ବୌଦ୍ଧ ରେ ଆନ୍ତର୍ଜାତୀୟ ମହିଳା ଦିବସ

110 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜ଼ିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳା ଅଧିକାରୀ ମାନଙ୍କୁ ଉତ୍ସାହିତ କରିଥିଲେ ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁ l ଏହି ଅବସରରେ ଜ଼ିଲ୍ଲାପାଳ ନିଜ ସହଧର୍ମିଣୀ ଙ୍କ ସହ ମିଶି ଅଧିକାରୀ, କର୍ମଚାରୀ,ବୁଦ୍ଧିଜୀବୀ,ଗଣମାଧ୍ୟମ ପ୍ରତିନିଧି ଙ୍କ ସହ ହୋଲି ଉତ୍ସବ କୁ ମଧ୍ୟ ପାଳନ କରିଥିଲେ l ମୁଖ୍ୟ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜ଼ିଲ୍ଲା ମ ତ୍ସ ଅଧିକାରୀ ଲିପ୍ ସା ପଟ୍ଟନାୟକ, ସି. ଡି. ପି. ଓ., କଣ୍ଟାମl ଲ ଜୋତ୍ସl ରାଣୀ ପାଢ଼ୀଭି. ଏ. ଏସ. ପ୍ରିୟବ୍ରତ ବେହେରା, ଭି. ଏ. ଏସ. ସଂଘମିତ୍ରା ପ୍ରମାଣିକ, ବୁଦ୍ଧିଜିବି, ଗଣମାଧ୍ୟମ ପ୍ରତିନିଧି ମାନେ ଏହି ଅବସରରେ ଜ଼ିଲ୍ଲାପାଳ ଙ୍କ ସହ ହୋଲି ଖେଳିଥିଲେ l

ସପ୍ତାହରବ୍ଯାପି ଅନୁଷ୍ଠିତ ହେଇଥିବା କାର୍ଯ୍ୟକ୍ରମ ମଧ୍ଯ ରେ05/03/2023ରିଖ ଦିନ ବୌଦ୍ଧ ସହର ରେ ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇ ଯାଇଅଛି ।ପ୍ରଥମେ5.30ସମୟରେ କଲେଜ ଛାତ୍ରୀ ଆଶାକର୍ମୀ ,ସ୍ବୟଂସହାୟକ ଗୋଷ୍ଠୀର ଏବଂଜିଲ୍ଲା ପ୍ରଶାସନ ର ମହିଳା କର୍ମଚାରୀ ମାନେ ସାଇକେଲ ଯାତ୍ରା ଆରମ୍ଭ କରି ଜିଲ୍ଲାପାଳ ଙ୍କକାର୍ଯ୍ଯାଳୟରେ ଯାତ୍ରା ଶେଷ କରିଥିଲେ। ଏହାପରେ ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ର ସଦ୍ ଭାବନା ଗୃହରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ ସଭାକାର୍ଯ୍ଯ କରାଯାଇଥିଲା ।ଏହି ସଭାରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ସଭାପତିତ୍ବ କରିଥିଲେ। ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଓଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀଯୁକ୍ତ ଅଶ୍ବିନୀ ମେହେର Action Aid ପ୍ରବିଗ୍ଯାଁ ଦାସ ଚଳିତ ବର୍ଷର ଆନ୍ତର୍ଜାତୀୟ ବିଷୟ ବସ୍ତୁ ଉପରେ ଆଲୋକପାତ କରି ମହିଳା ମାନଙ୍କୁ କିପରି ପ୍ରତ୍ଯେକ କ୍ଷେତ୍ର ରେ ସମାନତା ଉପଲବ୍ଧି କରାଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ।

ଏହି ଅବସରରେ ଜିଲ୍ଲାରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ମାନଙ୍କୁ ସମ୍ମାନିତ କରିଥିଲେ।ଏହିକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ତରଫରୁ ହରଭଙ୍ଗା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ନିରୁପମା ପାଣିଙ୍କୁ ,ସୁପରଭାଇଜର ସୌଦାମିନି ପଣ୍ଡା ଅଙ୍ଗନବାଡି କର୍ମୀ ପଦ୍ମିନୀ ଖଟୁଆ ବୌଦ୍ଧ ପ୍ରକଳ୍ପ ରୁ ସୁପରଭାଇଜର ସୁନିତା ରାଣୀ ଦାସ, ଅଙ୍ଗନବାଡି କର୍ମୀ ସରୀତା ଜେନା ,କଣ୍ଟାମାଳ ପ୍ରକଳ୍ପ ରୁ ସୁପରଭାଇଜର ରଶ୍ମିନ୍ ଦିଗାଲ ,ଅଙ୍ଗନବାଡ଼ି କର୍ମୀ ପୁଷ୍ପାଞ୍ଜଳୀ ପାଢୀଙ୍କୁ 5000ଟଙ୍କା ପ୍ରଦାନ କରିଥିଲେ । ସେହିପରି କିଶୋରୀ ବାଳିକା ସାଗରିକା ବେହେରା ସୁନିତା ଧଳଙ୍କୁ 2500ଟଙ୍କା ନଗଦ ରାଶିରେ ସମ୍ମାନିତ କରିଥିଲେ ।


