ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଜନ୍ମଦିନ ପାଳନ

85 0

 ଯାଜପୁର:ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଂଝାରପୁର ବିଧାୟିକା ତଥା ରାଜସ୍ୱ ମନ୍ତ୍ରୀ  ପ୍ରମିଳା ମଲ୍ଲିକଙ୍କ ଜନ୍ମଦିନ  ପାଳନ କରାଯାଇଛି ଯାଜପୁର ବିଂଝାରପୁର ର ବାବା ବରୁଣେଶ୍ୱର ମନ୍ଦିରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବାବା ଙ୍କୁ ଜଳାଭିଶେକ ପରେ 108 ଦୀପ ପ୍ରଦାନ କରାଯାଇଛି ଏହାପରେ ବରୁଣେଶ୍ୱର ମନ୍ଦିର ରେ ମନ୍ତ୍ରୀ ଙ୍କ ସମର୍ଥକ ମାନେ ମନ୍ତ୍ରୀ ଙ୍କୁ ଶୁଭେଛା ଜଣାଇଥିଲେ l

 ଶେଷରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଂକୁ  ପୁସ୍ତକ ଏବଂ  ବସ୍ତ୍ର  ମନ୍ତ୍ରୀ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳ ସଭାପତି ଲେଲିନ ଦାସ ପରିଚାଳନା କରିବା ସହ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ଜିଲ୍ଲାପରିଷଦ ନନ୍ଦକିଶୋର ସାମଲ ଅହଲ୍ୟା ସ୍ଵାଇଁ ମାମିନା ମଲିକ୍ ସମାଜସେବୀ ରବିନ୍ଦ୍ର ପରିଡ଼ା  ସରପଞ୍ଚ ସ୍ମତି ସମୀକ୍ଷା ମଲ୍ଲିକ୍ ସମେତ ବହୁ ନେତା ଏବଂ କର୍ମୀ ଉପସ୍ଥିତ ରହି କେକ୍ କାଟି ଧୁମ୍ ଧୁମ୍ ରେ ପାଳନ କରିଥିଲେ। ସେହିପରି ଅଖିଳଚକ୍ର ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ  ରାଜସ୍ୱ ମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ କରାଯାଇଛି

Related Post

ବନ୍ଧ ପାଣି ରେ ବୁଡି ଯୁବକ ଙ୍କ ମୃତ୍ୟୁ

Posted by - April 13, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବନ୍ଧ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି।ମୃତକ ଜଣକ ମନମୁଣ୍ଡା ଥାନା ପଲସାଗୋରା ପଂଚାୟତ ବାଘମୁଣ୍ଡା ଗ୍ରାମର ବଉଲା…

ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ନିର୍ବାଚନ ସଂପନ୍ନ

Posted by - August 22, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସହ ଅନୁବନ୍ଧିତ ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ ସଂପୂର୍ଣ୍ଣ ସାମ୍ବିଧାନିକ ଓ ଗଣତାନ୍ତ୍ରିକ…

ବୌଦ୍ଧ ଜିଲ୍ଲାରେ ଦ୍ୱାଦଶ ଜାତୀୟ ମତଦାନ ଦିବସ ପାଳିତ

Posted by - January 25, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଳାରେ ଚଳିତ ବର୍ଷ 12ତମ ଜାତୀୟ ମତଦାନ ଦିବସ ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କ ଅଧ୍ୟକ୍ଷତା…

ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କଲେ କଂଗ୍ରେସ ନେତା

Posted by - May 24, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅଞ୍ଚଳରେ କାର୍ଯ୍ୟ କରୁଥିବା ବିଦୂତିକ ଓ ଛପା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ବରୀ ବ୍ଲକ କଂଗ୍ରେସ ନେତା ଉମେଶ ଜେନା ସମ୍ବର୍ଦ୍ଧିତ କରିଛନ୍ତି…

ଜିଲ୍ଲାପାଳଙ୍କ କୋରେଇ ବ୍ଳ୍‌କ ଉନ୍ନୟନ କାର୍ଯ୍ୟର ସମୀକ୍ଷା

Posted by - June 22, 2020 0
ଯାଜପୁର:୧୯/୦୬(ଆନନ୍ଦ ଚନ୍ଦ୍ର ସାହୁ)  କରୋନା ପାଇଁ ଅନେକ ସରକାରୀ କାର୍ଯ୍ୟ ବ୍ୟାହତ ହୋଇଚ୍ଥି । ସରକାରଙ୍କର କରୋନା ବିରୁଦ୍ଧରେ ସଂଗ୍ରାମ ସହ ଲୋକଙ୍କ ଜୀବନ ରକ୍ଷା ଓ…