ଧୂମଧାମରେ ପୂଜାପାଉଛନ୍ତି ମା ଗଜଲକ୍ଷ୍ମୀ ମା’ଙ୍କ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ପ୍ରବଳ ଜନଗହଳି ଏଥିପାଇଁ ପ୍ରତ୍ୟେକ ପୂଜା ମଣ୍ଡପ ଆଲୋକ ସୁସଜୀତ ହୋଇଥିବାବେଳେ ମା’ଙ୍କ ମୃମୟୀମୃତୀ ଗୁଡ଼ିକ ବେଶ ଆକର୍ଷଣୀୟ ହୋଇଛି । କରୋନା କଟକଣା ପାଇଁ ଗତ ଦୁଇବର୍ଷ ନିରାଡମ୍ବର ଭାବେ ପୁଜା ପାଳିତ ହୋଇଥିବାରୁ ଚଳିତ ବର୍ଷ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି ଏହି ପୂଜା ଅବସରରେ ରଙ୍ଗାରଙ୍ଗ ସଂସ୍କୃତି କାର୍ଯ୍ୟକ୍ରମ ସହିତ ବିଭିନ୍ନ ମିନାବଜାର ଓ ଚଟପଟା ଖାଦ୍ୟର ମଜା ଉଠାଉଛନ୍ତି ଦର୍ଶକ ।ଏହି ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜାମଣ୍ଡ ମଣ୍ଡପରେ ଡ୍ରାମା ଓ ମେଲୋଡ଼ିର ଆୟୋଜନ କରାଯାଇଛି ।
ଭବାନୀପାଟଣା ଠାରେ କୃଷି ଓ କୃଷି ଯନ୍ତ୍ର ପାତି ମେଳା ଉଦଘାଟିତ
ଭବାନିପାଟଣା:୧୩/୦୨(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ) ଆଜି ଓ.ୟୁ.ଏ.ଟି କୃଷି ମହାବିଦ୍ୟାଳୟ, ଭବାନୀପାଟଣା କ୍ରୀଡା ପଡିଆ ରେ କୃଷି ଓ କୃଷି ଯନ୍ତ୍ରପାତି ମେଳା ଜିଲ୍ଲା ପରିଷଦ…
ବଡ ଖବର
- ଅବୈଧ ବାଲି ଚାଲାଣ ରୋକିବା ପାଇଁ ଟିଟଲାଗଡ ଉପଜିଲ୍ଲପାଳଙ୍କୁ କେସିଙ୍ଗା ଟ୍ରକ୍ ମାଲିକ ଓ ଟ୍ରାକ୍ଟର ମାଲିକଙ୍କ ଦାବି ପତ୍ର
- ପ୍ରକାଶ ଦାସ ହେଲେ କେସିଙ୍ଗା ବାର ଏସୋସିଏସନ ର ସଭାପତି ଓ ସେକ୍ରେଟାରୀ ହେଲେ ଆଲୋକ ରଞ୍ଜନ ଦାସ
- ପାଣି ପାଇଁ ଡହକ ବିକଳ ସିକେରପଡା ଛେନା ଗାଁ ବିରୋଧରେ ଖଜୁରିପଡା ତୁର୍କେଲ ରାସ୍ତା ଅବରୋଧ
- ସ୍ବର୍ଗତଃ ପ୍ରଫେସର ଶରତ କୁମାର ନାୟକଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ
- ଟିଟିଲାଗଡ ରାଧାକୃଷ୍ଣ ମନ୍ଦିରରେ ସୁନ୍ଦରାକାଣ୍ଡ ପଠନ
- ଟିଟିଲାଗଡରେ ରାଜସ୍ଥାନୀ ସମ୍ପ୍ରଦାୟର ମହିଳା ମାନଙ୍କ ଦ୍ବାରା ଗନଗୋର ଦେବୀଙ୍କ ପୁଜା ସମ୍ପନ୍ନ
- ସେବା ସମବାୟ ସମିତି ତରଫରୁ ଗ୍ରାମାଞ୍ଚଳ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା
- ପରିତକ୍ତ୍ୟ କୂଅରୁ ବଳଦ ଉଦ୍ଧାର
- ଉପଜିଲ୍ଲାପାଳ ଙ୍କ ଆଶାଳୀନ ବ୍ୟବହାର ନେଇ ମାନବାଧିକାର ଆୟୋଗ ଙ୍କ ଦ୍ୱାରସ୍ଥ
- ଧର୍ମଗଡ଼ ଓକିଲ ସଂଘ ନିର୍ବାଚନ ପ୍ରସନ୍ନ ଅଗସ୍ତି ସଭାପତି ସାଧାରଣ ସମ୍ପାଦକ ବିଶ୍ଵ ଜିତ ମୁଣ୍ଡ