ଗଡଜାତ ମହୋତ୍ସବ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

38 0

ହରଭଙ୍ଗା :(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରାନରସିଂପୁର ନର୍ସରୀ ସଭାଗୃହ ଠାରେ ଗଡଜାତ ଲୋକ ମହୋତ୍ସବ ଆନୁକୂଲ୍ୟରେ ଆଜି ମଙ୍ଗଳବାର ଦିନ ମାଗଣା ଚକ୍ଷୁ ଚିକିତ୍ସା ଶିବିର ମହୋତ୍ସବ କମିଟିର ସଭାପତି ବିଶ୍ୱଜିତ ମିଶ୍ର ଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଯାଇଛି!

ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡlପାଲି ଙ୍କ ତିନି ଜଣିଆ ଡାକ୍ତରୀ ଟିମ ଏହି ଶିବିରରେ ଚକ୍ଷୁ ପରୀକ୍ଷା, ଔଷଧ ବଣ୍ଟନ, ଚଷମା ବଣ୍ଟନ କରିଥିଲେ!ସମୁଦାୟ 40ଜଣ ଚକ୍ଷୁ ରୋଗୀ ଙ୍କ ମଧ୍ୟରୁ 12ଜଣ ରୋଗୀଙ୍କ ଚକ୍ଷୁ ଅପରେସନ ପାଇଁ ସ୍ୱତନ୍ତ୍ର ଗାଡି ଯୋଗେ ପଣ୍ଡlପାଲି ଚିକିତ୍ସାଳୟ କୁ ନିଆଯାଇଥିଲା!

ଚିକିତ୍ସା ଶିବିରରେ ଡା. ମାନସ କୁମାର ପାଢ଼ୀ, ଡା. ଅନ୍ତର୍ଯ୍ୟାମୀ ନାଏକ, ଡା. ନିମାଇଁ ଚରଣ ଦଳବେହେରା ଅଂଶ ଗ୍ରହଣ କରିଥିବା ବେଳେ କମିଟି ର ସଦସ୍ୟ ନରେନ୍ଦ୍ର କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ଗାଈଗୌରିଆ, ସୁଜ୍ଞାନ ପ୍ରଧାନ, ଦେବାଶିଷ ମହାକୁଡ଼, ଦେବେନ୍ଦ୍ର ସାହୁ, ଜୟ କିଶ୍ବର ମିଶ୍ର, ହରି ଅର୍ଜୁନ ସାହୁ ପ୍ରମୁଖ ସହଯୋଗ କରିଥିଲେ!

Related Post

ଉଗ୍ରରୂପ ନେବାକୁ ବସିଲାଣି ଅମ୍ବାଦଳା ବିକାଶ ପରିଷଦର ବିକ୍ଷୋଭ

Posted by - January 11, 2022 0
ମୁନିଗୁଡା :(ରମାକାନ୍ତ ପୋଢାଳ )ରାୟଗଡା ଜିଲ୍ଲା ଅମ୍ବାଦଳା ବିକାଶ ପରିଷଦ ପକ୍ଷରୁ ବଡ଼ ନିଷ୍ପତି ଅନିର୍ଦ୍ଧିଷ୍ଟ କାଳ ପାଇଁ ଅରଣସନ ରେ ବସିବାକୁ ହେଲେ ବାଧ୍ୟ ୫…

ନବରଙ୍ଗପୁର ଜିଲ୍ଲା ଏମ ଡି ଏମ ପାଚିକା ସହାୟିକା ସଙ୍ଘ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Posted by - January 25, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଏମ ଡି ଏମ ପାଚିକା ସହାୟିକା ସଙ୍ଘ ତରଫରୁ ୬ ଦଫା ଦାବିପତ୍ର ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଜରିଆରେ…

ଭାଗବତ ପ୍ରସାଦ ନନ୍ଦ ଙ୍କ ସୄତି ସଙ୍କଳନ ଭାଗବତାୟନ ଲୋକାର୍ପଣ

Posted by - December 22, 2021 0
ସମ୍ବଲପୁର: :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ତଥା ପଶ୍ଚିମ ଓଡିଶାର ଆଗଧାଡିର ସାମାଜିକ କର୍ମୀ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦ ଙ୍କ ପ୍ରଥମ ସୄତି ସଭା ଅନୁଷ୍ଠିତ ହୋଇଯାଇଛି ।…

ସାମ୍ବାଦିକ ଙ୍କ ପିତୃ ବିୟୋଗ

Posted by - October 8, 2021 0
ବୌଦ୍ଧ:(ସମରେଶ ମିଶ୍ର) ଆଜି ସନ୍ଧ୍ୟା ସମୟରେ ଏକ ବୈଦୁତିକ ଗଣ ମାଧ୍ୟମରେ ରେ କାର୍ଯ୍ୟରତ ସାମ୍ବାଦିକ ସଂଜୀବ କୁମାର ମହାକୁଳ ଙ୍କ ପିତା 85 ବର୍ଷ ବୟସରେ…

ଖରଭୁଇଁ ପଥର କ୍ବାରୀ ଉଛେଦ ପ୍ରସଙ୍ଗ,ଗ୍ରାମବାସୀଙ୍କ ସହ ଆଲୋଚନା କଲା ପ୍ରଶାସନ

Posted by - July 16, 2021 0
ବୌଦ୍ଧ୧୬/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଖରଭୁଇଁ ଠାରେ ଥିବା ସମସ୍ଥ କ୍ରସର କୁ ବନ୍ଦ କରିବା ନେଇ ପୁର୍ବରୁ ମହିଳା ମହାସଂଘ ପକ୍ଷରୁ ଦାବି, ଆନ୍ଦୋଳନ…