ଏଏନଏମ ସବିତା ମଲିକ,ଦମୟନ୍ତୀ ତ୍ରିପାଠୀ,ସନ୍ଧ୍ୟାରାଣୀ କର୍ମୀଶିକ୍ଷୟତ୍ରୀ ଶ୍ରୀମତି ରାଜଲକ୍ଷ୍ମୀ ସ୍ବାଇଁ ସୁଜାତା ମାଝି,ପ୍ରଜିଣା ପାଢୀ CRCCମନମୁଣ୍ଡା,ପୁଷ୍ପିତା ପଧାନ LKBK,ଆଶା ଶକୁନ୍ତଳା ଭୁକ୍ତା,, ସୁବିଧା ପୁଷ୍ଟି,ସ୍ବେଚ୍ଛାସେବୀ ସବିତା ହୋତା ଈତ୍ଯାଦିଙ୍କୁ ମାନପତ୍ର ଉପଢୌକନ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ
ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲାର ବିଭିନ୍ନ ବିଭାଗ ର ଅଫିସର ଯଥାଆସିଷ୍ଟାଂକଲେକ୍ଟର ଶ୍ରୀଯୁକ୍ତ ଚନ୍ଦ୍ର କାନ୍ତ ବେହେରା,DIPROରିତାକାନ୍ତି ବଳିଆରସିଂହ, DPM ରୁପର୍ଟ କୁମାର ମହାପାତ୍ର ତହସିଲ ଦାଶ,ରାହୁଲ ପଧାନ ଓ ଆକ୍ସନଏଡ ୟୁନିସେଫ ପରାମର୍ଶ ଦାତ୍ରୀ ପ୍ରବିଗ୍ଯାଁ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପାଦନ କରାଯାଇଥିଲା l ଏହି ଅବସରରେ ଏକ ସାଇକେଲ ରା଼ଲି ତା.5.3.2023 ରିଖ ଦିନ ବିଜୁ ପଟ୍ଟନାୟକ ଛକ ଠାରୁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l ଏହି ସାଇକେଲ ରା଼ଲି ରେ ବହୁ ମହିଳା, ଛାତ୍ରୀ, ଆଶାକର୍ମୀ ଯୋଗ ଦେଇଥିଲେ l

Related Post

ବିଧାନସଭା ସଦାଚାର କମିଟିର ବୌଦ୍ଧ ଗସ୍ତ

Posted by - October 25, 2021 0
ବୌଦ୍ଧ( ଚିତ୍ତରଞ୍ଜନ ସିଂହ)ଓଡ଼ିଶା ବିଧାନସଭା ସଦାଚାର କମିଟିର ଏକ ପ୍ରତନିଧି ମଣ୍ଡଳୀ ଗତ ୨୩ ତାରିଖ ଦିନ ସନ୍ଧ୍ୟାରେ ବୌଦ୍ଧ ଅତିଥିଭବନଠାରେ ପହଞ୍ଚିଥିଲେ । ଜିଲା ପ୍ରଶାସନ…

‘ଏଇଓଡିଶା’ର ପ୍ରଭାବ,ମନମୁଣ୍ଡା ରେ ଜଳ ଯୋଗାଣ ବନ୍ଦ ଘଟଣା: ଜିଲ୍ଲାପରିଷଦଙ୍କ ହସ୍ତକ୍ଷେପରେ ଆରମ୍ଭ ହେଲା କାମ

Posted by - March 15, 2022 0
ବୌଦ୍ଧ(ଚିତ୍ତରଞ୍ଜନ ସିଂହ) ମନମୁଣ୍ଡା ପାଇପ ପିଇବା ଜଳ ଯୋଗାଣ ବନ୍ଦ ଘଟଣା ର ଖବର ପ୍ରକାଶନ ପ୍ରଭାବ ରେ ତୁରନ୍ତ କାମ ଆରମ୍ଭ ହୋଇଥିବା ଆଜି ଦେଖିବାକୁ…

ବେଆଇନ ପଥର ଉତ୍ତୋଳନ କେନ୍ଦ୍ର ରେ ଚଢ଼ାଉ କଲେ ହରଭଙ୍ଗା ତହସିଲଦାର

Posted by - March 11, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ଧଳପୁର ଠାରେ ରଣଜିତ ବିଲ୍ଡରନ ନାମକ ଏକ ଠିକା ସଂସ୍ଥା  ମହାନଦୀ ଉପରେ  ଧଳପୁର ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ କରୁଥିବା…